ରଣପୁର ତହସିଲ ଅନ୍ତର୍ଗତ ପଟିଆ ଓ ଜଙ୍କିଆ ପଞ୍ଚଯାତ ଡାକ ଯୋଗାଯୋଗ ରେ ପରିବର୍ତନ ଆବଶ୍ୟକ

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅଗଷ୍ଟ ରବିବାରରଣପୁର,ରିପୋର୍ଟ ଅଭିମନ୍ୟୁ :- ରଣପୁର ତହସିଲ ଅନ୍ତର୍ଗତ ପଟିଆ ଓ ଜଙ୍କିଆ ପଞ୍ଚଯାତ ଡାକ ଯୋଗାଯୋଗ ରେ ପରିବର୍ତନ ଆବଶ୍ୟକ ସୂତ୍ର ଅନୁଯାଇ ପଟିଆ ର ଡାକ ଠିକଣା ଟାଙ୍ଗି ଓ ଜଙ୍କିଆର ସିଂଗିପୁର ଅଟେ ଯାହାକି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଫଳତଃ ଯୋଗା ଯୋଗ ର ଅସୁବିଧା ହେଉଛି ।

ଏହି ଦୁଇ ପଂଚାୟତ ଚାନ୍ଦପୁର 752024 ଜ଼ିଲ୍ଲା ନୟାଗଡ଼ ସହ ଯୋଡିବାକୁ ଜ଼ିଲ୍ଲା ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧି ମାନେ ଉଦ୍ୟମ କରିବା ଜରୁରୀ ଅତୀତରେ ଏ ନେଇ ଉଦ୍ୟମ କରାଯାଇଥିଲା ବୋଲି ପୂର୍ବତନ ସାଂସଦ ପ୍ରତିନିଧି ମନୋଜ ଦାସ ବିବୃତି ରଖିଛନ୍ତି ।

ଉଭୟ ପଂଚାୟତ ସରପଞ୍ଚ ଏବେଠୁ ବିଭାଗୀୟ ସ୍ତରରେ ଉଦ୍ୟମ କରିବା ଉଚିତ ଯା ଫଳରେକି ରଣପୁର ଅଂଚଳ ଗୋଟେ ଡାକ ଠିକଣାରେ ରହିପାରିବ ।