No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୨ ଅଗଷ୍ଟ ରବିବାର ) ଚାନ୍ଦପୁର :- ଏକ ମାସ ପୂର୍ବରୁ ଚାନ୍ଦପୁର ଥାନା ଅଞ୍ଚଳରେ ଏକ ନାବାଳିକା ଦୁଷ୍କର୍ମ ଉଦ୍ୟମ କରିଥିଲେ ନାବାଳକ । ନାବାଳିକା ଙ୍କ ପରିବାର ଏତଲା ଦେବାର ୨୪ ଘଣ୍ଟା ଭିତରେ ସେହି ନାବାଳକ କୁ ଗିରଫ କରି ଜେଲ ପଠାଇଛି ଚାନ୍ଦପୁର ପୋଲିସ । ଚାନ୍ଦପୁର ଥାନା ରେ ୧୧୯/୨୧ ମାମଲା ରୁଜ୍ଜୁ ହୋଇଛି ।
ଏସପି ଙ୍କ ନିର୍ଦେଶରେ ଚାନ୍ଦପୁର ପୋଲିସ ର ତତ୍ପରତା ନାବାଳକ କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରି ଜେଲ ପଠାଇଲେ ପୋଲିସ । ଏତଦବ୍ୟତୀତ ମୋବାଇଲ ରେ ଥିବା ସମସ୍ତ ଅଶ୍ଳୀଳ ଫଟୋ କୁ ଡିଲିଟ କରାଯାଇଥିଲା ।
No Result
View All Result