• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ଫିଜିଟାଲ୍ ସୁନା ବ୍ୟବସାୟରେ ପ୍ରବେଶ

Proprietor Abhimanyu Maharana by Proprietor Abhimanyu Maharana
September 7, 2021
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ଫିଜିଟାଲ୍ ସୁନା ବ୍ୟବସାୟରେ ପ୍ରବେଶ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୭ ସେପ୍ଟେମ୍ବର ମଙ୍ଗଳବାର ) ଭୁବନେଶ୍ୱର :- ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ଏହାର ନିଜସ୍ୱ ଅନ୍‌ଲାଇନ୍‌ ସୁନା କାରବାର ପ୍ଲାଟ୍‌ଫର୍ମ ଡିଜି ଗୋଲ୍ଡକୁ (ଷଗ୍ଧଗ୍ଧକ୍ଟ୍ରଗ୍ଦ://ଜ୍ଞଚ୍ଚୟସଶସଶକ୍ଟକ୍ଷୟ.ମକ୍ଟଜ୍ଞ/) ଉନ୍ମୋଚନ କରି ଫିଜିଟାଲ୍ ସୁନା ବ୍ୟବସାୟରେ ପ୍ରବେଶ କରିଛି । ଭାରତରେ ସୁନାକୁ ସବୁ ପିଢ଼ି ପାଇଁ ସବୁଠୁ ବିଶ୍ୱାସଯୋଗ୍ୟ ନିବେଶ ଭାବେ ବିଚାର କରାଯାଏ । ଗ୍ରାହକମାନଙ୍କ ଦ୍ୱାରା ପ୍ରଯୁକ୍ତିକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଉଥିବାରୁ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ଡିଜି ଗୋଲ୍ଡ ହେଉଛି ୯୯୫ ଶୁଦ୍ଧତାର ୨୪ କ୍ୟାରେଟ୍ ସୁନାରେ ନିବେଶ କରିବା ଲାଗି ସବୁଠୁ ବିଶ୍ୱାସଯୋଗ୍ୟ ଓ ସ୍ୱଚ୍ଛ ମାଧ୍ୟମ । ପାନ୍ କାର୍ଡ/ଫର୍ମ ୬୧ ଓ ନିଜ ନାମରେ ବ୍ୟାଙ୍କ ଖାତା ଥିବା ଗ୍ରାହକମାନେ ଡିଜି ଗୋଲ୍ଡ କାରବାର କରିବାର ସୁଯୋଗ ପାଇବେ ।

ସେମାନେ ନିଜର ଅନ୍‌ଲାଇନ୍‌ ସୁନା ସଂଚୟ ଯାତ୍ରାକୁ ୨୫୦ ଟଙ୍କା ଭଳି କମ୍ ମୂଲ୍ୟର ନିବେଶ ଜରିଆରେ ଆରମ୍ଭ କରିପାରିବେ । ଡିଜି ଗୋଲ୍ଡ ପ୍ଲାଟ୍‌ଫର୍ମରେ ଗ୍ରାହକମାନେ ନିଜର ଅନ୍‌ଲାଇନ୍ ସୁନା କିଣାକୁ ପ୍ରତ୍ୟକ୍ଷ ସୁନାରେ ରୂପାନ୍ତରିତ କରିପାରିବେ । ସାରା ଭାରତରେ ଥିବା ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ୧୧୬ରୁ ଅଧିକ ରିଟେଲ୍ ଷ୍ଟୋର୍‌ରୁ ଗ୍ରାହକମାନେ ଡିଜିଟାଲ୍ ସୁନାକୁ ବଦଳାଇ ଅସଲି ସୁନା ନେଇପାରିବେ । ଗ୍ରାହକମାନେ ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ରହି ଡିଜି ଗୋଲ୍ଡ ପୋର୍ଟାଲ୍ ଓ ୱେବ୍‌ସାଇଟ୍‌ରେ ସୁନାକୁ ଅନ୍‌ଲାଇନ୍‌ରେ ବିକ୍ରି କରିପାରିବେ ।

ଏହି ଅବସରରେ ଶ୍ରୀଯୁକ୍ତ ଶୁଭଙ୍କର ସେନ୍‌, ସିଇଓ, ସେନ୍‌କୋ ଗୋଲ୍ଡ ଆଣ୍ଡ୍‌ ଡାଇମଣ୍ଡ୍‌ସ କହିଛନ୍ତି ଯେ, “ଆମର ନିଜସ୍ୱ ପ୍ଲାଟ୍‌ଫର୍ମ ଡିଜି ଗୋଲ୍ଡ- ଜ୍ଞଚ୍ଚୟସଶସଶକ୍ଟକ୍ଷୟ.ମକ୍ଟଜ୍ଞ ଜରିଆରେ ଆମର ସମ୍ମାନଜନକ ଗ୍ରାହକଙ୍କ ପାଇଁ ଅନ୍‌ଲାଇନ୍‌ ଡିଜିଟାଲ୍ କାରବାର ବ୍ୟବସ୍ଥା ଆରମ୍ଭ କରିଥିବାରୁ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସରେ ଆମେ ଗର୍ବିତ । ଏହି ନୂତନ ପ୍ଲାଟ୍‌ଫର୍ମ ଆମ ଗ୍ରାହକମାନଙ୍କୁ ସୁରକ୍ଷିତ ଓ ସହଜରେ ମୂଲ୍ୟ ଓ ସଂପତ୍ତି ସୃଷ୍ଟି କରିବାର ନମନିୟତା ପ୍ରଦାନ କରିବ ।’’ ଗ୍ୟାରେଂଟି ଶୁଦ୍ଧତା, ସହିତ ଡିଜି ଗୋଲ୍ଡ ସଠିକ୍ ମୂଲ୍ୟ ପ୍ରଦାନ କରୁଛି । ୧୦୦% ବୀମା ସୁରକ୍ଷା ସହିତ ଅତ୍ୟନ୍ତ ସୁରକ୍ଷିତ ଭାବେ ସୁନାକୁ ରଖାଯିବ ଯାହା ମାନ୍ୟତାପ୍ରାପ୍ତ ଟ୍ରଷ୍ଟି ଦ୍ୱାରା ପରିଚାଳିତ ହେବ । ଗ୍ରାହକମାନେ ଜ୍ଞଚ୍ଚୟସଶସଶକ୍ଟକ୍ଷୟ.ମକ୍ଟଜ୍ଞ ଜରିଆରେ ନିରବଚ୍ଛିନ୍ନ ସୁନା କାରବାର ଉପଭୋଗ କରିପାରିବେ ଓ କିଣାକିଣି କରିପାରିବେ ଏବଂ ସାରା ଭାରତରେ ଥିବା ସେନ୍‌କୋ ଗୋଲ୍ଡ ଷ୍ଟୋର୍ ଜରିଆରେ ଯେକୌଣସି ସମୟରେ ତାହାକୁ ରିଡିମ୍ କରିପାରିବେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

May 9, 2026
“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

May 8, 2026
Advento Communications Honored for Excellence in  PR Services

Advento Communications Honored for Excellence in PR Services

May 8, 2026
ଭୁବନେଶ୍ୱରରେ ଆୟୋଜିତ ହେବ ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜିଓନାଲ ଷ୍ଟୁଡେଣ୍ଟ୍‌ସ କନ୍‌ଫେରେନ୍ସ-୨୦୨୬

Eastern India Regional Students’ Conference–2026 to be Held at Bhubaneswar

May 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

ବୋଲଗଡ଼ରେ ବିଜେପି ପକ୍ଷରୁ ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ

May 9, 2026
“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

May 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version