• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜାଣନ୍ତୁ ଗୁରବାର ଆପଣଙ୍କର ଆଜିର ରାଶିଫଳ

Proprietor Abhimanyu Maharana by Proprietor Abhimanyu Maharana
August 12, 2021
in ଓଡ଼ିଶା, ପୁରୀ, ମହାନଗର, ରାଶିଫଳ, ହୋମ୍
0
ଜାଣନ୍ତୁ ଗୁରବାର ଆପଣଙ୍କର ଆଜିର ରାଶିଫଳ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଗୁରବାର) ଭୁବନେଶ୍ୱର :- ମେଷ : ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ପାରିବାରିକ ସଦସ୍ୟମାନଙ୍କ ସାଥିରେ ଭୋଜନ କରିବା ତଥା ଆନନ୍ଦଦାୟକ ସମୟ ବିତାଇବାର ଯୋଗ ଅଛି। ଆର୍ଥିକ ମାମଲାରେ ଭବିଷ୍ୟତ ପାଇଁ ଭଲ ପ୍ଲାନିଙ୍ଗ କରିପାରିବେ। ଲକ୍ଷ୍ମୀଙ୍କର କୃପାରେ ଆୟରେ ବୃଦ୍ଧି ହେବ।

ବୃଷ : ସ୍ଵାସ୍ଥ୍ୟ ଭଲ ରହିବାଯୋଗୁଁ ସୁଖ ଏବଂ ଆନନ୍ଦର ଅନୁଭୂତି ହେବ। ପରିଜନମାନଙ୍କ କିମ୍ବା ମିତ୍ରମାନଙ୍କ ତରଫରୁ ଉପହାର ମିଳିବ। ଯାତ୍ରା ଏବଂ ସ୍ଵାଦିଷ୍ଟ ଭୋଜନରେ ଦିନ ଭଲ ଭାବରେ କଟିବ। ଆର୍ଥିକ ଲାଭର ସମ୍ଭାବନା ଅଛି।

ମିଥୁନ : ଆଜି ନିୟନ୍ତ୍ରଣଶୀଳ ଏବଂ ବିଚାରପୂର୍ଣ୍ଣ ବ୍ୟବହାର ଆପଣଙ୍କୁ ବହୁତ ଅନିଷ୍ଟରୁ ବଞ୍ଚାଇବ। ଆପଣଙ୍କ ବ୍ୟବହାରରେ ଭୁଲ ବୁଝାବଣା ସୃଷ୍ଟି ହୋଇପାରେ। ଶାରୀରିକ କଷ୍ଟ, ମନକୁ ମଧ୍ୟ ଅସୁସ୍ଥ ବନାଇପାରେ। ପରିବାରରେ କ୍ଲେଶର ବାତାବରଣ ହୋଇପାରେ। ଖର୍ଚ୍ଚ ଅଧିକ ନ ହେଉ, ଏହାର ଧ୍ୟାନ ରଖିବେ।

କର୍କଟ : ଆକସ୍ମିକ ଧନ ପ୍ରାପ୍ତିଯୋଗୁଁ ଦିନ ଅତ୍ୟନ୍ତ ରୋମାଞ୍ଚକ ଏବଂ ଆନନ୍ଦପ୍ରଦ ବନି ରହିବ। ଆୟରେ ବୃଦ୍ଧି ହେବ। ବ୍ୟାପାରିମାନଙ୍କୁ ଲାଭ ହେବାପରି ସୌଦା ହେବ। ପୁତ୍ର ଏବଂ ପତ୍ନୀଙ୍କଠାରୁ ଲାଭ ହେବ। ଯାତ୍ରା ପର୍ଯ୍ୟଟନ ତଥା ବିବାହୋତ୍ସୁକ ବ୍ୟକ୍ତିମାନଙ୍କ ପାଇଁ ବିବାହର ଯୋଗ ଅଛି। ଉତ୍ତମ ଭୋଜନ ଏବଂ ସ୍ତ୍ରୀ ସୁଖ ମିଳିବ।

ସିଂହ : କାର୍ଯ୍ୟଗୁଡ଼ିକରେ ବିଳମ୍ବରେ ସଫଳତା ମିଳିବ। ଅଫିସ୍ କିମ୍ବା ଘରେ ଦାୟିତ୍ୱ ବଢ଼ିବ। ଜୀବନରେ ଅଧିକ ଗମ୍ଭୀରତା ଅନୁଭବ କରିବେ। ନୂଆ ସମ୍ବନ୍ଧ ସ୍ଥାପିତ କରିବା କିମ୍ବା କାର୍ଯ୍ୟ ସମ୍ବନ୍ଧରେ ମହତ୍ତ୍ଵପୂର୍ଣ୍ଣ ନିର୍ଣ୍ଣୟ ସମ୍ଭାଳି କରି ନିଅନ୍ତୁ। ପିତାଙ୍କ ସହିତ ମତଭେଦ ହୋଇପାରେ।

କନ୍ୟା : ଶରୀରରେ ଆଲସ୍ୟ ଏବଂ ଚିନ୍ତାର ଅନୁଭବ ହୋଇପାରେ। ସନ୍ତାନମାନଙ୍କ ସହିତ ମତଭେଦ କିମ୍ବା ମନମାଳିନ୍ୟ ହୋଇପାରେ। ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଅଫିସ୍ ରେ ଉଚ୍ଚ ପଦାଧିକାରିମାନଙ୍କ ସହିତ ଆପଣଙ୍କ ବାଦ-ବିବାଦ ହୋଇପାରେ। ଧାର୍ମିକ କାର୍ଯ୍ୟଗୁଡ଼ିକରେ କିମ୍ବା ଧାର୍ମିକ ଯାତ୍ରା ପଛରେ ଧନ ଖର୍ଚ୍ଚ ହୋଇପାରେ।

ତୁଳା : ସ୍ଵାସ୍ଥ୍ୟର ଧ୍ୟାନ ରଖିବେ । କଟୁ ବଚନ କିମ୍ବା ଖରାପ ବ୍ୟବହାର କାରଣରୁ ଝଗଡ଼ା କିମ୍ବା ବିବାଦ ହୋଇପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ । ଆକସ୍ମିକ ଧନଲାଭ ହେବ । ସମୟରେ ଭୋଜନ କରିବାରେ ବିଳମ୍ବ ହୋଇପାରେ । ଅତ୍ୟଧିକ କାମର ବୋଝରେ ଥକା ଏବଂ ମାନସିକ ଚିନ୍ତା ହୋଇପାରେ।

ବିଚ୍ଛା : ଚାକିରି-ବ୍ୟବସାୟ କ୍ଷେତ୍ରରେ ଆଜି ଆପଣଙ୍କୁ ଲାଭ ହିଁ ଲାଭର ଯୋଗ ଅଛି। ମିତ୍ର ତଥା ପରିଜନମାନଙ୍କଠାରୁ ମଧ୍ୟ ଲାଭ ପ୍ରାପ୍ତିର ସଂକେତ ଅଛି। ସାମାଜିକ ସମାରୋହ, ପର୍ଯ୍ୟଟନ ପରି ପ୍ରସଙ୍ଗରେ ଯାଇପାରନ୍ତି। ଆୟର ସ୍ରୋତ ବଢ଼ିବ। ଅବିବାହିତମାନଙ୍କ ପାଇଁ ବୈବାହିକ ଯୋଗବନିବ। ସାଂସାରିକ ଜୀବନରେ ଆନନ୍ଦ ଅନୁଭବ କରିବେ।

ଧନୁ : ଆର୍ଥିକ ଏବଂ ବ୍ୟାପାରିକ ଆୟୋଜନ କରିବା ପାଇଁ ଦିନ ଶୁଭ ଅଟେ। ପରୋପକାରର ଭାବନା ରହିବ। ଆମୋଦ-ପ୍ରମୋଦରେ ଆପଣଙ୍କ ଦିନ କଟିବ। ଚାକିରି ବ୍ୟବସାୟରେ ଉନ୍ନତି ଏବଂ ମାନ-ସମ୍ମାନ ପ୍ରାପ୍ତି ହେବ। ଗୃହସ୍ଥ ଜୀବନରେ ଆନନ୍ଦ ହିଁ ଆନନ୍ଦ ହେବ।

ମକର : ଆଜିର ଦିନ ମିଶ୍ରତ ଫଳଦାୟୀ ପ୍ରମାଣିତ ହେବ। ବୌଦ୍ଧିକ କାର୍ଯ୍ୟଗୁଡ଼ିକରେ ଏବଂ ବ୍ୟବସାୟରେ ନୂଆ ବିଚାରଧାରାକୁ ନେଇ ଚାଲିବେ। ଲେଖନ ଏବଂ ସାହିତ୍ୟ ସମ୍ବନ୍ଧିତ ପ୍ରବୃତ୍ତିଗୁଡ଼ିକରେ ଆପଣଙ୍କ ସୃଜନାତ୍ମକତା ଦେଖାଯିବ। ଅସୁସ୍ଥତା ଅନୁଭବ କରିପାରନ୍ତି। ସନ୍ତାନମାନଙ୍କର ଭବିଷ୍ୟତକୁ ନେଇକରି ଚିନ୍ତା ହୋଇପାରେ।

କୁମ୍ଭ : ନକାରାତ୍ମକ ବିଚାରରୁ ଦୂରରେ ରୁହନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ଖର୍ଚ୍ଚ ବଢ଼ିପାରେ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ପରିବାରରେ ମନମାଳିନ୍ୟ ଏବଂ ଝଗଡ଼ା ହେବାର ଆଶଂକା ଅଛି। ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି। ବାହନ ଚଳାଇବା ସମୟରେ ଏବଂ ରାସ୍ତାରେ ସଜାଗ ରୁହନ୍ତୁ।

ମୀନ : ଆଜିର ଦିନ ବ୍ୟାପାରରେ ଭାଗିଦାରୀ ପାଇଁ ଉତ୍ତମ ଅଟେ। ପତି-ପତ୍ନୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନରେ ନିକଟତର ଅନୁଭବ ହେବ। ମିତ୍ରମାନଙ୍କ ତଥା ସ୍ଵଜନମାନଙ୍କ ସହିତ ମିଳନ ଏବଂ ସାକ୍ଷାତକରି ହେବ। ସାର୍ବଜନିକ ଜୀବନରେ ପ୍ରଗତି ହେବ। ଉତ୍ତମ ବୈବାହିକ ସୁଖ ପ୍ରାପ୍ତି ହେବ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version