No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଜୁଲାଇ ସୋମବାର) ରାୟଗଡ଼ :- ଗଜପତି ରାୟଗଡ଼ ବ୍ଲକ ତାଳମୁଣ୍ଡା ପଂଚାୟତ ଆବାସିଙ୍ଗି ଗ୍ରାମର ତଳ ସାହି ବାସିନ୍ଦା ଅବସର ପ୍ରାପ୍ତ ଶିକ୍ଷକ ସ୍ବର୍ଗତ ମାଧବ ଭୂୟାଁଙ୍କ 86ବର୍ଷ ରେ ଆଜି ଭୋର ପାଞ୍ଚଟା ରେ ନିଜ ବାଷ ଭବନ ଠାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ତାଙ୍କ ନିକଟରେ ଧର୍ମ ପତ୍ନୀ ରୁପି ଭୂୟାଁ ଚାରି ପୁଅ, ତିନି ଝିଅ, ନାତି ନାତୁଣୀ ତାଙ୍କ ନିକଟରେ ଥିଲେ ! ସ୍ବର୍ଗତ ଭୂୟାଁ ଜଣେ ମେଳାପୀ, ପରାପକାରୀ, ନିର୍ମାୟିକ,ଧାର୍ମିକ ଦିବ୍ୟ ଜୀବନ ସଙ୍ଘ ସତସଙ୍ଗ ପ୍ରେମୀ ଥିଲେ ! ତାଙ୍କରି ମୃତୁ ଖବର ଶୁଣି ଆଖ ପାଖ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାଶଭବନ କୁ ଆଶି ଶେଷ ଦର୍ଶନ କରିଥିଲେ !
(ବିଡିଓ)ସୁଧାକର ରଇତ,ଗଙ୍ଗା ଧର ଶବର,ପୂର୍ବ ତନ ସରପଞ୍ଚ ପାତ୍ର ଭୂୟାଁ,ସୁଷମା ନାୟକ,ବନମାଳି ଭୂୟାଁ, ସରପଞ୍ଚ ,ସମିତି ସଭ୍ୟ ରାଜ କିଶୋର ଭୂୟାଁ,ବିଦ୍ୟାଧର ଶବର,କରୁଣା କର କର୍ଜୀ,ତ୍ରିନାଥ ଭୂୟାଁ, ବନମାଳି ଭୂୟାଁ, ଚୌଧୁରୀ ଗମାଙ୍ଗ,ସତ୍ୟ ବାନ କର୍ଜୀ,ନବ କିଶୋର ଶବର ପୂର୍ବ ତନ ବ୍ଲକ ଅଧକ୍ଷ,ମୋନଜ କୁମାର ଭୂୟାଁ ସରପଞ୍ଚ,ଭିକାରି ଶବର, ଚୈତନ୍ୟ ରାଇକା, ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ! (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି)
No Result
View All Result