No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ବୁଧବାର ) କାଶୀନଗର :- ପ୍ରଣତି ସାବତ,କାଶୀନଗର ଥାନା ଅନ୍ତର୍ଗତ ମିଲୁଖୁରିଗାଁ ଅଞ୍ଚଳରେ ଗତ ୨୦୧୨ ମସିହାରେ ଏକ ଦୁଷ୍କର୍ମ ଅଭିଯୋଗ କାଶୀନଗର ଥାନାରେ ରେଜିଷ୍ଟ୍ରି ହୋଇଥିଲା । ଅଭିଯୁକ୍ତ ମନ୍ଦରଦା ଶ୍ରିନୁ ଏହି କେଶ୍ ହେବ ପରେ ଫେରାର ଥିଲା । ଦୀର୍ଘ ୯ ବର୍ଷକାଳ ଫେରାର ହେବାପରେ କାଶୀନଗ ପୋଲିସ ଅଭିଯୁକ୍ତ ଙ୍କୁ ଗତକାଲି ଧରି ପାରିଛି ।
ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଏହି ସୂଚନା ଦେଇଛନ୍ତି । ଆସାମୀ ଙ୍କୁ କୋର୍ଟ ଚାଲାଣ କରାଯାଇଛି । କାଶୀନଗର ପୋଲିସ ୱାରେଣ୍ଟ ବଳରେ ଆସାମୀ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
No Result
View All Result