ଓଡ଼ିଶା ତାଜା ନ୍ୟୁଜ (୨୬ ଅଗଷ୍ଟ ଗୁରୁବାର) ନୟାଗଡ :- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ପୁଲିସ୍ ଦୁଇ ଜଣ ବାଇକ୍ ଲୁଟେରା କୁ ଗିରଫ କରିଛି । ସୂଚନା ଅନୁଯାୟୀ ବେଗୁନିଆ ଜାମୁସାହି ଗ୍ରାମ ର ସୁନିଲ ଜେନା ଏବଂ ରାଜୁ ଝାଡ ପଡ଼ା ଗ୍ରାମ ରେ ପଶି ନିରଞ୍ଜନ ସେଠୀ ଙ୍କ ପଲସର୍ ବାଇକ୍ ( ଓଡ଼ି ୩୩ ଏମ୍ ୫୫୩୬)ନଂ ଗାଡ଼ି କୁ ଚୋରାଇ ନେଇଥିଲେ ।














