No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୩ ଅଗଷ୍ଟ ଶୁକ୍ରବାର ) ଭୁବନେଶ୍ୱର/ନୂଆଦିଲ୍ଲୀ :– ଭାରତୀ ଏୟାରଟେଲ୍ (ଏୟାରଟେଲ୍) ପକ୍ଷରୁ ୩ଟି ସର୍କଲରେ ୮୦୦ ମେଗାହର୍ଜ ସ୍ପେକ୍ଟ୍ରମ ରିଲାଏନ୍ସ ଜିଓ ଇନଫୋକମ (ଜିଓ)କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହୋଇଛି ।
ଏହାସହିତ ଏୟାରଟେଲକୁ ଏହି ସ୍ଥାନାନ୍ତରଣ ଯୋଗୁଁ ୧୦୦୪.୮କୋଟି ରାଜସ୍ୱ ମିଳିଛି । ଏହା ବ୍ୟତୀତ ଜିଓ ପକ୍ଷରୁ ଭବିଷ୍ୟତରେ ୪୬୯.୩କୋଟିର ସ୍ପେକ୍ଟ୍ରମ ସମ୍ବନ୍ଧୀୟ ଦାୟିତ୍ୱ ଗ୍ରହଣ କରାଯିବ ।
No Result
View All Result