No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୦ ସେପ୍ଟେମ୍ବର ଶୁକ୍ରବାର) ଭୁବନେଶ୍ୱର :-
ଜୟଶ୍ରୀଗଣେଶ
ଓଁ ଏକ ଦନ୍ତାୟ ବିଦ୍ମହେ,
ବକ୍ରତୁଂଡାୟ ଧୀମହି,
ତନ୍ନୋ ଦନ୍ତୀ ପ୍ରଚୋଦୟାତ ।
ଓଁ ଖର୍ବ ସ୍ଥୂଳ ତନୁ ଗଜେନ୍ଦ୍ର ବଦନଂ ଲମ୍ବୋଦରମ ସୁନ୍ଦରଂ,
ପ୍ରଷ୍ୟନ୍ଦନମଦ ଗନ୍ଧ ଲୁବ୍ଧମ୍ ମଧୁପ
ବ୍ୟାଲୋଳ ଗଣ୍ଡ ସ୍ଥଳମ,
ଦନ୍ତାଘାତ ବିଦାରିତାରି ରୁଧିରୈି
ସିନ୍ଦୁର ଶୋଭାକରଂ,
ବନ୍ଦେ ଶୈଳସୁତା ସୁତମ
ଗଣପତି ସିଦ୍ଧିପ୍ରଦକାମଦଂ ।
ଓଁ ବକ୍ର ତୁଣ୍ଡ ମହାକାୟ
ସୂର୍ୟକୋଟି ସମପ୍ରଭଃ,
ନିର୍ବିଘ୍ନମ୍ କୁରୁମେ ଦେବ
ସର୍ବ କାର୍ଜ୍ୟେଷୁ ସର୍ବଥା ।
ଓଁ ନମୋ ଗଣେଷ ବିଘ୍ନେଶ
ଗିରିଜା ନନ୍ଦନ ପ୍ରଭୋ,
ସର୍ବ ବିଘ୍ନ ପ୍ରଶାନ୍ତୟେ
ଗଣାଧିପତୟେ ନମଃ ।
ହେ ଅଗ୍ରପୂଜ୍ୟ,ମହାକାୟ,
ଗଜାନନ, ଏକଦନ୍ତ, ଲମ୍ବୋଦର,
ମୋଦକ ପ୍ରିୟ,ବିଘ୍ନହର୍ତା,
ବିଦ୍ୟାଦାତା,ସିଦ୍ଧିଦାତା,
ସମସ୍ତଙ୍କର ମଙ୍ଗଳ ବିଧାନ କରନ୍ତୁ । (ଡ଼ଃ ପ୍ରକାଶ ତ୍ରିପାଠୀ)
No Result
View All Result