• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଚାନ୍ଦପୁର ସେବା ସମବାୟ ସମିତି ଜବରଦଖଲକାରୀଙ୍କ କବଜାରେ – ହରିଲୁଟ ର ଗନ୍ତା ଘର

Proprietor Abhimanyu Maharana by Proprietor Abhimanyu Maharana
August 6, 2021
in ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଚାନ୍ଦପୁର ସେବା ସମବାୟ ସମିତି ଜବରଦଖଲକାରୀଙ୍କ କବଜାରେ – ହରିଲୁଟ ର ଗନ୍ତା ଘର
Share on FacebookShare on TwitterWhatsapp

ଭିଜିଲାନ୍ସ ତଦନ୍ତ କରାଯିବ ବୋଲି ଚାନ୍ଦପୁର ବାସୀ ସହମତି ପ୍ରଦାନ କରିଛନ୍ତି

ସମିତିର ଯାଗା ସମେତ କାର୍ଯ୍ୟାଳୟ ଗୃହ ନିଜସ୍ୱ ବ୍ୟବସାୟ ର ଆଡ୍ଡା ସ୍ଥଳୀ ଅଟେ । ମୋଟ ଆଠ ଜଣିଆ ପରିବାରର ଘର ଓ ବିଦ୍ୟୁତ ମାଗଣା ଯାହା ସମିତି ଭରଣା କରେ ଏ କଥାକୁ ସତେ ଯେମିତି କାହାର ନିଘା ନାହିଁ ।

ଓଡ଼ିଶା ତାଜା ନ୍ୟୁଜ ( ୬ ଅଗଷ୍ଟ ଶୁକ୍ରବାର) ଚାନ୍ଦପୁର ରିପୋର୍ଟ /ଅଭିମନ୍ୟୁ :- ନୟାଗଡ଼ ଜିଲ୍ଲା ରଣପୁର ତହସିଲ ଅନ୍ତର୍ଗତ ଚାନ୍ଦପୁର ସେବା ସମବାୟ ସମିତି ପୁରୁଣା ଜାତୀୟ ରାଜପଥ ପାର୍ଶ୍ଵ ଏବଂ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଓ ଚାନ୍ଦପୁର ଥାନା ମଝିରେ ଅବସ୍ଥିତ । ଯାହା କି ଏବେ ଏକ ପରିତ୍ୟକ୍ତ ଗୁହାଳ ଘର ର ଭ୍ରମ ସୃଷ୍ଟି କରୁଛି । ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ରୁ ଜଣାଯାଏ ଯେ ନବୀକରଣ ନାମରେ ଆସିଥିବା ଅର୍ଥ ମିଲିଭଗତ ରେ ଚଳୁ ହୋଇଯାଇଛି । ପୂର୍ତ୍ତି ଗନ୍ଧମୟ ପରିବେଶ ସାଙ୍ଗକୁ ଏକ ଜାଙ୍ଗଲିକ ବାତାବରଣ ସୃଷ୍ଟି ବାରି ହୋଇପଡୁଛି । ଏଠାରେ ଅବସ୍ଥାପିତ ସମ୍ପାଦକଙ୍କ ମନୋମୁଖୀ କାର୍ଯ୍ୟ , ଚାଷୀଙ୍କୁ ଠକେଇ ଜମାକାରୀ ଙ୍କ ଅର୍ଥ କୁ ହଡ଼ପ ଆଦି ଅନେକ ଅଭିଯୋଗ କୁ ଘଣ୍ଟ ଘୋଡ଼ାଇ ରଖୁଛନ୍ତି ଭାରପ୍ରାପ୍ତ ପ୍ରଶାସକ ।

କର୍ମଚାରୀ ମାନେ ଠିକ ସମୟରେ ଦରମା ନ ପାଇବା , ଠିକଣା ସମୟେ କାର୍ଯ୍ୟାଳୟ ନ ଖୋଲିବା ସବୁଦିନିଆ ଘଟଣା । ଏଠାରେ ଆର୍ଥିକ ତନଖି କର୍ତ୍ତୃପକ୍ଷ ଙ୍କ ଦ୍ଵାରାହୁଏ କି ନାହିଁ ତାହା ଈଶ୍ଵରଙ୍କୁ ଜଣା । ସବୁ ନାହିଁ ନାହିଁରେ ଅବ୍ୟବସ୍ଥା ମଧ୍ୟରେ ଚାଲିବା ଓ ଲୋକଙ୍କଠୁ ଗାଳିଗୁଲଜ ଓ ଥରେ ଅଧେ ମାଡ଼ ଖାଇବା ସମ୍ପାଦକଙ୍କ ଦେହ ସୁହା ହୋଇଗଲାଣି । ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଓ ସହକାରୀ ନିବନ୍ଧକ ସେବା ସମବାୟ ସମିତି ସମୂହ ନୟାଗଡ଼ଙ୍କ ଅଧୀନରେ ଆସୁଥିବା ଏହି ସମିତି କଥା ସଭିଏଁ ଜାଣି ଅଜଣା । ସବୁଠାରୁ ଲଜ୍ଜା ଆଉ ଆଶ୍ଚର୍ଯ୍ୟର କଥା ସମିତିର ଯାଗା ସମେତ କାର୍ଯ୍ୟାଳୟ ଗୃହ ନିଜସ୍ୱ ବ୍ୟବସାୟ ର ଆଡ୍ଡା ସ୍ଥଳୀ ଅଟେ । ମୋଟ ଆଠ ଜଣିଆ ପରିବାରର ଘର ଓ ବିଦ୍ୟୁତ ମାଗଣା ଯାହା ସମିତି ଭରଣା କରେ ଏ କଥାକୁ ସତେ ଯେମିତି କାହାର ନିଘା ନାହିଁ ।

ଏବେ ଏବେ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇ ପୁନଃ ଦାୟିତ୍ୱ ନେଇଥିବା ସମ୍ପାଦକ ଙ୍କ ଆଚାରଣ ଆଉ ଉଚାରଣ ଯଥା ପୂର୍ବ ତଥା ପର ଅଟେ । ଖଜୁରୀ ଗଛର କି ଗୁଣ ଗାଇବି ନ୍ୟାୟରେ ଆମୂଳଚୂଳ ଅସଜଡ଼ା ଅବ୍ୟବସ୍ଥା ଓ ବ୍ୟତିକ୍ରମର ଉଦାହରଣ ଅନେକ ଜିଲ୍ଲା ପ୍ରଶାସନର ଅଙ୍କୁଶ ଥିଲା ବୋଲି ମନେ ହୁଏ ନାହିଁ । କିଏ କହିବ କେବେ ସୁଧୁରିବ ଏହାର ଅବ୍ୟବସ୍ଥା । ” ମୋ ସରକାର ” କାର୍ଯ୍ୟକ୍ରମ ତଥା ୫ଟିର ଆସ୍ଥାଭାଜନ ହୋଇ କେଉଁଦିନ ଏ ସମିତି ସମର୍ପିତ ସେବାରେ ଜନତା ର ଲାଗିବ ଦେଖିବାକୁ ବାକି ରହିଲା ସାଧାରଣ ଜନତା ଙ୍କ ଅଭିଯୋଗ କେବେ କାର୍ଯ୍ୟକାରୀ ହେବ ଦେଖିବାକୁ ବାକି ରହିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ପଚାଶ ଦିନରେ : ସମୂହ ଦୀପଦାନ ଆରମ୍ଭ ହେଲା ସ୍ୱତନ୍ତ୍ର ଭାବେ ମନ୍ଦିର ପ୍ରଵେଶ ନିମନ୍ତେ ପ୍ରଚାର ପତ୍ର୍ ବଣ୍ଟନ

ପଚାଶ ଦିନରେ : ସମୂହ ଦୀପଦାନ ଆରମ୍ଭ ହେଲା ସ୍ୱତନ୍ତ୍ର ଭାବେ ମନ୍ଦିର ପ୍ରଵେଶ ନିମନ୍ତେ ପ୍ରଚାର ପତ୍ର୍ ବଣ୍ଟନ

May 21, 2026
ପୁରୀ ଆଇ. ଏମ. ଟି ଫାର୍ମାସୀ କଲେଜରେ କ୍ୟାମ୍ପସ୍ ନିଯୁକ୍ତି ମେଳା ଆୟୋଜିତ

ପୁରୀ ଆଇ. ଏମ. ଟି ଫାର୍ମାସୀ କଲେଜରେ କ୍ୟାମ୍ପସ୍ ନିଯୁକ୍ତି ମେଳା ଆୟୋଜିତ

May 21, 2026
ଅରୁନ୍ଧତୀ ଜୁଏଲାରୀ ଆଗରେ କର୍ମଚାରୀଙ୍କ ହୋହଲ୍ଲା

ଅରୁନ୍ଧତୀ ଜୁଏଲାରୀ ଆଗରେ କର୍ମଚାରୀଙ୍କ ହୋହଲ୍ଲା

May 21, 2026
ଟିକାବାଲି ରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଟିକାବାଲି ରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

May 21, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ପଚାଶ ଦିନରେ : ସମୂହ ଦୀପଦାନ ଆରମ୍ଭ ହେଲା ସ୍ୱତନ୍ତ୍ର ଭାବେ ମନ୍ଦିର ପ୍ରଵେଶ ନିମନ୍ତେ ପ୍ରଚାର ପତ୍ର୍ ବଣ୍ଟନ

ପଚାଶ ଦିନରେ : ସମୂହ ଦୀପଦାନ ଆରମ୍ଭ ହେଲା ସ୍ୱତନ୍ତ୍ର ଭାବେ ମନ୍ଦିର ପ୍ରଵେଶ ନିମନ୍ତେ ପ୍ରଚାର ପତ୍ର୍ ବଣ୍ଟନ

May 21, 2026
ପୁରୀ ଆଇ. ଏମ. ଟି ଫାର୍ମାସୀ କଲେଜରେ କ୍ୟାମ୍ପସ୍ ନିଯୁକ୍ତି ମେଳା ଆୟୋଜିତ

ପୁରୀ ଆଇ. ଏମ. ଟି ଫାର୍ମାସୀ କଲେଜରେ କ୍ୟାମ୍ପସ୍ ନିଯୁକ୍ତି ମେଳା ଆୟୋଜିତ

May 21, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version