• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜାଇଡସ୍ ପକ୍ଷରୁ ଜାଇକଭ୍‌-ଡିର ଜରୁରୀକାଳୀନ ବ୍ୟବହାର ଲାଗି ଡିସିଜିଆଇର ଅନୁମତି ହାସଲ

Proprietor Abhimanyu Maharana by Proprietor Abhimanyu Maharana
August 24, 2021
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ଜାଇଡସ୍ ପକ୍ଷରୁ ଜାଇକଭ୍‌-ଡିର ଜରୁରୀକାଳୀନ ବ୍ୟବହାର ଲାଗି ଡିସିଜିଆଇର ଅନୁମତି ହାସଲ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ମଙ୍ଗଳବାର )ଭୁୁବନେଶ୍ୱର :- ଜାଇଡସ୍ କାଡିଲା ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ କୋଭିଡ୍‌-୧୯ ଟିକା ଜାଇକଭ୍‌-ଡିକୁ ଡ୍ରଗ କଂଟ୍ରୋଲର ଜେନେରାଲ୍ ଅ୍‌ଫ ଇଣ୍ଡିଆ (ଡିସିଜିଆଇ) ପକ୍ଷରୁ ଜରୁରୀକାଳୀନ ବ୍ୟବହାର ମାନ୍ୟତା ପ୍ରଦାନ କରାଯାଇଛି । ଏହା ହେଉଛି ଦୁନିଆର ପ୍ରଥମ ପ୍ଲାଜ୍‌ମିଡ୍ ଡିଏନ୍‌ଏ କୋଭିଡ୍ ଟିକା । ତିନି ଡୋଜ୍ ବିଶିଷ୍ଟ ଏହି ଟିକାକୁ ଶୂନ ଦିବସ, ମାସର ୨୮ତମ ଏବଂ ଏହା ପରେ ୫୬ତମ ଦିନରେ ପ୍ରଦାନ କରାଯିବ ।ଏହି ଟିକାକୁ ମଞ୍ଜୁରି ପ୍ରଦାନ କରାଯାଇଥିବାରୁ ୧୨-୧୮ ବର୍ଷ ବୟସର ପିଲାମାନଙ୍କ ଲାଗି ଭାରତ ଏହାର ପ୍ରଥମ କୋଭିଡ୍‌-୧୯ ଟିକା ହାସଲ କରିଛି । ଜାଇକଭ୍‌-ଡି ହେଉଛି ଏକ ଛୁଂଚି ବିହୀନ ଟିକା ଯାହାକୁ ଦି ଫର୍ମାଜେଟ୍ ନାମକ ଏକ ଛୁଂଚି ବିହୀନ ଆପ୍ଲିକେଟର ଜରିଆରେ ପ୍ରଦାନ କରାଯିବ । ତେଣୁ ଏହା ଟିକା ନେଉଥିବା ପିଲାଙ୍କ ପାଇଁ ଯନ୍ତ୍ରଣାମୁକ୍ତ ରହିବ । ପ୍ରଥମ ଥର ଲାଗି ପ୍ଲାଜ୍‌ମିଡ୍ ଡିଏନଏ ପ୍ଲାଟଫର୍ମରେ ମାନବ ଜାତି ପାଇଁ ସଫଳତାର ସହ ଏକ ଉନ୍ନତ ପ୍ରଯୁକ୍ତି ଭିତିକ ଟିକା ବିକଶିତ କରାଯାଇଛି । ଏହି ପ୍ଲାଟ୍‌ଫର୍ମରେ ଦ୍ରୁତ ପ୍ଲଗ୍ ଆଣ୍ଡ୍ ପ୍ଲେ ପ୍ରଯୁକ୍ତି ରହିଛି ଯାହା ସହଜରେ ଭାଇରସ୍‌ର ମ୍ୟୁଟେସନ୍‌ର ମୁକାବିଲା କରିପାରିବ । କଂପାନି ବର୍ଷକୁ ଜାଇକଭ୍‌-ଡିର ୧୦-୧୨ କୋଟି ଡୋଜ୍ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି ।

ଏ ସମ୍ପର୍କରେ ଶ୍ରୀଯୁକ୍ତ ପଙ୍କଜ ଆର୍ ପଟେଲ୍‌, ଅଧ୍ୟକ୍ଷ, କାଡିଲା ହେଲ୍‌ଥକେୟାର ଲିମିଟେଡ୍ କହିଛନ୍ତି ଯେ, “ଜାଇକଭ୍‌-ଡି ସହିତ ଏହା ଏକ ଐତିହାସିକ ମାଇଲଖୁଂଟ ଉତ୍ପାଦ ଯାହାକୁ ଭାରତୀୟ ନବସୃଜନ ଜରିଆରେ ବିକଶିତ କରାଯାଇଥିବା ମାନବ ଜାତି ପାଇଁ ଦୁନିଆର ପ୍ରଥମ ଡିଏନଏ ଟିକା ଏବଂ ଏହା ଦୁନିଆର ସର୍ବବୃହତ ଟିକାକରଣକୁ ସହାୟତା ପ୍ରଦାନ କରିବ । ଆମେ ଅତ୍ୟନ୍ତ ଖୁସି ଯେ କୋଭିଡ୍‌-୧୯ ବିରୋଧରେ ଆମ ଟିକା ବ୍ୟବହାର କରାଯିବ ଏବଂ ଏହା ଜରିଆରେ ଦେଶର ୧୨-୧୮ ବର୍ଷ ବୟସର ଅଧିକାଂଶ ପିଲାଙ୍କ ଟିକାକରଣ କରାଯିବ । ଏହି ଉଦ୍ୟମରେ ସହଯୋଗ ପ୍ରଦାନ କରିଥିବା ସମସ୍ତ ଗବେଷକ, କ୍ଲିନିକାଲ୍ ଟ୍ରାଏଲ୍ ଇନଭେଷ୍ଟିଗେଟର, ସ୍ୱେଚ୍ଛାସେବୀ ଓ ନିୟାମକ ସଂସ୍ଥାକୁ ମୁଁ ଧନ୍ୟବାଦ ପ୍ରଦାନ କରୁଛି ।’’ ଏହାର ଦୁଇ ଡୋଜ୍ ବିଶିଷ୍ଟ ଟିକା ଲାଗି କଂପାନି ଅନୁମତି ଲୋଡିଛି । ଡିଏନଏ ଟିକାର ଏକ ଗୁରୁତ୍ୱପୂର୍ଣ୍ଣ ଲାଭ ହେଉଛି ଏହା ଉଭୟ ହ୍ୟୁମୋରାଲ ଓ ସେଲ୍ୟୁଲାର ରୋଗ ପ୍ରତିରୋଧକ ଶକ୍ତି ପ୍ରଦାନ କରିବ । ଏହା ହେଉଛି ଆଂଟିଜେନ୍ ଭିତିକ ମୂଲ୍ୟବାନ ଇମ୍ୟୁନୋଥେରାପି କାରଣ ତାହା ସୁରକ୍ଷିତ, ସ୍ଥିର ଓ ସହଜରେ ଉତ୍ପାଦନ କରାଯାଇପାରିବ । ଜାଇଡସ୍ ପକ୍ଷରୁ ଜାଇକଭ୍‌-ଡି ବିକଶିତ କରିବା ଦିଗରେ ସହଯୋଗ ପାଇଁ ନ୍ୟାସନାଲ ବାୟୋଫାର୍ମା ମିସନ, ବିଆଇଆରଏସି, ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗର, ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅ୍‌ଫ ଭାଇରୋଲୋଜି, ଇଣ୍ଡିଆନ କାଉନ୍ସିିଲ୍ ଅଫ୍ ମେଡିକାଲ୍ ରିସର୍ଚ ଓ ଫାର୍ମା ଜେଟ୍‌କୁ ଧନ୍ୟବାଦ ପ୍ରଦାନ କରାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 14, 2026
ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

March 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version