• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ୟୋନୋ ଏସ୍‌ବିଆଇ ଜରିଆରେ କିଭଳି ସୁନା ଋଣ ହାସଲ କରିବେ

Proprietor Abhimanyu Maharana by Proprietor Abhimanyu Maharana
August 6, 2021
in ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
ୟୋନୋ ଏସ୍‌ବିଆଇ ଜରିଆରେ କିଭଳି ସୁନା ଋଣ ହାସଲ କରିବେ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ ( ୬ ଅଗଷ୍ଟ ଶୁକ୍ରବାର ) ଭୁବନେଶ୍ୱର :-  ଏସବିଆଇରେ ବ୍ୟକ୍ତିଗତ ସୁନା ଋଣ ନେବାର ସୁବିଧା ରହିଛି । ନିଜର ସୁନା ଗହଣା ସମେତ ବ୍ୟାଙ୍କରେ ବିକ୍ରି ହେଉଥିବା ସୁନା କଏନକୁ ବନ୍ଧକ ରଖିବା ସହ ସୀମିତ କାଗଜପତ୍ର କାମ ଓ କମ୍ ସୁଧ ହାରରେ ସୁନା ଋଣ ହାସଲ କରିହେବ । ବର୍ତମାନ ସମୟରେ ଜରୁରୀକାଳୀନ ପାଣ୍ଠି ପାଇଁ ସୁନା ଋଣ ହେଉଛି ସବୁଠୁ ସହଜ ଓ ସୁରକ୍ଷିତ ଉପାୟ । ୟୋନୋ ଏସବିଆଇରେ ସୁନା ଋଣ ପାଇଁ ଆବେଦନ କରିବା ଅତ୍ୟନ୍ତ ସହଜ :
 ନିଜ ଘରେ ଆରାମରେ ରହିବ ଋଣ ପାଇଁ ଆବେଦନ କରନ୍ତୁ
 ୮.୨୫% ଭଳି କମ୍ ସୁଧ ହାର (୨୦୨୧ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ୦.୭୫% ରିହାତି ରହିଛି)
 କମ୍ କାଗଜପତ୍ର କାମ
 ପ୍ରୋସେସିଂ ସମୟ କମ୍‌
 ଶାଖାରେ ଅପେକ୍ଷା ସମୟ କମ୍‌ ଚାରିଟି ସହଜ ଉପାୟରେ ୟୋନୋ ଏସବିଆଇକୁ ବ୍ୟବହାର କରି ସୁନା ଋଣ ହାସଲ କରନ୍ତୁ :
୧. ଋଣ ପାଇଁ ଆବେଦନ କରନ୍ତୁ
କ. ୟୋନୋ ଖାତା ବ୍ୟବହାର କରିବାକୁ ଲଗ୍ ଇନ୍ କରନ୍ତୁ
ଖ. ହୋମ୍ ପେଜ୍‌ରେ ମେନୁରେ କ୍ଲିକ୍ କରନ୍ତୁ
ଗ. ଋଣରେ କ୍ଲିକ୍ କରନ୍ତୁ
ଘ. ସୁନା ଋଣରେ କ୍ଲିକ୍ କରନ୍ତୁ
ଙ. ଆପ୍ଲାଏ ନାଓରେ କ୍ଲିକ୍ କରନ୍ତୁ
ଚ. ଗହଣାର ବିବରଣୀ ପୂରଣ କରନ୍ତୁ (ପ୍ରକାର, ମାନ, କ୍ୟାରେଟ ଓ ନିଟ୍‌ ଓଜନ) ଓ ତା’ ସହିତ ତଳକୁ ଦିଆଯାଇଥିବା ସ୍ଥାନଗୁଡ଼ିକରେ ବିବରଣୀ ଦିଅନ୍ତୁ (ଆବାସିକ ପ୍ରକାର, ପେସା ପ୍ରକାର), ମାସିକ ନିଟ୍ ଆୟ ପୂରଣ କରନ୍ତୁ ଏବଂ ଆବେଦନକୁ ଦାଖଲ କରନ୍ତୁ
୨. ସୁନା ସହିତ ଶାଖା ପରିଦର୍ଶନ କରନ୍ତୁ
କ. ବନ୍ଧକ ରଖିବାକୁ ଥିବା ସୁନା ସହିତ ୨ଟି ଫଟୋ ଓ କେୱାଇସି କାଗଜପତ୍ର ନେଇ ଶାଖାକୁ ଯାଆନ୍ତୁ

୩. କାଗଜପତ୍ରରେ ଦସ୍ତଖତ କରନ୍ତୁ
୪. ଋଣ ପାଆନ୍ତୁ
କିଏ ଏସ୍‌ବିଆଇ ସୁନା ଋଣ ନେଇପାରିବେ
 ୧୮ ବର୍ଷରୁ ଅଧିକ ବୟସ ହୋଇଥିବା ବ୍ୟକ୍ତି ଯାହାଙ୍କ ଆୟ ଉତ୍ସ ଥିବ ଓ ତା ସହିତ
 ପେନ୍‌ସନ୍‌ଭୋଗୀ (ଆୟର କୌଣସି ପ୍ରମାଣ ଦରକାର ନାହିଁ) ଋଣ ନେବା ଲାଗି ଦରକାର ହେଉଥିବା କାଗଜପତ୍ର
 ସୁନା ଋଣର ଆବେଦନ ସହିତ ଦୁଇଟି ଫଟୋଗ୍ରାଫ୍‌
 ଠିକଣାର ପ୍ରମାଣପତ୍ର ସହିତ ପରିଚୟ ପ୍ରମାଣପତ୍ର
ଋଣ ପରିମାଣ: ସର୍ବନିମ୍ନ-୨୦,୦୦୦ ଟଙ୍କା । ସର୍ବାଧିକ-୫୦ ଲକ୍ଷ ଟଙ୍କା ମାର୍ଜିନ୍‌-୨୫% (ବୁଲେଟ୍ ରିପେମେଂଟ୍ ଗୋଲ୍ଡ ଲୋନ୍‌ରେ ୩୫%) ସୁଧ ହାର-ବର୍ତମାନ ଏସବିଆଇ ଗ୍ରାହକଙ୍କୁ ୭.୫% ଭଳି କମ୍ ସୁଧରେ ସୁନା ଋଣ ଦେଉଛି ଋଚ୍ଚର ଅବଧି: ୩୬ ମାସ (ବୁଲେଟ୍ ରିପେମେଂଟ୍ ଗୋଲ୍ଡ ଲୋନ୍‌ରେ ୧୨ ମାସ- ଏଥିରେ ଋଣ ଅବଧିରେ ରିପେମେଂଟ୍‌ର କୌଣସି ସର୍ତ ନାହିଁ)
କେଉଁଠାରେ ଆବେଦନ କରିବେ
 ୟୋନୋ
 ଏସବିଆଇ ଶାଖା
ଫୋରକ୍ଲୋଜର ଫି’-ବ୍ୟାଙ୍କ ତରଫରୁ ଗ୍ରାହକମାନଙ୍କ ପାଇଁ ଫୋରକ୍ଲୋଜର
ଚାର୍ଜ ଓ ପ୍ରି-ପେମେଂଟ୍ ଜରିମାନାକୁ ଉଚ୍ଛେଦ କରାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version