No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ଶନିବାର) ଖୋର୍ଦ୍ଧା-ଜଟଣୀ :- ଇଷ୍ଟକୋଷ୍ଟ ରେଲୱେ ଖୋର୍ଧାରୋଡ଼ ମଣ୍ଡଳର ରେଲ ସୁରକ୍ଷା ବାହିନୀ ପକ୍ଷରୁ ଆଯାଦିକା ଅମ୍ରିତ ମହୋତ୍ସବ, ଫିଟ ଫ୍ରିଡ଼ମ ରନ-୨କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ଖୋର୍ଧାରୋଡ଼ ମଣ୍ଡଳ ରେଲ ସୁରକ୍ଷା କମିଶନର ଶ୍ରୀ ଏମ ସାମ୍ବା ଶିବା ରାଓ,
ସହକାରୀ ସୁରକ୍ଷା କମିଶନର ଏସ କେ ସିଙ୍ଗ ଓ ଏସ କେ ଦାସ ଙ୍କ ନେତୃତ୍ୱରେ ଏକ ଗଣଦୌଡ଼ ଓ ଫିଟ ଫର ଇଣ୍ଡିଆ ସମ୍ପର୍କିତ ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ।ଏଥିରେ ଖୋର୍ଧାରୋଡ଼ ମଣ୍ଡଳର ଦୁଇ ଶହରୁ ଉର୍ଦ୍ଧ୍ବ ରେଳ ସୁରକ୍ଷା ବାହିନୀର ଫୋର୍ସ ଓ ଅଫିସର ଯୋଗ ଦେଇଥିଲେ। (ଖୋର୍ଦ୍ଧା-ଜଟଣୀ ରୁ ଇଫତେଖାର ଅଲ୍ଲୀଙ୍କ ରିପୋର୍ଟ)
No Result
View All Result