ଆମ୍ବୁଲାନ୍ସ ରେ ନିଆଁ – କେନ୍ଦ୍ରାପଡା

ଓଡ଼ିଶା ତାଜା ନ୍ୟୁଜ୍ (୬ ସେପ୍ଟେମ୍ବର ସୋମବାରଭୁବନେଶ୍ୱର :- ଆମ୍ବୁଲାନ୍ସ ରେ ନିଆଁ କେନ୍ଦ୍ରାପଡା ସକାଳେ କେନ୍ଦ୍ରାପଡା ରୁ ୧୦୮  ଆମ୍ବୁଲାନ୍ସ ଜଣେ ଅସୁସ୍ଥ ଙ୍କୁ ନେଇ କଟକ ରେ ଛାଡି ଫେରୁଥିବା ସମୟରେ ଟାଉନ ଥାନା ଅନ୍ତର୍ଗତ ମହିପାଳ ଛକରେ ଚଳନ୍ତା ଗାଡ଼ିରେ ନିଆଁ ଲାଗି ଯାଇଥିଲା

ଏବଂ ସଂଗେ ସଂଗେ ଆମ୍ବୁଲାସ ଚାଳକ କର୍ମଚାରୀ ଗାଡି ରଖି ବାହାରକୁ ବାହାରି ଆସିଥିଲେ । ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିଲେ ବୋଲି ସୂଚନା । (କେନ୍ଦ୍ରାପଡ଼ା ଜିଲ୍ଲା ପ୍ରତିନିଧି ଅନିରୁଦ୍ଧ ସେଠୀ)