ଖରାଦିନ ପାଇଁ ପାନୀୟ ଜଳ ସମସ୍ୟାକୁ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ : ଶ୍ରୀ ପ୍ରତାପ ଜେନା

ଭୁବନେଶ୍ୱର ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍‌ ) ଲୋକସେବା ଭବନ ,ଏପ୍ରିଲ 15.4.2020, :- ଆଜି ଲୋକସେବା ଭବନ ରେ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ପାନୀୟ ଜଳ ସମସ୍ୟା କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ସମୀକ୍ଷା କରିଛନ୍ତି ଲକ୍ ଡାଉନ୍ ସମୟରେ ଲୋକଙ୍କୁ ପିଇବା ପାଣି ର ସମସ୍ୟା ନହୁଏ

ସେଥି ପାଇଁ ଜିଲ୍ଲା ଅଧିକାରୀଙ୍କ ସାଙ୍ଗରେ ଫୋନ୍ ରେ ମଧ୍ୟ ଆଲୋଚନା କରିଛନ୍ତି ଓ ଟୋଲ୍‌ ଫ୍ରି ନମ୍ବର ଜାରି ଜରିକରିଛନ୍ତି ଗ୍ରାମାଞ୍ଚରେ ଟୋଲ୍ ଫ୍ରି ନମ୍ୱର୍ :- ୧୯୧୬, ସହରାଞ୍ଚଳ ପାଇଁ ଟୋଲ୍‌ ଫ୍ରି ନମ୍ବର : – ୧୮୦୦-୩୪୫୬୭୮୩