• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଲାନ୍ଥ ନଦୀ ଉପରେ ବ୍ରିଜ ନିର୍ମାଣ ଅଞ୍ଚଳ ବାସୀ ଙ୍କ ଦୀର୍ଘ ଦିନ ର ଦାବି : ପ୍ରଶାସନ ର ପ୍ରତିଶୃତି ପାଣି ର ଗାର – କୋଶଳ ରାଜ୍ୟ ସମ୍ବନିୟ ସମିତି

Proprietor Abhimanyu Maharana by Proprietor Abhimanyu Maharana
July 16, 2021
in ଓଡ଼ିଶା, ବଲାଙ୍ଗିର, ହୋମ୍
0
ଲାନ୍ଥ ନଦୀ ଉପରେ ବ୍ରିଜ ନିର୍ମାଣ  ଅଞ୍ଚଳ ବାସୀ ଙ୍କ ଦୀର୍ଘ ଦିନ ର ଦାବି : ପ୍ରଶାସନ ର ପ୍ରତିଶୃତି ପାଣି ର ଗାର – କୋଶଳ ରାଜ୍ୟ ସମ୍ବନିୟ ସମିତି
Share on FacebookShare on TwitterWhatsapp

କତରଲଗା ଓ ଧୁମାଭଟା ଲାନ୍ଥ ନଦୀ ଉପରେ ବ୍ରିଜ ନିର୍ମାଣ ଦାବିରେ ଅଞ୍ଚଳ ବାସୀ ଜଳ ସତ୍ୟାଗ୍ରହ ।

ଓଡ଼ିଶା ତାଜା ନ୍ୟୁଜ (୧୬ ଜୁଲାଇ ଶୁକ୍ରବାର ) ପାଟଣାଗଡ଼ :- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ଓ ମୁରିବାହାଲ ବ୍ଳକ ଶେଷ ସିମା ରେ ଯାଇଥିବା ଲାନ୍ଥ ନଦୀ ଉପରେ ବ୍ରିଜ ନିର୍ମାଣ କରିବା ଦାବିରେ ଆଜି ଅଞ୍ଚଳ ବାସୀ ଆଜି ଲାନ୍ଥ ନଦୀ ସ୍ରୋତ ଧାରରେ ଜଳ ସତ୍ୟାଗ୍ରହ ଧାରଣା ରେ ବସିଥିଲେ । କୋଶଳ ରାଜ୍ୟ ସମ୍ବନିୟ ସମିତି ପାଟଣାଗଡ଼ ଙ୍କ ନେତୃତ୍ବରେ ଅନୁଷ୍ଠିତ ଜଳ ସତ୍ୟାଗ୍ରହ ଧାରଣା ରେ ଅଞ୍ଚଳ ବାସୀ ଦାବି ଅନୁଯାୟୀ ପାଟଣାଗଡ଼ ରୁ ଟିଟିଲାଗଡ଼ ଭାୟା ଧୁମା ଭଟା କରତଲଗା କୁ ସଂଯୋଗ କରୁଥିବା ଏହି ମୂଖ୍ୟ ରାସ୍ତା ରେ କତରଲଗା ରୁ ଧୁମାଭଟା ମଧ୍ୟରେ ଏହି ବୃହତ ଲାନ୍ଥ ନଦୀ ପଡୁଥିବା ହେତୁ ଅଞ୍ଚଳ ବାସୀ କୁ ବିଛିନ୍ନ କରି ଦେଉଥିବା ଅଭିଯୋଗ କରିଛନ୍ତି ।

ଅନ୍ୟ ପକ୍ଷରେ ମୁରିବାହାଲ ବ୍ଳକ ର ଜନସାଧାରଣ ସମେତ ସ୍କୁଲ କଲେଜ ଛାତ୍ର ଛାତ୍ରୀ , ରୋଗୀ , ବ୍ୟବସାୟୀ , ଧୁମାଭଟା କଲେଜ ଛାତ୍ର ଛାତ୍ରୀ , ରୋଗୀ ମାନେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ଓ ଅନ୍ୟାନ୍ୟ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି । ସେହିଭଳି ବେଲପଡା , ପାଟଣାଗଡ଼,ଧୁମାଭଟା ଅଞ୍ଚଳ ର ଜନସାଧାରଣ ମଧ୍ୟ ଅନେକ ସରକାରୀ ଓ ବେସରକାରୀ ତଥା ବ୍ୟବସାୟ ପାଇଁ ମୁରିବାହାଲ ଓ ଟିଟିଲାଗଡ଼ ଉପରେ ନିର୍ଭର କରିଥାନ୍ତି । ଯାହାକି କତରଲଗା ଓ ଧୁମାଭଟା ରାସ୍ତା ରେ ପଡୁଥିବା ପ୍ରବାହିତ ବୃହତ ଲାନ୍ଥ ନଦୀ ପାର ହୋଇ ଯିବାକୁ ପଡୁଥାଏ । ଯାହାଫଳରେ ଉଭୟ ଅଞ୍ଚଳର ଜନସାଧାରଣ ଛାତ୍ର ଛାତ୍ରୀ ବ୍ୟବସାୟୀ ରୋଗୀ ଯାତାୟତ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । କେହି କେହି ନଦୀ ପ୍ରବାହିତ ହେଉଥିବା ପାଣି ସ୍ରୋତ ରେ ପାର ହେଉଥିବା ହେତୁ ବିପଦ ସଂକୁଳ ଭାବରେ ଯାତାୟତ କରିଥାନ୍ତି ।

ଏହି ନଦୀ ଉପରେ ବ୍ରିଜ ନିର୍ମାଣ କରିବା ପାଇଁ ଅଞ୍ଚଳ ବାସୀ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଜିଲ୍ଲା ପ୍ରଶାସନ ଜନପ୍ରତିନିଧି ,ରାଜନେତା ଙ୍କୁ ବାରମ୍ବାର ଆପତ୍ତି ଅଭିଯୋଗ କରିଆସୁଥିଲେ ମଧ୍ୟ ପ୍ରତିଶ୍ରୁତି ପ୍ରତିଶୃତି ରେ ରହିଯାଉଛି ବୋଲି ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି । ସରକାର ବିଭିନ୍ନ ଯୋଜନା ଉପରେ ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ଆମ ଅଞ୍ଚଳ ବାସୀ ଙ୍କ ଅଣଦେଖା କରୁଥିବା ସହ କୁତ୍ରିମ ଅବେହେଲା କରୁଥିବା ଯୋଗୁଁ ଅଞ୍ଚଳବାସୀ ଙ୍କୁ ଦୈନନ୍ଦିନ ସମସ୍ୟା ଭୋଗିବାକୁ ପଡ଼ିଛି ବୋଲି ଅଭିଯୋଗ କରିଛନ୍ତି ।

ଅଞ୍ଚଳର ବୃ‌ହତ ସମସ୍ୟା ର ସମାଧାନ ପାଇଁ ଅଞ୍ଚଳ ବାସୀ ଜନସ୍ବାର୍ଥ କୁ ଦୃଷ୍ଟି ରଖି ଲାନ୍ଥ ନଦୀ ଉପରେ ବ୍ରିଜ ନିର୍ମାଣ କରିବା ଦାବିରେ ମୂଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟରେ ବେଲପଡା ଓ ମୁରିବାହାଲ ବ୍ଳକ ର ତହସିଲଦାର ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ଯଦି ପ୍ରଶାସନ କୈାଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଆଗାମୀ ଦିନରେ ଭୟାବହ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି । ଆଜି ର ଜଳ ସତ୍ୟାଗ୍ରହ ରେ କୋଶଳ ରାଜ୍ୟ ସମ୍ବନିୟ ସମିତି ଯୁଗ୍ମ ସଂପାଦକ ଗିରିଧାରୀ ଭୋଇ , ସଭାପତି ବନମାଳୀ ନାଏକ , ଅଚ୍ୟୁତ ସିପୁନ ଖମାରି , ଉମେଶ ବିଶ୍ଵାଳ, ବସୁଦେବ ରାଉତ , ଗାନ୍ଧୀ ବନଗୁଲା , ରାମାନନ୍ଦ ଭୋଇ ,ରୁଦ୍ରା ଧର ନାଗ ପ୍ରମୁଖ ଙ୍କ ସମେତ ଶତାଧିକ ମହିଳା ପୁରୁଷ ଯୋଗଦେଇ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଟଙ୍କା, ସୁନାଚେନ ଓ କାନଫୁଲ ପୋଲିସ ପ୍ରକୃତ ମାଲିକଙ୍କୁ ଫେରାଇଲା

ଟଙ୍କା, ସୁନାଚେନ ଓ କାନଫୁଲ ପୋଲିସ ପ୍ରକୃତ ମାଲିକଙ୍କୁ ଫେରାଇଲା

June 11, 2026
ବାଇକ ଚାଳକ ଙ୍କୁ ମାଡ ମାରି ଲୁଟ ଘଟଣା ରେ ୫ ଡ଼କାୟତ ଗିରଫ : ଲୁଟ୍ ସାମଗ୍ରୀ ଜବତ

ବାଇକ ଚାଳକ ଙ୍କୁ ମାଡ ମାରି ଲୁଟ ଘଟଣା ରେ ୫ ଡ଼କାୟତ ଗିରଫ : ଲୁଟ୍ ସାମଗ୍ରୀ ଜବତ

June 11, 2026
ଚଳନ୍ତା ଟ୍ରାକ୍ଟର ରୁ ଖସି ନାବାଳକ ର ମୃତ୍ୟୁ

ଚଳନ୍ତା ଟ୍ରାକ୍ଟର ରୁ ଖସି ନାବାଳକ ର ମୃତ୍ୟୁ

June 10, 2026
କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

କନ୍ଧମାଳ ଜିଲ୍ଲାର ବରିଷ୍ଠ ପ୍ରତିଷ୍ଠିତ ବ୍ୟକ୍ତି ସିମାଞ୍ଚଳ ଆଚାର୍ଯ୍ୟ ଙ୍କ ପରଲୋକ : ବିଭିନ୍ନ ମହଲରୁ ଶୋକ ପ୍ରକାଶ

June 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଟଙ୍କା, ସୁନାଚେନ ଓ କାନଫୁଲ ପୋଲିସ ପ୍ରକୃତ ମାଲିକଙ୍କୁ ଫେରାଇଲା

ଟଙ୍କା, ସୁନାଚେନ ଓ କାନଫୁଲ ପୋଲିସ ପ୍ରକୃତ ମାଲିକଙ୍କୁ ଫେରାଇଲା

June 11, 2026
ବାଇକ ଚାଳକ ଙ୍କୁ ମାଡ ମାରି ଲୁଟ ଘଟଣା ରେ ୫ ଡ଼କାୟତ ଗିରଫ : ଲୁଟ୍ ସାମଗ୍ରୀ ଜବତ

ବାଇକ ଚାଳକ ଙ୍କୁ ମାଡ ମାରି ଲୁଟ ଘଟଣା ରେ ୫ ଡ଼କାୟତ ଗିରଫ : ଲୁଟ୍ ସାମଗ୍ରୀ ଜବତ

June 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version