ଓଡ଼ିଶା ତାଜା ନ୍ୟୁଜ୍ (୩୧ ଅଗଷ୍ଟ ଷୋମବାର) ଛତିଆ :- ଯାଜପୁର ଜିଲ୍ଲା ବୈରୀ ଠାରେ ବଡଚଣା ନିର୍ବାଚନ ମଣ୍ଡଳୀର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟ କାରିଣୀ ବୈଠକରେ ଉତ୍ତର ପ୍ରଦେଶ ରାଜ୍ୟ ସଭା ସାଂସଦ ବିଜୟ ପାଲ ସିଂ ତୋମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲା ବେଳେ, ରାଜ୍ୟ ବିଜେପିର ସଂଗଠନ ମନ୍ତ୍ରୀ ମାନସ ମହାନ୍ତି ଯୋଗ ଦେଇ ତୃଣ ମୂଳ ସ୍ତରରୁ ସଂଗଠନ କୁ ମଜବୁତ କରାଯାଇ ଆଗାମୀ ୨୦୨୨ରେ ହେବାକୁ ଥିବା ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳ ଜିତିବା ଲାଗି ଗୁରୁ ମନ୍ତ୍ର ଦେଇ ଥିବା ବେଳେ ,ତେବେ ଶାସକ ବିଜେଡି ଦଳ ର ଦୁର୍ନୀତି କୁ ତୀବ୍ର ନିନ୍ଦା କରିଥିଲେ ।
ବଡ଼ଚଣା ବ୍ଲକ କୁ ୪୮୭୧ ଟି ପ୍ରଧାନମନ୍ତ୍ରୀ ଆବାସ ମିଳିଥିବା କଥା କହିଥିବା ବେଳେ, ବଡଚଣା ବ୍ଲକ ର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ରେ ବ୍ୟାପକ ଅନିୟମିତତା ହୋଇ ଥିବା କହିଛନ୍ତି ବିଧାୟକ ପର୍ଥୀ ଅମର ନାୟକ, ତତ୍ ସହିତ ୧୩୮ ଗୋଟି ବୁଥ ରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଗୌତମ ରାୟ, ଜିଲ୍ଲା ପ୍ରଭାରୀ ସାରଦା ପ୍ରଧାନ, ବଡ ଚଣା ମହାବିନାୟକ ମଣ୍ଡଳ ସଭାପତି ବେଣୁଧର ବିଶ୍ୱାଳ,
















