• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବାଙ୍କୀ ଉପଖଣ୍ଡର ବିଭିନ୍ନ ସମସ୍ୟା ସମାଧାନ ନିମନ୍ତେ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କୁ ବୁଦ୍ଧିଜୀବି ପରିଷଦ ତରଫରୁ ସ୍ମାରକପତ୍ର ପ୍ରଦାନ

Proprietor Abhimanyu Maharana by Proprietor Abhimanyu Maharana
August 18, 2021
in ଓଡ଼ିଶା, କଟକ, ହୋମ୍
0
ବାଙ୍କୀ ଉପଖଣ୍ଡର ବିଭିନ୍ନ ସମସ୍ୟା ସମାଧାନ ନିମନ୍ତେ ଓଡ଼ିଶାର ମାନ୍ୟବର ରାଜ୍ୟପାଳଙ୍କୁ ବୁଦ୍ଧିଜୀବି ପରିଷଦ ତରଫରୁ ସ୍ମାରକପତ୍ର ପ୍ରଦାନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୮ ଅଗଷ୍ଟ ବୁଧବାର ) ବାଙ୍କୀ :- ବାଙ୍କୀ କଟକ ଜିଲ୍ଳାର ଏକ ପ୍ରମୁଖ ଉପଖଣ୍ଡ ମାତ୍ର ଓଡ଼ିଶାର ୫୫ଗୋଟି ଉପଖଣ୍ଡ ଓ ୧୪୬ନିର୍ବାଚନ ମଣ୍ଡଳି ସହିତ ଯଦି ଏହାକୁ ତୁଳନା କରଯାଏ ତେବେ ଏହା ସମସ୍ତଙ୍କ ଠାରୁ ବହୁ ପଛରେ ଅଛି । ଏଥି ପାଇଁ ଅନେକ ଗୁଡ଼ିଏ କାରଣ ଥିଲେ ମଧ୍ୟ ପ୍ରମୁଖ କାରଣ ହେଲା ପ୍ରଶାସନିକ ଅବହେଳା, ବାଙ୍କୀବାସୀଙ୍କର ସରଳତା, ଆର୍ଥିକ ଦୂରାବସ୍ଥା ଓ ରାଜନୈତିକ ବ୍ୟକ୍ତି ବିଶେଷଜ୍ଞଙ୍କ ବାଙ୍କୀ ପ୍ରତି ହେୟଜ୍ଞାନ, ଦୁର୍ବଳ ମାନସୀକତା ଓ ସ୍ୱାର୍ଥନେସି ଚିନ୍ତାଧାରା, ସାରା  ଓଡ଼ିଶା ପ୍ରଦେଶର ସମସ୍ତ ଅଞ୍ଚଳରେ ବିକାଶ ଘଟୁଥିବା ସମୟରେ ବାଙ୍କୀ ଏକ ଜରାଜୀର୍ଣ୍ଣ, ଚଳତିବିହୀନ ଅବସ୍ଥାରେ ପଡିରହିଛି ।

ଏ ସଂର୍ପକରେ ବୁଦ୍ଧିଜୀବିମାନଙ୍କୁ ନେଇ ଗଭୀର ଆଲୋଚନା କଲାପରେ  ବାଙ୍କୀର ଜନସାଧାରଣ ଓ ଜନଜୀବନର ଉନ୍ନତି  ପାଇଁ ଯଥା କୃଷି , ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ନିରାପତାର ଦୃଷ୍ଟିକୁ ଆଖିରେ ରଖି ୯ଦଫା ସମ୍ବଳିତ ଏକ ସ୍ମାରକପତ୍ର ଓଡ଼ିଶାର ମହାମିହମ ରାଜ୍ୟପାଳଙ୍କୁ ରାଜଭବନରେ ସାକ୍ଷାତ କରି ବାଙ୍କୀ ବୁଦ୍ଧିଜୀବି ପରିଷଦ ତରଫରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବୁଦ୍ଧିଜୀବି ପରିଶଦର  ସଭାପତି ବିଶ୍ୱୋଦୟ ମହାପାତ୍ରଙ୍କ ନେତୃତ୍ୱରେ ସଂପାଦକ ପ୍ରଦୀପ କୁମାର ପଟ୍ଟନାୟକ , ଉପସଭାପତି ସତ୍ୟନାରାୟଣ ସାମନ୍ତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍‌ଙ୍କୁ ମଙ୍ଗଳବାର ରାଜଭବନରେ ସାକ୍ଷାତ କରି ଏକ ୯ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରି ଏହାର ସମାଧାନ ନିମନ୍ତେ ଅନୁରୋଧ କରିଛନ୍ତି ।

ଏହି ଦାବୀ ପତ୍ରରେ ବାଙ୍କୀ ଓ ଡମପଡ଼ା ତହସିଲର ଜମିଜମା ବନ୍ଦୋବସ୍ତ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରାଯିବା, କଇଁମୁଣ୍ଡି ଠାରେ ଥିବା ଫାଣ୍ଡିକୁ ଭଗିପୁର ନିିକଟ କଇଁଆ ଛକକୁ ସ୍ଥାନାନ୍ତରିତ କରାଯିବା ସହିତ ବାଙ୍କୀ -ବୈଦ୍ୟେଶ୍ୱର ଥାନାର ସୀମା ସରହଦ ବରପୁଟ ଚାରିଛକ ଠାରେ ଏକ ଫାଣ୍ଡି ସ୍ଥାପନ କରାଯିବା, ବାଙ୍କୀ ଉପଖଣ୍ଡର ସମସ୍ତ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି କରିବା ସହିତ ସହକାରୀ କର୍ମଚାରୀ ନିଯୁକ୍ତି କରିବା, ବାଙ୍କୀ ସହରର ମଧ୍ୟ ସ୍ଥଳରେ ଥିବା ୨ଗୋଟି ଶିକ୍ଷା ଅନୁଷ୍ଠାନକୁ ଅନ୍ୟ ଯାଗାକୁ ସ୍ଥାନାନ୍ତରଣ, ବାଙ୍କୀର କୃଷି ବିଭାଗ ଫାର୍ମକୁ ଦିଆଯାଇଥିବା ଫାର୍ମର ବଳକା  ଜମିକୁ ବାଙ୍କୀ ପ୍ରଶାସନକୁ ହସ୍ତାନ୍ତର କରାଯିବା, ପଶ୍ଚିମ ବାଙ୍କୀର ୨ଗୋଟି ରାଜସ୍ୱ ସର୍କଲରେ ଥିବା ୫୨ଗୋଟି ରାଜସ୍ୱ ଗ୍ରାମ ଓ ବ୍ରହ୍ମପୁରା ଆରଆଇ ସର୍କଲରେ ୩୮ରାଜସ୍ୱ ଗ୍ରାମକୁ ନେଇ ଏକ ତହସିଲ କାର୍ଯ୍ୟାଳୟ ଖୋଲିବା ,

ବାଙ୍କୀ ଓ ଡମପଡ଼ା ୨ଟି ଯାକ ତହସିଲର ଜମିଜମା ବନ୍ଦୋବସ୍ତ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରାଯିବା,ବାଙ୍କୀ ବ୍ଲକ ପାଇଁ ୨ଗୋଟି , ଡମପଡ଼ା ବ୍ଲକ ପାଇଁ ୨ଗୋଟି ଏବଂ ମହାନଦୀର ଉତ୍ତରପଟ ପଞ୍ଚାୟତ ପାଇଁ ଗୋଟିଏ କ୍ଷୁଦ୍ର ଶୀତଳ ଭଣ୍ଡାର ସ୍ଥାପନ କରିବା, ବାଙ୍କୀର ରଣ ଶଙ୍ଖ ଠାରୁ ମହାନଦୀ ଦକ୍ଷୀଣପଟ ନଦୀ ବନ୍ଧ ଉପରେ ସୁନା ଦେଈ ମୁଣ୍ଡିଆ ପାଶ୍ୱର୍କୁ ସଂଲଗ୍ନ ହୋଇ ଖଣ୍ଡିଆ ବନ୍ଧ ପର୍ଯ୍ୟନ୍ତ ପୁରୁଣା କଟକ-ସୋନପୁର ରାସ୍ତାକୁ ସଂଯୋଗ କରାଯାଇ ଏବ ବାଇପାସ୍ ରାସ୍ତାରେ ପରିଣତ କରାଯିବାକୁ ଦାବି କରାଯାଇଛି ।   ଏଥି ପାଇଁ ମହାମିହମ ରାଜ୍ୟପାଳ ହସ୍ତକ୍ଷେପ କରି ବାଙ୍କୀବାସୀଙ୍କୁ ନୂତନ ଜୀବନ ପ୍ରଦାନ କରାଯିବା ପାଇଁ ବୁଦ୍ଧିଜୀବି ପରିଷଦ ପକ୍ଷରୁ ଅନୁରୋଧ କରାଯାଇଛି । ମହାମହିମ ରାଜ୍ୟପାଳ ଏ ସବୁ ଦାବୀଗୁଡିକ ପ୍ରତି ସହୃଦୟର ସହିତ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିବାରୁ ବୁଦ୍ଧିଜୀବି ପରିଷଦ ପକ୍ଷରୁ ମହାମହିମ ରାଜ୍ୟପାଳଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

May 14, 2026
ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

May 14, 2026
ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

ଇସ୍ରୋ ପରିଦର୍ଶନ କଲେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର

May 13, 2026
ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

ବିଜେପି ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି, ନିଟ୍ ବିଭ୍ରାଟ୍ ପାଇଁ ସମ୍ପୂର୍ଣ୍ଣ ଦାୟୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦିଅନ୍ତୁ : ଓଡିଶା ଜନତା କଂଗ୍ରେସ

May 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

ବାଲୁଙ୍କେଶ୍ୱର ଦେବଙ୍କ ପଞ୍ଚମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞା ଉଦଯାପିତ

May 14, 2026
ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

ବିଶିଷ୍ଟ ସାହିତ୍ୟିକା ଛାୟାପୁରବୀଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା

May 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version