• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମୋ କଲେଜ ଅଭିଯାନ ରେ ସାମିଲ ହୋଇ GM University କୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି : ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ନାରାୟଣୀ ପଣ୍ଡାଙ୍କ ସାକ୍ଷାତତ୍କାର

Proprietor Abhimanyu Maharana by Proprietor Abhimanyu Maharana
July 18, 2021
in ଓଡ଼ିଶା, ମହାନଗର, ସମ୍ବଲପୁର, ହୋମ୍
0
ମୋ କଲେଜ ଅଭିଯାନ ରେ ସାମିଲ ହୋଇ GM University କୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି : ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ନାରାୟଣୀ ପଣ୍ଡାଙ୍କ ସାକ୍ଷାତତ୍କାର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ ( ୧୮ ଜୁଲାଇ ରବିବାର ) ସମ୍ବଲପୁର  :- ବୟସ ୮୪ ବର୍ଷ। ତାଙ୍କ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ । କିଛି କରିବାର ନିଶା ପାଇଁ ମୋ କଲେଜ ଅଭିଯାନ ରେ ସାମିଲ ହୋଇ GM University କୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ସମ୍ବଲପୁର ର ଡାକ୍ତର ନାରାୟଣୀ ପଣ୍ଡା । ସମ୍ବଲପୁର ଗସ୍ତ ସମୟରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସେହି ହୃଦୟବାନ ମହିଳାଙ୍କ ସହିତ କିଛି ସମୟ ଅତିବାହିତ କରିଥିଲେ । ମନ୍ତ୍ରୀ ତାଙ୍କ ସହ ମୋ କଲେଜ ଅଭିଯାନ ପ୍ରତି ଥିବା ତାଙ୍କର ଶ୍ରଦ୍ଧା ଓ ଆନ୍ତରିକତା ବିଷୟରେ ପଚାରି ବୁଝିଥିଲେ ।

ମନ୍ତ୍ରୀ ତାଙ୍କୁ ପଚାରିଥିବା କିଛି ପ୍ରଶ୍ନର ଉତ୍ତର

୧- GM Collegeରେ ଆପଣ କେଉଁ ମସିହାରେ ପଢୁଥିଲେ ?

ଉ. ୧୯୫୩ ରୁ ୧୯୫୫ ମସିହା ପ୍ରଯ୍ୟନ୍ତ ଦୁଇବର୍ଷ ମୁଁ ସେହି କଲେଜ ରେ ଆଇ. ଏ. ସି ପଢ଼ୁଥିଲି। ପର ମୁହୂର୍ତ୍ତରେ ୧୯୫୭ ମସିହାରେ SCB college ରେ ମେଡିକାଲ ପଢିଲି। ସେହି ସମୟରେ ମେଡିକାଲ ପଢିବା ପାଇଁ GM College Trust ତରଫରୁ ପ୍ରତି ମାସରେ ୨୫ ଟଙ୍କା ଆକାରରେ ଛାତ୍ରବୃତ୍ତି ପ୍ରଦାନ କରାଯାଉ ଥିଲା ।

୨- ମୋ କଲେଜ ଅଭିଯାନ ପ୍ରତି ଆନ୍ତରିକତା କେବେଠାରୁ ଆପଣଙ୍କ ଭିତରେ ଜାଗ୍ରତ ହେଲା ?

ଉ. ଯେଉଁ କଲେଜ ପାଇଁ ମୁଁ ଆଜି ଡାକ୍ତରାଣୀ ହୋଇପାରିଛି, ତା ପାଇଁ ମୁଁ କିଛି କରିପାରୁନଥିବାରୁ ମନରେ ଅନେକ ଅବଶୋଷ ରହିଯାଇଥିଲା। ହେଲେ ଯେତେବେଳେ ମୁଖ୍ୟମନ୍ତ୍ରୀ ଙ୍କ କରକମଳରେ ମାର୍ଚ୍ଚ ୨୧, ୨୦୨୧ ତାରିଖରେ ମୋ କଲେଜ ଅଭିଯାନ ର ପୋର୍ଟାଲ ପୁରାତନ ଛାତ୍ର ଛାତ୍ରୀଙ୍କ ପାଇଁ ଉନ୍ମୋଚନ କରାଗଲା, ସେବେଠାରୁ ଏହା ପ୍ରତି ମୋର ଆଗ୍ରହ ସୃଷ୍ଟି ହେଲା। ମୋ ପ୍ରତି କଲେଜ ର ଯେଉଁ ଅବଦାନ ରହିଥିଲା ତାର ଋଣ ସୁଝିବା ଏହାହିଁ ପ୍ରକୃତ ମାଧ୍ୟମ ବୋଲି ମତେ ହୃଦବୋଧ ହେଲା ।

୩- ମୋ କଲେଜ ଅଭିଯାନ କୁ ନେଇ ଆପଣଙ୍କ ମତ କଣ ?

ଉ.- ମୋ କଲେଜ ଅଭିଯାନ ମାଧ୍ୟମରେ ଜଣେ ପୁରାତନ ଛାତ୍ର ଯେତିକି ଅର୍ଥ କଲେଜ କୁ ପ୍ରଦାନ କରିଥାଏ ତାର ଦୁଇ ଗୁଣ ଅର୍ଥ ରାଜ୍ୟ ସରକାର ସେହି କଲେଜକୁ ପ୍ରଦାନ କରିଥାନ୍ତି । ଏହା ନିଶ୍ଚିତଭାବେ ପ୍ରଶଂସା ଯୋଗ୍ୟ ।

୪- ଆପଣ ମୋ କଲେଜ ଅଭିଯାନ ରେ ସାମିଲ ହେଲା ପରେ ଅନ୍ୟକୁ କଣ ପ୍ରେରଣା ଦେବେ ?

ଉ.ମୁଁ ଡାକ୍ତର ଚାକିରୀ କରି ନିଜେ ପ୍ରତିଷ୍ଠିତ ହେବା ସହ କିଛି ଅର୍ଥ ରାଶି ଜମା କରି ରଖିଥିଲି, ସେହି ଜମା ପୁଞ୍ଜିକୁ ଭାଙ୍ଗି ମୁଁ କଲେଜ କୁ ଦାନ କରିଛି । ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଙ୍କ ସହଯୋଗରେ ଶିକ୍ଷାନୁଷ୍ଠାନ ର ଗୁଣାତ୍ମକ ଓ ଶୈକ୍ଷିକ ବାତାବରଣ କୁ ପରିବର୍ଦ୍ଧିତ କରିବା ଲାଗି ଆରମ୍ଭ ହୋଇଛି ମୋ କଲେଜ ଅଭିଯାନ । ମୋ ଭଳି ସମସ୍ତ ପୁରାତନ ଛାତ୍ର ଛାତ୍ରୀମାନେ ସହଯୋଗ ର ହାତ ବଢ଼େଇ ନିଜ ନିଜ କଲେଜ କୁ ବିକାଶ କରିବାରେ ସହାୟକ ହୁଅନ୍ତୁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ରାଜ୍ୟ ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ

March 7, 2026
ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ – ମହତପଲ୍ଲାରେ ବାର୍ଷିକ ଉତ୍ସବ

March 7, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE  PROTEST

ALL ODISHA CONTRACTORS WELFARE ASSOCIATION HAS WITHDRAWN FROM THE PROTEST

March 7, 2026
ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

ପ୍ରଜନନ ସଚେତନତା ବୃଦ୍ଧି ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଓଏସିସ୍ ଫର୍ଟିଲିଟିର ‘ଜନନୀ ଯାତ୍ରା’

March 7, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version