No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୨ ଅଗଷ୍ଟ ରବିବାର ) ଭୁବନେଶ୍ୱର :-ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ ୫୮ ର ଆଇଗିଣିଆ ପୋଖରୀ ୪୦ ଲକ୍ଷ୍ୟ ଟଙ୍କା ଵ୍ୟେୟ ବି ଏମ୍ ସି ପକ୍ଷରୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଙ୍କ ଦ୍ଵାରା ଉଦଘାଟନ ହୋଇଯାଇଛି ।

କାର୍ଯ୍ୟକ୍ରମରେ ପୁର୍ବତନ କର୍ପୋରେଟର ଅଶ୍ଵିନୀ ସୁନ୍ଦରାୟ, କୈଳାସ ଚନ୍ଦ୍ର ଦାସ, ବେଣୁଧର ସାମନ୍ତରାୟ,ଗୋପବନ୍ଧୁ ଛୁଆଳସିଂହ ବନମାଳୀ ଛୁଆଳସିଂହ,ପ୍ରବାସ ସୁନ୍ଦରାୟ, ହୃଦାନନ୍ଦ ସୁନ୍ଦରାୟ, ବିଚିତ୍ର ଛୁଆଳସିଂ,ଗିରିଧାରୀ ସାହୁ,ଜୟକୃଷ୍ଣ ତ୍ରିପାଠୀ ଏବଂ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।
No Result
View All Result