No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ରବିବାର ) ଭୁବନେଶ୍ୱର :- ରସୁଲଗଡ ଜଗନ୍ନାଥ ନଗର ରୋଡ – 8ର ଗୃହ ବାସିନ୍ଦା ଙ୍କ ତରଫରୁ ଅଗଷ୍ଟ 15 ତାରିଖ ଦିନ 75 ତମ ସ୍ୱାଧୀନତା ଦିବସ କୋଭିଡି ନିୟମାବଳୀ ଅନୁସାରେ ପାଳନ ହୋଇଛି l ଠିକ ସକାଳ 7.45 ମିନିଟ ରେ ପତାକା ଉତଲନ ହୋଇଥିଲା ଏବଂ ଏହି ପତାକା ଉତଲନ କରିବା ପାଇଁ ପୂର୍ଵତନ କାଉଁସିଲର ମାନ୍ୟବର ଶ୍ରୀ ଶ୍ରୀଧର ଜେନା ଅତିଥି ଭାବେ ଯୋଗଦାନ ଦେଇଥିଲେ l ଶ୍ରୀ ଜେନା ଜଗନ୍ନାଥ ନଗର ରୋଡ -8 ର ଉର୍ନତି ଓ ସବୁ ଵାସିନ୍ଧା ଙ୍କ ମିଳିତ ଉଦ୍ୟମରେ ଏହି ଅଞ୍ଚଳ ଉର୍ନତି ଉପରେ ଆଲୋଚନା କରିଥିଲେ ଏବଂ ପିଲାମାନଙ୍କୁ ମିଷ୍ଟାନ ଓ ଚକଲେଟ ବଣ୍ଟନ କରିଥିଲେ l

ସେହି ଅଂଚଳର ବୈଜଷ୍ଟ ଓ ସାନମାନୀୟ ବ୍ୟକ୍ତି ଶ୍ରୀ ଉମାକାନ୍ତ ଜେନା (ସମସ୍ତ ଙ୍କର ପ୍ରିୟ ଜେନା ମଉସା) ଏହି ଅବସରରେ ସାନମାନୀୟ ଅତିଥି କାଉଁସିଲର ମହାଶୟଙ୍କୁ ଧନ୍ୟବାଦ ସହିତ ସମସ୍ତଙ୍କର ଏକତା ଅଂଚଳର ଡେଭେଲପ ହେଇପାରିବ ଉପରେ ବକ୍ତବ୍ୟ ରଖିଥିଲେ l

ଏହି ଅଂଚଳ ର ସମସ୍ତ ବାସିନ୍ଦା ଯଥା ରଶ୍ମି ରଞ୍ଜନ ସ୍ୱାଇଁ, ଶୀତଳ ରାଉତ, ଜୟନ୍ତ ସାହୁ, ଅଶୋକ ପାଇଟାଲ, ବିଭୁ ଶତପଥୀ, ବଂଶୀଧର ପ୍ରଧାନ, ଦିଲୀପ ସେଠି, ଦିଲୀପ ବାରିକ, ଚନ୍ଦ୍ରମଣି ବେହେରା, ସୁବାଷ ମିଶ୍ର, ଖଗେଶ୍ୱର ମଲିକ, ଅଜୟ ରାଉତ, ପ୍ରଶାନ୍ତ ସାହୁ, ଭାବଗ୍ରାହୀ ମହାଲିକ, ରମେଶ ସାହୁ, ପି. କେ ସାହୁ, ପୂର୍ଣଚନ୍ଦ୍ର ପାଢି, ଚନ୍ଦନ ସାହୁ, ଚିନ୍ମୟ ମହାପାତ୍ର, ଅମରେଶ ମହାପାତ୍ର, ପୁର୍ଣଚନ୍ଦ୍ର ବେହେରା, ସୁବୋଧ ଜେନା ଙ୍କର ସହିତ ସୌଭାଗ୍ୟ କାନ୍ତ ଜେନା (ସମସ୍ତ ଙ୍କର ପ୍ରିୟ ପିଙ୍କୁ ) ଉପସ୍ଥିତ ରହି ଭାରତ ମାତାକି ଜୟ, ବନ୍ଦେ ମାତରମ ର ଜୟାଗନ କରିଥିଲେ l

No Result
View All Result