No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ବୁଧବାର ) ବାଙ୍କୀ:-ଆଜି ବଡ଼ିଭୋରରୁ ଡମପଡ଼ା ବ୍ଲକ ଭଗପୁର ଅଞ୍ଚଳରେ ହାତୀପଲ ଧାନ ବିଲରେ ପଶି ବ୍ୟାପକ ଅଞ୍ଚଳରେ ଫସଲ ନଷ୍ଟ କରିଛନ୍ତି ।ଭଗିପୁର ଗ୍ରାମର ବିକଳ ସାହୁ, ହୃଦାନନ୍ଦ ସାହୁ, ବିମ୍ବାଧର ସାହୁଙ୍କ ସମେତ କେତକ ଚାଷୀଙ୍କ ଜିମରେ ହାତୀ ପଶି ଧାନ ଫସଲ ନଷ୍ଟ କରିଥିବା ଜଣାପଡିଛି ।

ବନ୍ୟବିଭାଗର କର୍ମଚାରୀମାନେ ଘଟଣା ସ୍ଥଳକୁ ନ ଆସିବା ସମସ୍ତ ଚାଷୀମାନଙ୍କୁ ଆଶ୍ଚାର୍ଯ୍ୟ କରିଛି । ହାତିପଲ୍ଲଙ୍କୁ ଘଉଡ଼ାଇବା ପାଇ ବନବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଶ ଦେଖାଦେଇଛି । ଏଥିପ୍ରତି ବନବିଭାଗ ଉଚ୍ଚକର୍ତ୍ତୁପକ୍ଷ ଦୃଷ୍ଟିଦେଇ ଚାଷୀମାନଙ୍କର ଫସଲ ରକ୍ଷା କରିବା ପାଇଁ ଦାବି କରାଯାଇଛି।
No Result
View All Result