• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆ ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ସିବି୨୦୦ଏକ୍ସର ଡେଲିଭରି ଆରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
September 7, 2021
in ଓଡ଼ିଶା, ବାଣିଜ୍ୟ, ମହାନଗର, ହୋମ୍
0
ହୋଣ୍ଡା ୨ହ୍ୱିଲର୍ସ ଇଣ୍ଡିଆ ପକ୍ଷରୁ ସମ୍ପୂର୍ଣ୍ଣ ନୂଆ ସିବି୨୦୦ଏକ୍ସର ଡେଲିଭରି ଆରମ୍ଭ

bbsr

Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୭ ସେପ୍ଟେମ୍ବର ମଙ୍ଗଳବାର ) ଭୁବନେଶ୍ୱର :-  ହୋଣ୍ଡା ମୋଟର୍‌ସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ଏମ୍‌ଏସ୍‌ଆଇ) ପକ୍ଷରୁ ୧୮୦-୨୦୦ ସିସି ବର୍ଗରେ ବିପ୍ଳବ ଆଣିବା ଲାଗି ଉନ୍ମୋଚନ କରାଯାଇଥିବା ସମ୍ପୂର୍ଣ୍ଣ ନୂଆ ସିବି୨୦୦ଏକ୍ସର ଡେଲିଭରି ଭାରତରେ ଆରମ୍ଭ କରାଯାଇଛି । ନୂଆ ସିବି୨୦୦ଏକ୍ସ ହେଉଛି ବହୁତ ଭଲ ଭାବେ ତିଆରି କରାଯାଇଥିବା ଏକ ମେସିନ୍ ଯାହା ଦୈନନ୍ଦୀନ ଯାତ୍ରାକୁ ଆରାମଦାୟକ କରିବ ଓ ସପ୍ତାହନ୍ତରେ ନୂଆ ସ୍ଥାନ ବୁଲିବା ଲାଗି ଚାଳକଙ୍କୁ ଆଗକୁ ବଢ଼ିବା ଲାଗି ଅନୁପ୍ରାଣିତ କରିବ । ଏହାର ସ୍ୱତନ୍ତ୍ର ସୁବିଧା ସୁଯୋଗ ଓ ଦୃଢ଼ ଚରିତ୍ର ଯୋଗୁଁ ଏହା ହେଊଛି ଏକ ବାସ୍ତବ ସହରୀ ଗାଡ଼ି ଯାହା ଉତ୍ସାହୀଙ୍କ ଆଶା ପୂରଣ କରିବ ।

ସିବି୨୦୦ଏକ୍ସର ଡେଲିଭରି ଶୁଭାରମ୍ଭ ବିଷୟରେ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ନିର୍ଦ୍ଦେଶକ-ବିକ୍ରି ଓ ବିପଣନ, ହୋଣ୍ଡା ମୋଟର୍‌ସାଇକଲ୍ ଆଣ୍ଡ୍‌ ସ୍କୁଟର୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛନ୍ତି ଯେ, “ଉନ୍ମୋଚନ ହେବା ଦିନ ଠାରୁ ଆରମ୍ଭ ଡିଲର୍ ନେଟ୍‌ୱର୍କକୁ ନୂଆ ପିଢ଼ିର ଗ୍ରାହକଙ୍କ ଠାରୁ ଅନେକ ଅନୁସନ୍ଧାନ ଆସୁଛି । ସ୍ଥିତି ସ୍ୱାଭାବିକ ହେଉଥିବାରୁ ଲୋକମାନେ ନିଜ କାମକୁ ଓ ଚିତ୍ତବିନୋଦନ କରିବାକୁ ବାହାରକୁ ବାହରିଛନ୍ତି । ସେମାନେ ନିଜର ଆଶା ପୂରଣ ହେବା ଭଳି ଏକ ମେସିନ୍ ଚାହୁଁଛନ୍ତି । ହୋଣ୍ଡା ସିବି ପରମ୍ପରା ସହିତ ସମ୍ପୂର୍ଣ୍ଣ ନୂଆ ସିବି୨୦୦ଏକ୍ସ ଉଭୟ ବ୍ୟସ୍ତ ସପ୍ତାହ ଦିନଗୁଡ଼ିକରେ ସହର ଭିତରେ ବୁଲିବା ସମେତ ରୋମାଞ୍ଚିତ ହେବା ଲାଗି ସପ୍ତାହନ୍ତରେ କ୍ଷୁଦ୍ର ଟିପ୍‌ରେ ବାହାରିବା ଆଦି ପାଇଁ ଶ୍ରେଷ୍ଠ ସହଯୋଗୀ ଭାବେ ପ୍ରମାଣିତ ହେବ ।’’

ନୂଆ ସିବି୨୦୦ଏକ୍ସରେ ସ୍ପୋର୍ଟି ଅଣ୍ଡର୍ କାଉଲ୍‌, ଅପ୍‌ସ୍ୱେପ୍ଟ ଏକ୍‌ଜଷ୍ଟ୍‌, ସ୍ୱାଗ୍‌ଡ ହାଣ୍ଡେଲ୍ ବାର୍‌, ଟଲ୍ ଭାଇଜର୍‌, ଏଲ୍‌ଇଡି ନକଲ୍ କଭର୍‌, ସର୍ଭିସ୍ ଡିଉ ଇଣ୍ଡିକେଟର୍‌, ପେଟାଲ୍ ଡିସ୍କ ବ୍ରେକ୍‌, ହାଜାର୍ଡ ସ୍ୱିଚ୍‌, ଟାଙ୍କିରେ ଚାବି, ଅତ୍ୟାଧୁନିକ ୧୮୪ ସିସିର ଅଧିକ ଶକ୍ତି ଓ ଟର୍କ ଉତ୍ପନ୍ନ କରୁଥିବା ଇଞ୍ଜିନ୍ ଆଦି ଭଳି ସୁବିଧା ରହିଛି । ଏଥିରେ ରୋଲର୍ ରକର୍ ଆର୍ମ, ପିଷ୍ଟନ୍ କୁଲିଂ ଜେଟ୍‌, ଡାଇମଣ୍ଡ୍ ପ୍ରକାରର ଷ୍ଟିଲ୍ ଫ୍ରେମ୍ ଆଦି ସୁବିଧା ମଧ୍ୟ ରହିଛି । ଏହା ପର୍ଲ ନାଇଟ୍‌ଷ୍ଟାର୍ ବ୍ଲାକ୍‌, ମାଟ୍ ସେଲେନ୍ ସିଲ୍‌ଭର୍ ମେଟାଲିକ୍ ଓ ସ୍ପୋଟ୍‌ର୍ସ ରେଡ୍‌ ଭଳି ରଙ୍ଗରେ ୧,୪୪,୫୦୦ ଟଙ୍କାର ପ୍ରାରମ୍ଭିକ ଏକ୍ସ ସୋ’ରୁମ୍ ଦାମ୍‌ରେ ଉପଲବ୍ଧ ହେଉଛି । କଂପାନି ତିରଫରୁ ଏହା ଉପରେ ୬ ବର୍ଷର ୱାରେଂଟି ପ୍ୟାକେଜ୍ ପ୍ରଦାନ କରାଯାଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Mobile Creches Calls for “Sneha Mandals”A Multi-Sector Partnerships to Expand Quality Childcare in Odisha

ମୋବାଇଲ କ୍ରେଚେସ୍‌ ଓଡ଼ିଶାରେ ଗୁଣାତ୍ମକ ଶିଶୁ ଯତ୍ନକୁ ସମ୍ପ୍ରସାରିତ କରିବାକୁ ଏକ ବହୁ-କ୍ଷେତ୍ରୀୟ ସହଭାଗୀତା ‘ସ୍ନେହ ମଣ୍ଡଳସ୍‌’ ନିମନ୍ତେ ଆହ୍ୱାନ ଦେଉଛି

March 14, 2026

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Mobile Creches Calls for “Sneha Mandals”A Multi-Sector Partnerships to Expand Quality Childcare in Odisha

ମୋବାଇଲ କ୍ରେଚେସ୍‌ ଓଡ଼ିଶାରେ ଗୁଣାତ୍ମକ ଶିଶୁ ଯତ୍ନକୁ ସମ୍ପ୍ରସାରିତ କରିବାକୁ ଏକ ବହୁ-କ୍ଷେତ୍ରୀୟ ସହଭାଗୀତା ‘ସ୍ନେହ ମଣ୍ଡଳସ୍‌’ ନିମନ୍ତେ ଆହ୍ୱାନ ଦେଉଛି

March 14, 2026
Mobile Creches Calls for “Sneha Mandals”A Multi-Sector Partnerships to Expand Quality Childcare in Odisha

Mobile Creches Calls for “Sneha Mandals”A Multi-Sector Partnerships to Expand Quality Childcare in Odisha

March 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version