No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ରବିବାର ) କଟକ :- କଟକ ଅଲିଶାବଜାର ସ୍ଥିତ ସାମାଜିକ ଓ ସାସ୍କୃତିକ ଅନୁଷ୍ଠାନ “ଐତିହ୍ୟ” ପକ୍ଷରୁ କେନ୍ଦ୍ରୀୟ କାର୍ଯ୍ଯାଳୟ ଠାରେ ଭାରତର ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ବରିଷ୍ଠ ସଦସ୍ୟ କାନନବାଳା ଦାଶ ପତାକା ଉତ୍ତୋଳନ କରି ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ଚାରଣ କରିବା ସହିତ ଦେଶର ଅଖଣ୍ଡତା ବଜାୟ ରଖିଥିବା ପାଇଁ ଆହ୍ବାନ ଦେଇଥିଲେ ।

ଏହି ଉତ୍ସବକୁ ବିଶ୍ବନାଥ ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଉତ୍କଳ କେଶରୀ ସିଂହ , ସୁବାସ ମିଶ୍ର , ବୃନ୍ଦାବନ ସାହୁ , ରବିନାରାୟଣ ରାଉତରାୟ , ଅନନ୍ତ କିଶୋର ମହାନ୍ତି , ପ୍ରସାନ୍ତ ବେହେରା , ଜୟନ୍ତ ମହାନ୍ତି , ତୀର୍ଥସ୍ପଦ ଚୌଧୁରୀ , ଅକେଲୁର ରେହେମନ , ନିକୁଞ୍ଜ କିଶୋର ମଙ୍ଗରାଜ , ଦିପ୍ତୀ ଦାସ , ହିମାଂଶୁ ଶେଖର ସାହୁ , କବିତା ରାଣୀ ସିଂହ ପ୍ରମୁଖ ସାମୁହିକ ଜାତୀୟ ସଂଗୀତ ଗାନକରିଥିଲେ ।

No Result
View All Result