• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରୁପ୍ରା ଅଞ୍ଚଳରେ ଘୁର୍ଣ୍ଣିଝଡ, ବ୍ୟାପକ କ୍ଷୟକ୍ଷତି

Proprietor Abhimanyu Maharana by Proprietor Abhimanyu Maharana
September 8, 2021
in ଓଡ଼ିଶା, କଳାହାଣ୍ଡି, ହୋମ୍
0
ରୁପ୍ରା ଅଞ୍ଚଳରେ ଘୁର୍ଣ୍ଣିଝଡ, ବ୍ୟାପକ କ୍ଷୟକ୍ଷତି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ ( ୮ ସେପ୍ଟେମ୍ବର ବୁଧବାର ) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ ଅଧିନ ରୁପ୍ରା ଓ କର୍ମେଗାଁ ପଞ୍ଚାୟତ ଅଧିନ ଖମ୍ୱପଡା ଅଞ୍ଚଳରେ ହଠାତ୍ କଳାହାଣ୍ଡିଆ ମେଘ ଘୋଟି ଆସିବା ସହ ଶୁଁ ଶୁଁ ଗର୍ଜନ କରି ପ୍ରବଳ ବର୍ଷା ସାଙ୍ଗକୁ କାଳବୈଶାଖିର ତାଣ୍ଡବ ଦେଖିବାକୁ ମିଳିଛି । ସୂଚନାମତେ ସାଲିଙ୍ଗ ଯୋରର ଉପର ମୁଣ୍ଡରେ ଥିବା ରୁପ୍ରା ଗ୍ରାମର ଶ୍ୟାମ ସୁନ୍ଦର ସେନାପତିଙ୍କ ଧାନଜମି ଓ ଭାଲୁକଟାର ଅନି ସାହୁଙ୍କ ଜମିରୁ ଏହି କାଳବୈଶାଖି ର କେନ୍ଦ୍ରସ୍ଥଳ ହୋଇଥିବା ଜଣାପଡିଛି । ଫଳରେ ଏହି କାଳବୈଶାଖିର ପ୍ରଭାବ ଯୋଗୁଁ ଭାଲୁକଟାର ଅନି ସାହୁ ଓ ଦିତିକୃଷ୍ଣ ସାହୁଙ୍କ ଧାନଚାଷ ହୋଇଥିବା ଜମିରେ ବଡ ବଡ ଗଛ ଭାଙ୍ଗି ପଡିଥିବାରୁ ଧାନଚାଷ କ୍ଷତି ହେବା ସାଙ୍ଗକୁ ଦିତିକୃଷ୍ଣଙ୍କ ଜମିରେ ଥିବା ଏଲ୍ଆଇ ପଏଣ୍ଟରେ ଟ୍ରାନ୍ସଫରମ ମଧ୍ୟ ପଡିରହିଛି । ସେହିପରି ରୁପ୍ରା ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପଛପଟେ ଥିବା ବିନୋଦ ବିହାରୀ ସାହୁଙ୍କ ଜମିରେ ମଧ୍ୟ ଟ୍ରାନ୍ସଫରମର ପଡ଼ିଥିବା ଦେଖିବାକୁ ମିଳିଛି। ଏହି କାଳବୈଶାଖି ସମୟରେ ରୁପ୍ରା ପଟୁ ବାଇକରେ ଯାଉଥିବା ବେଳେ ଦୁଇଜଣ ବ୍ୟକ୍ତିଙ୍କ ଉପରେ ଏକ ଶାଗୁଆନ ଗଛ ମୂଳରୁ ଉପୁଡି ବାଇକ୍ ସବାରୀଙ୍କ ଉପରେ ପଡିଯିବାରୁ ସେମାନେ ବାଇକ୍ ସହ ଚାପିହୋଇ ଯାଇଥିଲେ ।

ସଙ୍ଗେ ସଙ୍ଗେ ସେଠାରେ ଉପସ୍ଥିତ ଥିବା ଲୋକେ ଦୌଡିଆସି ଟାଙ୍ଗିଆ ସାହାଯ୍ୟରେ ଗଛକାଟି ସେମାନଙ୍କୁ ଉଦ୍ଧାର କରିଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହି କାଳବୈଶାଖିର ତାଣ୍ଡବ ସବୁଆଡେ ହୋଇ ନ ଥିଲେ ହେଁ ୫୦ ମିଟର ପରିଧି ମଧ୍ୟରେ ଉତ୍ପତି ସ୍ଥଳ ଠାରୁ ଭାଲୁକଟା, ରୁପ୍ରା ହାଇସ୍କୁଲ୍ ପଡା, ଶ୍ରୀଅରବିନ୍ଦ ସ୍କୁଲ୍ ଓ ଶିବ ମନ୍ଦିର ପଡା ଦେଇ ଟାଙ୍ଗିରି ପାହାଡ ପର୍ଯ୍ୟନ୍ତ ଯାଇଥିବା ଜଣାପଡିଛି । ଫଳରେ ରୁପ୍ରା ଓ ରୁପ୍ରାରୋଡ୍ ମଧ୍ୟରେ ଅନେକ ଗଛ ଭାଙ୍ଗି ପଡି ରାସ୍ତା ଉପରେ ପଡିଥିବାରୁ ରାସ୍ତା ଜାମ୍ ରହି ଉଭୟ ପାର୍ଶ୍ୱରେ ଅନେକ ଯାନ ବାହାନ ଅଟକି ରହିଥିଲା । ସ୍ଥାନୀୟ ଲୋକଙ୍କ ସହଯୋଗ ଫଳରେ ଗଛକାଟି ରାସ୍ତା ସଫା କରିଥିବାରୁ ଗମନା ଗମନ ସ୍ୱାଭାବିକ ହୋଇଥିଲା । ଖମ୍ୱପଡାର ଜଗବନ୍ଧୁ ପୁଟେଲ ଓ ସଞ୍ଜୟ ମାଝୀଙ୍କ ଘରର ଆଜବେଷ୍ଟସ୍ ଉଡି ଯାଇଛି । ରୁପ୍ରାର ଦୁଇଜଣ ଆହତ ହୋଇଥିବା ବେଳେ ଖମ୍ୱପଡାର ରୁଦ୍ର ପୁଝାରୀ, ମଧୁ ପୁଝାରୀ, ରାଧାକାନ୍ତ ପୁଝାରୀ, ଅକୃର ମାଝୀ, କାନ୍ତ ପୁଝାରୀ, ଗୋପାଲ ପୁଝାରୀ, ରମେଶ ପୁଝାରୀ, ଗୋଲେଖ ଦୀପ, ଗୋଲାପ୍ ଦୀପ ଓ ରୁପ୍ରା ଗ୍ରାମର ନରେନ୍ଦ୍ର ଗୌଡ, ସୁରେଶ ସାହୁଙ୍କ କପା ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଏବାବଦରେ ନର୍ଲା ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କ ମତାମତ ନେବାରୁ ବିଭାଗୀୟ ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ କରିବା ପରେ ସରକାରୀ ନିୟମାନୁଯାୟୀ କ୍ଷତି ପୁରଣ ଦିଆଯିବ ବୋଲି କହିଥିଲେ । ( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version