• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ ପଞ୍ଚାୟତ ର ମାଣିକ ପାଟଣା ଗ୍ରାମରେ ସୀମା ବିବାଦକୁ ନେଇ : ଆନ୍ଧ୍ରପ୍ରଦେଶ ମନ୍ତ୍ରୀଙ୍କ ଦବଙ୍ଗଗିରି

Proprietor Abhimanyu Maharana by Proprietor Abhimanyu Maharana
September 10, 2021
in ଓଡ଼ିଶା, ଗଜପତି, ହୋମ୍
0
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ ପଞ୍ଚାୟତ ର ମାଣିକ ପାଟଣା ଗ୍ରାମରେ ସୀମା ବିବାଦକୁ ନେଇ : ଆନ୍ଧ୍ରପ୍ରଦେଶ ମନ୍ତ୍ରୀଙ୍କ ଦବଙ୍ଗଗିରି
Share on FacebookShare on TwitterWhatsapp

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ ପଞ୍ଚାୟତ ର ମାଣିକ ପାଟଣା ଗ୍ରାମରେ ସୀମା ବିବାଦକୁ ନେଇ : ଆନ୍ଧ୍ରପ୍ରଦେଶ ମନ୍ତ୍ରୀଙ୍କ ଦବଙ୍ଗଗିରି, ଅଙ୍ଗନୱାଡ଼ି କେନ୍ଦ୍ର କୁ ଭୂମିସାତ କରିବା ଏବଂ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଗିରଫ କରିବା ପାଇଁ ଆନ୍ଧ୍ର ମନ୍ତ୍ରୀଙ୍କ ଚେତାବନୀ l

ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଶୁକ୍ରବାର) ପାରଳାଖେମୁଣ୍ଡି :- ଓଡିଶା ସୀମାରେ ଅନୁପ୍ରବେଶ କରି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗଙ୍ଗାବାଡ ପଂଚାୟତର ମାଣିକପାଟଣା ଠାରେ ଏକ ଅସ୍ଥାୟୀ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିଥିବା ବେଳେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ତାହାକୁ ସିଲ୍ କରାଯାଇଥିଲା । ତେବେ ଗତକାଲି ଆନ୍ଧ୍ରର କିଛି ଅଧିକାରୀ ପହଞ୍ଚି ଆନ୍ଦ୍ର ପକ୍ଷରୁ ନିର୍ମାଣ କରାଯାଇଥିବା ଅଙ୍ଗନ ୱାଡି କେନ୍ଦ୍ରର ତାଲାକୁ ଭାଙ୍ଗିଥିବା ବେଳେ ଆଜି ସେଠାରେ ପିଲାଙ୍କ ପାଠ ପଢା ଜାରି ରହିଥିଲା ଏବଂ ଅଣ୍ଡା ମଧ୍ୟ ବଣ୍ଟନ କରାଯାଇଥିଲା। ଘଟଣା ସ୍ଥଳରେ ପହଞ୍ଚିଲେ ଆନ୍ଧ୍ର ମନ୍ତ୍ରୀଙ୍କ ସହ ପ୍ରଶାସନିକ ଅଧିକାରୀ ମାନେ । ଗଜପତି ଜିଲ୍ଲା ପ୍ରଶାସନ କୁ ଦେଖାଇଲେ ନାଲି ଆଖି ତା ସହ ଯେଉଁ ଓଡ଼ିଶାର ଅଧିକାରୀ ଅଙ୍ଗନବାଡ଼ି କେନ୍ଦ୍ର ତାଲା ପକାଇ ଥିଲେ ତାହା ଆନ୍ଦ୍ରର ବୋଲି କହିବା ସହ ଯେଉଁ ଅଧିକାରି ମାନେ ଉକ୍ତ ଅଙ୍ଗନୱାଡି କେନ୍ଦ୍ରରେ ତାଲା ପକାଇଥିଲେ ତାଙ୍କ ନାମରେ ମାମଲା ରୁଜୁ କରିବା କୁ ଡିଏସପିଙ୍କୁ ନିର୍ଦ୍ଦେଶ ଦେଇ ଉକ୍ତ ପଞ୍ଚାୟତର ଅନ୍ୟ ଏକ ଗ୍ରାମର ସ୍ଥିତି ପରଖିବା ବାହାରି ପଡିଲେ ।

ଆନ୍ଧ୍ରମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ଜିବାର କିଛି ସମୟ ପରେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଏବଂ ଗାରାବନ୍ଧ ଥାନା ଅଧିକାରୀ ମାଣିକ ପାଟଣା ଗ୍ରାମରେ ପହଁଚିଥିଲେ । ଉକ୍ତ ଖବର ପାଇବା ପରେ ଆନ୍ଦ୍ରପ୍ରଦେଶର ମନ୍ତ୍ରୀ ଆପାଲୁ ରାଜୁ ପ୍ରଶାସନ ଏବଂ ପୋଲିସ ଦଳବଳ ଧରି ପୁଣି ମାଣିକପାଟଣା ଗ୍ରାମକୁ ଆସିଥିଲେ । ସେଠାକେ ଆନ୍ଦ୍ରର ମନ୍ତ୍ରୀ, ପ୍ରଶାସନିକ ଅଧିକାରୀ, ପୋଲିସ ସହ ଗଜପତି ଜିଲ୍ଲାପ୍ରଶାନ ମଧ୍ୟରେ ମୁହାଁମୁହିଁ ଭଳି ପରିସ୍ଥିତ ଉପୁଜି ଥିଲା । ଅତିରିକ୍ତ ଜିଲ୍ଲାପାଳ ସେମାନଙ୍କୁ ସମ୍ନାନର ସହ ଆଲୋଚନା କରିବା ପାଇଁ ସ୍ୱାଗତ କରିଥିଲେ ଏବଂ ଓଡିଶାକୁ ସ୍ୱାଗତ କରୁଛି ବୋଲି କହିବା ସମୟରେ ମନ୍ତ୍ରୀଜଣକ ଆମ ସ୍ଥାନରେ ଆପଣ ଆମକୁ କଣ ସ୍ୱାଗତ କରିବେ ବୋଲି ରୋକଠୋକ କହିଥିଲେ ।

ପରେ କିଛି ସମୟ ପାଇଁ ଓଡିଶା ଦ୍ୱାରା ନିର୍ମିତ କରାଯାଇଥିବା ଅଙ୍ଗନୱାଡି କେନ୍ଦ୍ରରେ ଆଲୋଚନା ଉଭୟଙ୍କ ମଧ୍ୟରେ ହୋଇଥିଲା । ଉକ୍ତ ସମୟରେ ଆନ୍ଦ୍ର ପୋଲିସର ଦାଦାଗିରି ଦେଖିବାକୁ ମିଳିଥିଲା । ଆନ୍ଧ୍ରର ପୋଲିସ କର୍ମି ମାନେ ଓଡିଶାର ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ଭିତରକୁ ପ୍ରବେଶ କରିବା ପାଇଁ ବାରଣ କରିଥିବା ବେଳେ ମନ୍ତ୍ରୀଙ୍କ କିଛି କର୍ମିମାନେ ଭିତରକୁ ପ୍ରବେଶ କରିଥିଲେ । ଏବଂ ବାହାରେ ଆଉ କିଛି କର୍ମି ମଧ୍ୟ ଖବର ସଂଗ୍ରହ କରିବା ପାଇଁ ଯାଇଥିବା ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ତେଲୁଗୁ ଭାଷାରେ ଗାଳିଗୁଲଜ କରିଥିଲେ । କିଛି ସମୟର ଆଲୋଚନା କରିବା ପରେ ଉଭୟେ ବାହାରକୁ ବାହାରିଥିଲେ ଏବଂ ଆନ୍ଧ୍ର ମନ୍ତ୍ରୀଙ୍କ ଆରମ୍ବ ହୋଇଥିଲା ଦାଦାଗିରି । ସେଠାରେ ମାଣିକ ପାଟଣା ଗ୍ରାମବାସୀଙ୍କୁ ମନ୍ତ୍ରୀ ଆପାଲା ରାଜୁ ନିଜ ପରାକ୍ରମ ଦେଖାଇବା ଭଳି ଅଭିନୟ କରିବା ସହ ଅଙ୍ଗନୱାଡି କେନ୍ଦ୍ରକୁ କାହିଁକି ତାଲା ପକାଯାଇଥିଲା ବୋଲି ଅତିରିକ୍ତ ଜିଲ୍ଲାପାଳଙ୍କୁ ଧମକାଇ ପଚାରିଥିଲେ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ନିକଟକୁ ଡକାଇ “ଜୟ ଜଗନ ଜୟ ଜଗନ “ ନାରା ଦେବାପାଇଁ କହିଥିଲେ ।

କିଛି ସମୟର ଯୁକ୍ତିତର୍କ ପରେ ଦରକାର ପଡିଲେ ଓଡିଶାର ଅଙ୍ଗନୱାଡି କେନ୍ଦକୁ ଭୁମିସାତ କରିଦିଆଯିବ କହିବା ସହ ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ କେଶରି ପଣ୍ଡାକୁ ଗିରିଫ କରିବା ପାଇଁ ଡିଏସପିଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଆବଶ୍ୟକ ପଡିଲେ ଆନ୍ଦ୍ର ପକ୍ଷରୁ ମାଣିକ ପାଟଣାରେ ସବୁ ସମୟରେ ପୋଲିସ ଛାଉଣି କରାଯିବ ବୋଲି କହିଥିଲେ । ଯାହା ଓଡିଶା ସରକାର ଏବଂ ଗଜପତି ଜିଲ୍ଲା ପ୍ରଶାସନ ପାଇଁ ଏକ ଲଜ୍ୟାଜନକ ବିଷୟ କାରଣ ଓଡିଶା ମାଟିରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ବାରମ୍ବାର ଏପରି ଦାଦାଗିରି କରାଯାଉଥିବା ବେଳେ ନା ରାଜ୍ୟ ସରକାର ନା ଜିଲ୍ଲା ପ୍ରଶାସନଏହାର ସମାଧାନର ବାଟ ବାହାର କରିପାରୁଛନ୍ତି । ଆନ୍ଦ୍ରପ୍ରଦେଶର ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରି ମାନେ ମାଣିକପାଟଣା ଆସିବାର ଖବର ପ୍ରଶାସନିକ ଅଧିକାରୀ ମାନଙ୍କ ନିକଟରେ ଥାଇ ମଧ୍ୟ କାହିଁକି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚିତ ପଦକ୍ଷେପ ନ ନେଇ ହାଲକା

ଭାବେ ନେଲେ ବୋଲି ପ୍ରଶ୍ନ କରୁଛନ୍ତି ଜିଲ୍ଲା ବାସୀ ।  ଏ ସଂକ୍ରାନ୍ତରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଉପରିସ୍ତ ଅଧିକାରୀଙ୍କୁ ଜଣାଇବା ସହ ଆଇନ ଅନୁଯାଇ ପଦପେକ୍ଷ ନିଆଜିବ ବୋଲି ପ୍ରକାଶ କରିଛନ୍ତି । ସୁଚନା ଥାଉକି ଗଙ୍ଗାବାଡ ପଞ୍ଚାୟ ବାସିନ୍ଦା ଯାତାୟତ କରିବା ପାଇଁ ଆନ୍ଧ୍ରପ୍ରଦେଶର ମନ୍ଦସା ମଣ୍ଡଳମ ଉପରେ ନିର୍ଭର କରୁଥିବା ବେଳେ ଚିକିତ୍ସା ନିମନ୍ତେ ମଧ୍ୟ ଆନ୍ଧ୍ର ଉପରେ ନିର୍ଭର କରୁଥିବା ସୁଚନା ମିଳିଛି । ଯାହାଫଳରେ ସେମାନେ ବାଧ୍ୟ ହୋଇ ଆନ୍ଧ୍ର ଉପରେ ନିର୍ଭର କରୁଛନ୍ତି ।

ସେମାନଙ୍କ ପାଇଁ ଦିର୍ଘବର୍ଷ ହେବ ଓଡିଶା ସରକାର ଓଡିଶା ଦେଇ ରାସ୍ତାଟିଏ ମଧ୍ୟ କରିପାରୁନାହିଁ ଯାହାଫଳରେ ସେମାନେ ନା ଆନ୍ଧ୍ରକୁ ଛାଡିପାରୁଛନ୍ତି ନା ଓଡିଶାରେ ଶାନ୍ତିରେ ରହିପାରୁଛନ୍ତି । ତିନି ଦିନ ତଳେ ଆନ୍ଧ୍ର ବିରୋଧରେ ମୁହଁ ଖୋଲୁଥିବା ପୁର୍ବତନ ସରପଞ୍ଚ ହରିବନ୍ଧୁ କାର୍ଯୀଙ୍କୁ ମିଛ ମାମଲାରେ ଫସାଇଥିଲେ କିଛି କୁଚକ୍ରି ଗୋଷ୍ଠି ଯାହାକୁ ନେଇ ତାଙ୍କୁ ଆନ୍ଧ୍ର ପୋଲିସ ଜେଲରେ ଭର୍ତ୍ତି କରିବା ପାଇଁ ଖୋଜି ବୁଲୁଛି । ଯଦି ରାଜ୍ୟ ସରକାର ବେଳ ଥାଉଣୁ କିଛି ଆବଶ୍ୟକୀୟ ପଦକ୍ଷେପ ନେଉନଥିବା ଯୋଗୁଁ ଆନ୍ଧ୍ରର ଦାଦାଗିରି ସେଠାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଏଭଳି ଉଦାସୀନତା ଜଗୁ କିଛି ବର୍ଷ ମଧ୍ୟରେ ଆନ୍ଧ୍ର ଉକ୍ତ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ଯେ ନ ନେବ ସେଥିରେ ସନ୍ଦେହ ନଥିବା ପ୍ରକାଶ କରିଛନ୍ତି ଅଞ୍ଚଳ ବାସୀ  (ଗରୁଡ଼ ଧ୍ଵଜ ଚୌଧୁରୀ)

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀ ଓ ତାଙ୍କ ପତ୍ନୀ ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ବରିଷ୍ଠ ସାମ୍ୱାଦିକ 25 ହଜାର ଟଙ୍କା ପ୍ରଦାନ କଲେ

ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀ ଓ ତାଙ୍କ ପତ୍ନୀ ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ବରିଷ୍ଠ ସାମ୍ୱାଦିକ 25 ହଜାର ଟଙ୍କା ପ୍ରଦାନ କଲେ

October 22, 2026
Delhi’s Sahapurjat Durga Puja Celebrates Silver Jubilee

ଦିଲ୍ଲୀର ସାହାପୁରଯାଠରେ ଦୁର୍ଗାପୂଜା ର ରଜତ ଜୟନ୍ତୀ ପାଳନ

October 21, 2026
Delhi’s Sahapurjat Durga Puja Celebrates Silver Jubilee

Delhi’s Sahapurjat Durga Puja Celebrates Silver Jubilee

October 21, 2026
ନିଆଳି ଥାନାରେ ମା, ଦୁର୍ଗାଙ୍କ ପବିତ୍ର ପୂଜା ଉତ୍ସବ ଅନୁଷ୍ଠିତ

ନିଆଳି ଥାନାରେ ମା, ଦୁର୍ଗାଙ୍କ ପବିତ୍ର ପୂଜା ଉତ୍ସବ ଅନୁଷ୍ଠିତ

October 21, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀ ଓ ତାଙ୍କ ପତ୍ନୀ ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ବରିଷ୍ଠ ସାମ୍ୱାଦିକ 25 ହଜାର ଟଙ୍କା ପ୍ରଦାନ କଲେ

ବରିଷ୍ଠ ସାମ୍ବାଦିକ ଗରୁଡ଼ ଧ୍ଵଜ ଚୌଧୁରୀ ଓ ତାଙ୍କ ପତ୍ନୀ ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ବରିଷ୍ଠ ସାମ୍ୱାଦିକ 25 ହଜାର ଟଙ୍କା ପ୍ରଦାନ କଲେ

October 22, 2026
Delhi’s Sahapurjat Durga Puja Celebrates Silver Jubilee

ଦିଲ୍ଲୀର ସାହାପୁରଯାଠରେ ଦୁର୍ଗାପୂଜା ର ରଜତ ଜୟନ୍ତୀ ପାଳନ

October 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version