• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମାନସିକ ବିଶ୍ଵାସ ଭକ୍ତି ର ପବିତ୍ର ଐତିହ୍ୟ ସପ୍ତର୍ଷି ମଠ ଖପରାଡୁଙ୍ଗୁରୀ ପ୍ରତି ଜଙ୍ଗଲ ବିଭାଗ ର ମନମୁଖୀ କାର୍ଯ୍ୟ : ତେଜୁଛି ଜନ ଅସନ୍ତୋଷ

Abhimanyu Maharana by Abhimanyu Maharana
August 26, 2021
in ଓଡ଼ିଶା, ବଲାଙ୍ଗିର, ହୋମ୍
0
ମାନସିକ ବିଶ୍ଵାସ ଭକ୍ତି ର ପବିତ୍ର ଐତିହ୍ୟ ସପ୍ତର୍ଷି ମଠ ଖପରାଡୁଙ୍ଗୁରୀ ପ୍ରତି ଜଙ୍ଗଲ ବିଭାଗ ର ମନମୁଖୀ କାର୍ଯ୍ୟ : ତେଜୁଛି ଜନ ଅସନ୍ତୋଷ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୬ ଅଗଷ୍ଟ ଗୁରୁବାର) ପାଟଣାଗଡ଼ :- ବେଲପଡ଼ା ବ୍ଲକ ଓ ସଇଁନ୍ତଲା ବ୍ଲକ ସିମାନ୍ତରେ ଥିବା ପବିତ୍ର ସପ୍ତର୍ଷି ମଠ ଖପରାଡୁଙ୍ଗୁରି ଏହା କୌଣସି ଏକ ଡଙ୍ଗର ନୁହେଁ ଏହା ହେଉଛି ଏ ଅଞ୍ଚଲର ଆରାଧ୍ଯ ଦେବତା ପ୍ରାୟ ୧୮ ଖଣ୍ଡ ଗାଁ ର ଜନଭାବନା ବିଶ୍ୱାସ ପରମ୍ପରା ସହିତ ଜଡ଼ିତ ତିର୍ଥସ୍ଥଲି ,ସରକାର ଓ ଜନପ୍ରତିନିଧି ମାନଙ୍କ ଉଦାସିନତା ଯୋଗୁଁ ଏବେ ଏହି ଐତିହ୍ୟ ସ୍ଥଲି ର ଗାରିମା ଲୋପ ପାଇବାରେ ଲାଗିଲାଣି ନାଁ ଭଲ ରାସ୍ତା ଅଛି ନାଁ ଅଛି ବିଜୁଲି ସଂଯୋଗ ସବୁବେଲେ ଅଣଦେଖାର ସିକାର ହେଇ ପଡ଼ିରହିଛି

ଏହି ପବିତ୍ର ସ୍ଥଲି ଏହି ଅଣଦେଖା ଯୋଗୁଁ ଅଞ୍ଚଲରେ ସୃଷ୍ଟି ହେଉଛି ଜନ ଅସନ୍ତୋଷ ଏବଂ ଏହି ଜନ ଅସନ୍ତୋଷ ର ନିଆଁ ରେ ଘିଅ ଡାଲୁଛନ୍ତି ଓସ୍ତାଲି ରିଜର୍ଭର ଫରେଷ୍ଟ ର ଫରେଷ୍ଟର ,ପବିତ୍ର ଖପରାଡଙ୍ଗର କୁ ସଂଯୋଗ କରୁଥିବା ରାସ୍ତା କୁ ଗଛ ଲଗେଇ ଏବଂ ମାଟି ଉଠେଇ ରାସ୍ତା ବନ୍ଦ କରିଦେବେ ବୋଲି ମଠ ମହନ୍ତ ଙ୍କୁ ଧମକ ଦେବା ସହ ଜଙ୍ଗଲ ଜମିନ ରେ ମଠ ଥିବାରୁ ମଠ କୁ ଅନ୍ୟତ୍ର ସ୍ଥାନାନ୍ତରଣ କରିବା ନେଇ ଫରେଷ୍ଚର କହୁଥିବା ମଠ ମହନ୍ତ ଅଭିଯୋଗ କରିଛନ୍ତି ।

ଏହାରି ବିରୋଧ ରେ ମଠ ମହନ୍ତ ଙ୍କ ଆହ୍ୱାନ କ୍ରମେ ଖପରାଡୁଙ୍ଗୁରି ସୁରଖ୍ୟା ସମିତିର ଏକ ବୈଠକ ସ୍ଥାନିୟ ଶିବ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଇଥିଲା ଏବଂ ଫରେଷ୍ଟର ର ଏଭଲି କାରନାମା କୁ ନିନ୍ଦା କରାଯିବା ସହ ଫରେଷ୍ଚର କୁ ଅନ୍ୟତ୍ର ବଦଲି ନେଇ ଦାବି ଉଠିଥିଲା ଖପରାଡଙ୍ଗର ବିରୁଦ୍ଧରେ ସଡ଼ଯନ୍ତ୍ର କୁ ବରଦାସ୍ତ କରାଯିବ ନାହିଁ ବୋଲି ଦରକାର ପଡ଼ିଲେ ଅଞ୍ଚଲବାସି ରାଜରାସ୍ତା କୁ ଓହ୍ଲେଇବେ ବୋଲି ଚେତାବନି ଦିଆଯାଇଛି ଆଜିର ଏହି ବୈଠକରେ ସିପୁନ ଖମାରୀ ,ରାଜପୁତ ବନମାଲି ନାଏକ ,ସାମ୍ୱାଦିକ କରୁଣାକର ବୁଡ଼େକ ପୁର୍ବତନ ସମିତି ସଭ୍ୟ କୃଷ୍ନଚନ୍ଦ୍ର ରାଉତ,ଲଲିତ ରାଉତ,ଲଲିତ ମୋହନ ବୁଡ଼େକ ପ୍ରମୁଖ ଯୋଗ ଦେଇଥିଲେ (ଗୋରେଖନାଥ ବରିହା) 

Abhimanyu Maharana

Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

February 24, 2020
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଖୁସି ଯୋଜନାକୁ ମିଳିଲା ମଞ୍ଜୁରୀ, ଉପକୃତ ହେବେ ୧୭ ଲକ୍ଷ ଛାତ୍ରୀ

ଖୁସି ଯୋଜନାକୁ ମିଳିଲା ମଞ୍ଜୁରୀ, ଉପକୃତ ହେବେ ୧୭ ଲକ୍ଷ ଛାତ୍ରୀ

0
ବଡଚଣାରେ ୧୦୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ବଡଚଣାରେ ୧୦୯ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

0
ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ହରାଇଲା ଭାରତ, ୧-୦ରେ ଆଗୁଆ

ପ୍ରଥମ ଦିନିକିଆ : ଅଷ୍ଟ୍ରେଲିଆକୁ ୬ ଓ୍ଵିକେଟରେ ହରାଇଲା ଭାରତ, ୧-୦ରେ ଆଗୁଆ

0
ଦମ୍ପତିଙ୍କ ମଧ୍ୟରେ ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ

ଦମ୍ପତିଙ୍କ ମଧ୍ୟରେ ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ

0
ସ୍ବର୍ଗତ ରୁଦ୍ରମାଧବ ରାୟ ଙ୍କ ସପ୍ତମ ଶ୍ରାଦ୍ଧବାଷିକୀ ପାଳିତ

ସ୍ବର୍ଗତ ରୁଦ୍ରମାଧବ ରାୟ ଙ୍କ ସପ୍ତମ ଶ୍ରାଦ୍ଧବାଷିକୀ ପାଳିତ

June 1, 2023
ସ୍ବର୍ଗତ ରୁଦ୍ରମାଧବ ରାୟ ଙ୍କ ସପ୍ତମ ଶ୍ରାଦ୍ଧବାଷିକୀ ପାଳିତ

ସ୍ବର୍ଗତ ରୁଦ୍ରମାଧବ ରାୟ ଙ୍କ ସପ୍ତମ ଶ୍ରାଦ୍ଧବାଷିକୀ ପାଳିତ

May 31, 2023
ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଅନ୍ତନିବେଶୀ ସାଧନା କେନ୍ଦ୍ର ଉଦଘାଟିତ

ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ପରିସରରେ ଅନ୍ତନିବେଶୀ ସାଧନା କେନ୍ଦ୍ର ଉଦଘାଟିତ

May 31, 2023
World Menstrual Hygiene Week: Vedanta Aluminium raises menstrual hygiene awareness among 2300+rural women

ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ବିଶ୍ୱ ଋତୁସ୍ରାବ ସପ୍ତାହ ଅବସରରେ ୨୩୦୦ରୁ ଅଧିକ ଗ୍ରାମୀଣ ମହିଳାଙ୍କ ମଧ୍ୟରେ ଋତୁସ୍ରାବ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ

May 31, 2023

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସ୍ବର୍ଗତ ରୁଦ୍ରମାଧବ ରାୟ ଙ୍କ ସପ୍ତମ ଶ୍ରାଦ୍ଧବାଷିକୀ ପାଳିତ

ସ୍ବର୍ଗତ ରୁଦ୍ରମାଧବ ରାୟ ଙ୍କ ସପ୍ତମ ଶ୍ରାଦ୍ଧବାଷିକୀ ପାଳିତ

June 1, 2023
ସ୍ବର୍ଗତ ରୁଦ୍ରମାଧବ ରାୟ ଙ୍କ ସପ୍ତମ ଶ୍ରାଦ୍ଧବାଷିକୀ ପାଳିତ

ସ୍ବର୍ଗତ ରୁଦ୍ରମାଧବ ରାୟ ଙ୍କ ସପ୍ତମ ଶ୍ରାଦ୍ଧବାଷିକୀ ପାଳିତ

May 31, 2023
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.