No Result
View All Result
ଓଡ଼ିଶା ତାଜାନ୍ୟୁଜ (୨୦ ଜୁଲାଇ ମଙ୍ଗଳବାର) ଓଡ଼ଗାଁ :- ବଂଶୀଧର ଇଂଟରନାସୀନାଲ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲା ବ୍ୟାପି ଅନୁଷ୍ଠିତ ସବୁଜ ସଚେତନତା ପଦଯାତ୍ରା ଆଜି ଗତ 19,07,2021ରିଖ ଦିନ ଓଡ଼ଗାଁ ରଘୁନାଥ ପୀଠରୁ ପଦଯାତ୍ରା ଆରମ୍ଭ କରି ଆଜି ଦ୍ୱିତୀୟ ଦିନରେ ପହଂଚିଚି ,ଓଡ଼ଗାଁ ଏନେସି ର ପ୍ରତି ଘର ଘର ବୁଲି 3000 ରୁ ଉର୍ଦ୍ଧ ପିଜୁଳି, ଲେମ୍ବୁ ,ଅଁଳା , ଡାଳିମ୍ବ ଚାରା ବଣ୍ଟନ କରାଯାଇଛି ,ଫାଉଣ୍ଡେସନ ର ଅଧକ୍ଷ ମନୋଜ କୁମାର ସାହୁଙ୍କ ପୌରହିତ ରେ ଏହି କାର୍ଯ୍ୟ ସମ୍ପର୍ଣ ହୋଇ ଥିଲା ,ଏହି କାର୍ଯ୍ୟକ୍ରମ କୁ ପବ୍ଲିକ ରାଇଟସ asuastion ର ସମସ୍ତ ସଭ୍ୟ ସଭ୍ୟା ସହଯୋଗ ର ହାତ ବଢ଼ାଇ ଥିଲେ,
ଯଥା asuastion ଓଡ଼ଗାଁ ବ୍ଲକ ସଭାପତି ବିଦ୍ୟାଧର ଦାସ , ସମ୍ପାଦକ ,ଭଗିରଥି ଜେନା ,ମହିଳା ଶାଖା ସଭାନେତ୍ରୀ – ଜଲୀଦାସ , ରାଜଲକ୍ଷ୍ମୀ ସେନାପତି , ନମିତା ଜେନା ,ନଳିନୀ ସାହୁ ,ଶାନ୍ତିଲତା ଜେନା , ଏବଂ ଫାଉଣ୍ଡେସନ ର ସମ୍ପାଦକ ଉମେଶ ଚନ୍ଦ୍ର ପଟନାୟକ ,ବସନ୍ତ କୁମାର କର ,ସନ୍ତୋଷ ମିଶ୍ର , ପୂର୍ଣ୍ଣ ପ୍ରlଣୀଗାହୀ ,ଗିରିଜା ମହାନ୍ତି , ସିନି ନାୟକ ,ରାଜ ମଳିକ ,ନିର ରାଉତ , ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ,
ଏବଂ ଓଡ଼ଗାଁ ଡାକ୍ତରଖାନା ପରିସରରେ ଅନୁଷ୍ଠାନ ତରଫରୁ ବୃକ୍ଷ ରୋପଣ କରାଯାଇଥିଲା , ମୁଖ୍ୟଅତିଥି ଭାବେ,ସମାଜ ସେବୀ ବିନୋଦିନୀ ମହାନ୍ତି ,କଳାକାର ରବୀନ୍ଦ୍ର ରାଉତ ,ବିମଲ ଦାସ ଯୋଗ ଦେଇଥିଲେ ଫାଉଣ୍ଡେସନ ର ସଭାପତି ମନୋଜ କୁମାର ସାହୁ କହିଥିଲେ 19,07,2021ରୁ 29 ଦୀର୍ଘ 10 ଦିନ ଧରି ଜିଲ୍ଲାବ୍ୟାପି ଚାରା ବଣ୍ଟନ କାର୍ଯ୍ୟକ୍ରମ କରାଯିବା , (ରିପୋର୍ଟ – ରାମକୃଷ୍ଣ ରଥ )
No Result
View All Result