• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ନିପ୍ପନ ଇଣ୍ଡିଆ ମ୍ୟୁଚୁଆଲ ଫଣ୍ଡ୍‍ ତାହାର ନୂଆ ଫଣ୍ଡ୍‍ ଅଫର ନିପ୍ପନ ଇଣ୍ଡିଆ ଫ୍ଲେକ୍ସିକ୍ୟାପ ଫଣ୍ଡ୍‍ ଜରିଆରେ ୨୮୬୦ କୋଟି ଟଙ୍କା ସଂଗ୍ରହ କଲା

Proprietor Abhimanyu Maharana by Proprietor Abhimanyu Maharana
August 19, 2021
in ଅପରାଧ, ଓଡ଼ିଶା, ହୋମ୍
0
ନିପ୍ପନ ଇଣ୍ଡିଆ ମ୍ୟୁଚୁଆଲ ଫଣ୍ଡ୍‍ ତାହାର ନୂଆ ଫଣ୍ଡ୍‍ ଅଫର ନିପ୍ପନ ଇଣ୍ଡିଆ ଫ୍ଲେକ୍ସିକ୍ୟାପ ଫଣ୍ଡ୍‍ ଜରିଆରେ ୨୮୬୦ କୋଟି ଟଙ୍କା ସଂଗ୍ରହ କଲା
Share on FacebookShare on TwitterWhatsapp

ସମଗ୍ର ଭାରତରେ ମୋଟ ସହରଗୁଡିକ ମଧ୍ୟରୁ ୬୦%ରୁ ଅଧିକ ସହରର ନିବେଶକ ଏବଂ ୬୬%ରୁ ଅଧିକ ପିନ୍‍କୋଡରେ ସଫଳତାର ସହିତ ପହଞ୍ଚିଛି – ୨୩୯୮ ସହରରେ ୨,୫୦,୦୦୦ରୁ ଅଧିକ ନିବେଶକଙ୍କ ନିକଟରୁ ପରିବ୍ୟାପ୍ତ ଅଂଶଗ୍ରହଣ – ଗତ ୧୫ ମାସ ମଧ୍ୟରେ ୧୫ ଲକ୍ଷ ନୂତନ ନିବେଶକ ଯୋଗ ହୋଇଛନ୍ତି – ନିବେଶକ ଏବଂ ସହଭାଗୀଙ୍କ ନିକଟରୁ ବିପୁଳ ରିଟେଲ ଅଂଶଗ୍ରହଣ ବ୍ରାଣ୍ଡ୍‍ର ସୁଦୃଢତାକୁ ଏବଂ ନିପ୍ପନ ଇଣ୍ଡିଆ ମ୍ୟୁଚୁଆଲ ଫଣ୍ଡ ଉପରେ ବିଶ୍ୱାସ ପ୍ରକଟକୁ ଦୋହରାଉଛି

ଓଡ଼ିଶା ତାଜା ନ୍ୟୁଜ (୧୮ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ନିପ୍ପନ ଇଣ୍ଡିଆ ମ୍ୟୁଚୁଆଲ ଫଣ୍ଡ୍‍ (ଏନଆଇଏମଏଫ) ର ଆସେଟ ପରିଚାଳନାକାରୀ ନିପ୍ପନ ଲାଇଫ ଇଣ୍ଡିଆ ଆସେଟ ମ୍ୟାନେଜମେ’ ଲିମିଟେଡ (ଏନଏଏମ ଇଣ୍ଡିଆ), ସଫଳତାର ସହିତ ନିପ୍ପନ ଇଣ୍ଡିଆ ଫ୍ଲେକ୍ସିକ୍ୟାପ ଫଣ୍ଡ୍‍ର ଏନଏଫଓ ଶେଷ କରିଛି । ଏହି ଫଣ୍ଡ୍‍ ୨୮୬୦ କୋଟି ଟଙ୍କା ଆବ’ନ କରିଛି, ଯାହା ଏହାକୁ ଚଳିତ ସମୟରେ ଅନ୍ୟତମ ସର୍ବବୃହତ ଏନଏଫଓରେ ପରିଣତ କରିଛି । ଏକ ଏନଏଫଓ ସମୟରେ ସମଗ୍ର ଭାରତରେ ମୋଟ ସହରଗୁଡିକ ମଧ୍ୟରୁ ୬୦% ସହରର ନିବେଶକଙ୍କ ନିକଟରେ ପହଞ୍ଚିବାରେ ଏହା ଅନ୍ୟତମ ସର୍ବାଧିକ ସଫଳତା ହାସଲ କରିଛି ଏବଂ ତଦ୍ଦ୍ୱାରା ଦେଶର ପ୍ରତିଟି କୋଣ ଅନୁକୋଣରେ ପହଞ୍ଚିବା ସୁନିଶ୍ଚିତ କରାଯାଇଛି । ଦେଶର ୨୩୯୮ ସହର ଏବଂ ୧୨,୬୨୫ ପିନ୍‍କୋଡରେ ପରିବ୍ୟାପ୍ତ ହୋଇଥିବା ୨,୫୦,୦୦୦ରୁ ଅଧିକ ନିବେଶକ ଉଭୟ ଡିଜିଟାଲ ଏବଂ ଅଫ୍‍ଲାଇନ ପଦ୍ଧତିରେ ଏହି ଏନଏଫଓରେ ନିବେଶ କରିଛନ୍ତି ।

୫୩,୦୦୦ରୁ ଅଧିକ ଏସଆଇପି ଆବେଦନପତ୍ର ହସ୍ତଗତ ହୋଇଛି ଏବଂ ଏହା ଏହି ଉତ୍ପାଦ ଉପରେ ଅନେକ ନିବେଶକ ଏବଂ ବିତରକଙ୍କର ଦୀର୍ଘ ଅବଧି ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ନିପ୍ପନ ଇଣ୍ଡିଆ ଫ୍ଲେକ୍ସିକ୍ୟାପ ଫଣ୍ଡ୍‍ ହେଉଛି ଏକ ମୁକ୍ତ ଭାବରେ ପରିସମାପ୍ତ ହେଉଥିବା ପ୍ରଗତିଶୀଳ ଇକ୍ୱିଟି ଯୋଜନା ଯାହା ଲାର୍ଜ କ୍ୟାପ, ମିଡ କ୍ୟାପ, ସ୍ମଲ କ୍ୟାପ ଷ୍ଟକଗୁଡିକରେ ନିବେଶ କରିବା ସହିତ ନିବେଶକଙ୍କୁ ବହୁବିଧ ମାର୍କେଟ କ୍ୟାପ୍‍ରେ ଅଂଶଗ୍ରହଣ କରିବାର ସୁଯୋଗ ପ୍ରଦାନ କରୁଛି । ଅନିଶ୍ଚିତ ସମୟରେ ଲାର୍ଜ କ୍ୟାପଗୁଡିକରେ ପୁଞ୍ଜି ନିବେଶ ପରିମାଣ ବୃଦ୍ଧି କରିବାକୁ ଏହି ଫଣ୍ଡ୍‍ ଉତ୍ତମ ସ୍ଥିତିରେ ରହିଛି ଏବଂ ସେହି ସମୟରେ ଏହା ବଜାରର ଉର୍ଦ୍ଧ୍ୱମୁଖୀ ଧାରା କାଳରେ ମିଡ କ୍ୟାପ ଏବଂ ସ୍ମଲ କ୍ୟାପ ଫଣ୍ଡଗୁଡିର ଅଭିବୃଦ୍ଧି ସାମର୍ଥରୁ ଫାଇଦା ଉଠାଇବ । ଏହି ଅବସରରେ ନିପ୍ପନ ଇଣ୍ଡିଆ ମ୍ୟୁଚୁଆଲ ଫଣ୍ଡ୍‍ର ଇଡି ଓ ସିଇଓ ସନ୍ଦୀପ ସିକ୍କା କହିଛନ୍‍ି, “୨.୫୨ ଲକ୍ଷରୁ ଅଧିକ ନିବେଶକ ପ୍ରଦର୍ଶନ କରିଥିବା ବିଶ୍ୱାସକୁ ଆମେ ବାସ୍ତବିକ ଅତ୍ୟନ୍ତ ବିନମ୍ରତାର ସହିତ ଗ୍ରହଣ କରୁଛୁ, ଯେଉଁମାନେ ନିକଟରେ ଶେଷ ହୋଇଥବା ନିପ୍ପନ ଇଣ୍ଡିଆ ଫ୍ଲେକ୍ସିକ୍ୟାପ ଫଣ୍ଡ୍‍ର ଏନଏଫଓରେ ୨୮୬୦ କୋଟି ଟଙ୍କା ନିବେଶ କରିଛନ୍ତି ।

ଏହା ପୂର୍ବରୁ ଗତ ୧୫ ମାସ ମଧ୍ୟରେ ୧୫ ଲକ୍ଷ ନୂଆ ନିବେଶକ ନିବେଶକ ନିପ୍ପନ ଇଣ୍ଡିଆ ମ୍ୟୁଚୁଆଲ ଫଣ୍ଡ୍‍ରେ ଯୋଗଦେଇଛନ୍ତି । ଏଥିସହିତ ଏହାର ଅନନ୍ୟ ନିବେଶକଙ୍କ ସଂଖ୍ୟା ୭୫ ଲକ୍ଷରେ ପହଞ୍ଚିଛି । ସମଗ୍ର ଦେଶରେ ୧୨୬୨୫ ପିନ୍‍କୋଡରେ ନିବେଶକଙ୍କୁ ନିବେଶ କରିବାରେ ସହାୟତା କରିଥିବା ସର୍ବଭାରତୀୟ ସ୍ତରରେ ବିତରକଙ୍କୁ ଆମେ ଧନ୍ୟବାଦ ଜଣାଉଛୁ । ଏହି ଏନଏଫଓ ଆମର ଦୃଢ ବିତରଣ କ୍ଷମତା, ମଜଭୁତ ଡିଜିଟାଲ ଭିତ୍ତିଭୂମି ଏବଂ ଆମ ବ୍ରାଣ୍ଡ୍‍ ଉପରେ ବିଶ୍ୱାସଭାବକୁ ପ୍ରତିଫଳିତ କରୁଛି ।” ସେ ପୁନଶ୍ଚ କହିଥିଲେ, “ଆମର ନିବେଶକ ପ୍ରଥମ ନୀତି ଅଧିନରେ ଆମେ ଆମର ଡିଜିଟାଲ ସମ୍ପତ୍ତିଗୁଡିକର ସମ୍ମିଶ୍ରଣ ଜାରି ରଖିଛୁ ଏବଂ ଆମର ମୋଟ ବ୍ୟବସାୟ ମଧ୍ୟରୁ ୫୦%ରୁ ଅଧିକ ଏହା ଜରିଆରେ ଆସୁଛି । ଆମେ ପଦ୍ଧତିଗୁଡିକରେ ଉନ୍ନତି ସାଧନ, ଦମ୍‍ଦାର ଆପଦ ପରିଚାଳନା ଏବଂ ଦାୟିତ୍ୱସଂପ୍ନ ନିବେଶକ ଦାୟିତ୍ୱ ନିର୍ବାହନ କ୍ଷେତ୍ରରେ ଆମମାନଙ୍କୁ ପୁନଃ ଉତ୍ସର୍ଗକୃତ କରୁଛୁ । ଏକ ସଚେତନ କର୍ପୋରେଟ ସଂସ୍ଥା ଭାବରେ ଆମେ ‘ଦାୟିତ୍ୱ ସଂପନ୍ନ ନିବେଶ’ ଭାବଧାରାକୁ ଆପଣେଇବାକୁ ଆନ୍ତରିକତାର ସହିତ ଯାତ୍ରା ଆରମ୍ଭ କରିଛୁ । ବ୍ୟବସାର ସମସ୍ତ କ୍ଷେତ୍ରରେ ଇଏସଜି ନୀତିଗୁଡିକୁ ଅନ୍ତର୍ନିହିତ କରି ଆମେ ଏକ ସ୍ଥାୟୀ, ଦୀର୍ଘାବଧି ମୂଲ୍ୟ ସୃଷ୍ଟି କରିବା ଲକ୍ଷ୍ୟ ରଖିଛୁ ।”

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

କଟକ ଶିକ୍ଷା ଜିଲ୍ଲାରେ ବରିଷ୍ଠ ସହାୟିକାଙ୍କ ଆମରଣ ଅନଶନ

May 11, 2026
ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

ମୃତ ସୌମ୍ୟଙ୍କୁ ନ୍ୟାୟ ଦେବା ଦାବିରେ କ୍ୟାଣ୍ଡେଲ ଶୋଭା ଯାତ୍ରା ଓ କ୍ରାଇମ୍ ବ୍ରାଞ୍ଚର ତଦନ୍ତ ଜୋରଦାର

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

ପାରଳାଖେମୁଣ୍ଡି ସ୍ଥିତ ପ୍ରଗତି ମହିଳା ସଙ୍ଗଠନ ପକ୍ଷରୁ ଆନ୍ତର୍ଜାତୀୟ ମାତୃ ଦିବସ ପାଳନ

May 12, 2026
ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

ଟିଏମସି ନେତା : ସୁଜିତ ବୋଷଙ୍କୁ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version