• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସମ୍ପତ୍ତି ଲୋଭରେ ଜାଲ୍ ପୌଷ୍ୟ କନ୍ୟା ପ୍ରମାଣ ପତ୍ର ସଂଗ୍ରହ ; ନ୍ୟାୟ ପାଇଁଁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ଲବଙ୍ଗ ଦେହୁରୀ ପରିବାର – ଢେଙ୍କାନାଳ

Proprietor Abhimanyu Maharana by Proprietor Abhimanyu Maharana
August 13, 2021
in ଓଡ଼ିଶା, ଢେଙ୍କାନାଳ, ରାଜନୀତି, ହୋମ୍
0
ସମ୍ପତ୍ତି ଲୋଭରେ ଜାଲ୍ ପୌଷ୍ୟ କନ୍ୟା ପ୍ରମାଣ ପତ୍ର ସଂଗ୍ରହ ; ନ୍ୟାୟ ପାଇଁଁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ଲବଙ୍ଗ ଦେହୁରୀ ପରିବାର – ଢେଙ୍କାନାଳ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଗୁରବାର ) ଢେଙ୍କାନାଳ :- କଥାରେ ଅଛି, ଦିନେ ନାହିଁ କି କାଳେ ନାହିଁ, ଗମ୍ହା ପୁନେଇଁରେ ମାଇଁ ମାଇଁ। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ସହର ଉପକଣ୍ଠ ବୋରାପଦା ଗ୍ରାମରେ। ଦିନେ କି କାଳେ ” ମା ମା ” ବୋଲି ଡାକିବାର ନାହିଁ କି ଭଲରେ ଦ୍ଵିପଦ କଥା ହେବାର ନାହିଁ। କିନ୍ତୁ ଏବେ ସମ୍ପତ୍ତି ଲୋଭରେ ଚିନି ତିନି ଜଣ ଝିଆରୀ ତହସିଲଦାରଙ୍କ ଆଗରେ କହୁଛନ୍ତି ତୁମେ ଆମ ମା, ଆମ୍ଭେ ତୁମ୍ଭର ପୋଷ୍ୟ ସନ୍ତାନ। ତେବେ ଏହାକୁ ନେଇ ଆଜି ନ୍ୟାୟ ପାଇଁଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ଗ୍ରାମର ଲବଙ୍ଗ ଦେହୁରୀ ପରିବାର।

ଲବଙ୍ଗ ଦେହୁରୀ ପରିବାର କହିଲେ, ଗୋଟିଏ ବୋଲି ପୁଅ ସୁବଳ ଦେହୁରୀ (୩୮) , ବୋହୂ ପ୍ରମିଳା ଦେହୁରୀ (୩୦) ଓ ଆଠ ଦଶବର୍ଷର ନାତି ଦୁଇଟି। ସ୍ୱାମୀ ସ୍ଵର୍ଗତ ନନ୍ଦ କିଶୋର ଦେହୁରୀ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଥିଲେ। ସେ ଗତ ୮/୩/୨୦୨୧ ରିଖରେ ମୃତ୍ୟୁବରଣ କରିଥିଲେ। ତେବେ ସ୍ବାମୀଙ୍କ ମୃତ୍ୟୁ ପରେ ଲବଙ୍ଗ ନିଜ ପରିବାର ସହ କାଳାତିପାତ କରୁଥିବା ବେଳେ ଏବେ ଏକ ଜମି ଭାଗବଣ୍ଟାକୁ ନେଇ ସମ୍ପତ୍ତି ଲୋଭରେ ଦିଅର ପାଣ୍ଡବ ଦେହୁରୀ, ତାଙ୍କର ଚାରି ଝିଅ ମଧ୍ୟରୁ ତିନି ଝିଅ (ସୁନିତା, ସବିତା ଓ ବବିତା) ସେମାନଙ୍କର ସ୍କୁଲ ସାର୍ଟିଫିକେଟ ଏବଂ ଆଧାର କାର୍ଡ ରେ ସ୍ବାମୀ ସ୍ୱର୍ଗତ ନନ୍ଦ କିଶୋର ଦେହୁରୀଙ୍କୁ ପିତା ଭାବେ ପରିଚୟ ଦର୍ଶାଇ ଜାଲ୍ ପୌଷ୍ୟ କନ୍ୟା ପ୍ରମାଣ ପତ୍ର ନିମନ୍ତେ ଆବେଦନ କରିଛନ୍ତି  ।

ଗତକାଲି ଏ ସଂମ୍ପର୍କରେ ତହସିଲଦାର କିଛି କର୍ମଚାରୀଙ୍କ ସମେତ ତଦନ୍ତ କରିବାକୁ ଗ୍ରାମକୁ ଆସି କୌଣସି ଗ୍ରାମବାସୀ କଥା ନଶୁଣି ଏକତରଫା ବୟାନ ଦେଇ ଚାଲିଯାଇଛନ୍ତି। ତେବେ ତହସିଲଦାରଙ୍କ କାର୍ଯ୍ୟଶୈଳୀରେ ସନ୍ଦେହ ହେବାରୁ ଆଜି ନ୍ୟାୟ ପାଇଁ ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହୋଇଛନ୍ତି ଲବଙ୍ଗ ଦେହୁରୀ ପରିବାର। (ରିପୋର୍ଟ୍, ଅମର ରଞ୍ଜନ ଦାସ), ଢେଙ୍କାନାଳ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

March 18, 2026
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

ଫୁଲବାଣୀ : ଭଏସ ଅଫ ମିଡ଼ିଆ ସଧାରଣ ପରିଷଦ ବୈଠକ ଅନୁଷ୍ଠିତ

March 18, 2026
ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

ବଳରାମ ନାୟକଙ୍କ ସ୍ମୁତି ଚାରଣ ସଭା

March 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

ବାରୁଣୀ ସ୍ନାନ ବୁଡ଼ ପକାଇଲେ ଲକ୍ଷ୍ୟଧିକ ଶ୍ରଦ୍ଧାଳୁ

March 18, 2026
ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

ଖୋର୍ଦ୍ଧାରୋଡ଼ ଡି.ଆର.ଏମ ଭାବେ ଶ୍ରୀ ପି.କେ. ବେହେରାଙ୍କୁ ଅତିରିକ୍ତ ଦାୟିତ୍ୱ

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version