• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବେଦାନ୍ତ ପକ୍ଷରୁ ଭିଡିଓ ଅଭିଯାନ “ଫର ଏ ବେଟର କାଲ” ମାଧ୍ୟମରେ ସାମାଜିକ ପରିବର୍ତନ ଅଭିଯାନର ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
July 9, 2021
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ବେଦାନ୍ତ ପକ୍ଷରୁ ଭିଡିଓ ଅଭିଯାନ “ଫର ଏ ବେଟର କାଲ” ମାଧ୍ୟମରେ ସାମାଜିକ ପରିବର୍ତନ ଅଭିଯାନର ଶୁଭାରମ୍ଭ
Share on FacebookShare on TwitterWhatsapp
  • ଏହି ଅଭିଯାନ ଜୁଲାଇ ୧୦ରେ ମୁଖ୍ୟସ୍ରୋତ ଓ ଡିଜିଟାଲ ପ୍ଲାଟଫର୍ମରେ ସିଧା ପ୍ରସାରିତ ହେବ ।

  • ସ୍ୱାସ୍ଥ୍ୟ, ଶିକ୍ଷା,ପୋଷଣ,ମହିଳା ସଶକ୍ତିକରଣ ଓ ପରିଛନ୍ନତା ଏହି ଅଭିଯାନର ମୁଖ୍ୟ ବିଷୟ ରହିବ । ତୃଣମୂଳ ସ୍ତରରେ ମହିଳା ଓ ପିଲାମାନଙ୍କ ଜୀବନରେ ପରିବର୍ତନ ଆଣିବା ପାଇଁ ୨୩୦୦ ନନ୍ଦଘର ମାଧ୍ୟମରେ ଆଗଧାଡ଼ିର କର୍ମଚାରୀଙ୍କୁ ସମ୍ମାନିତ କରାଯିବ ।

  •  ନନ୍ଦଘରର ଲକ୍ଷ୍ୟ ହେଉଛି ସାରା ଭାରତରେ୧୪ ଲକ୍ଷ ଅଙ୍ଗନୱାଡ଼ି ମାଧ୍ୟମରେ ୭ କୋଟି ପିଲା ଓ ୨ କୋଟି ମହିଳାଙ୍କ ଜୀବନରେ ପରିବର୍ତନ ଆଣିବା ।

ଓଡ଼ିଶା ତାଜା ନ୍ୟୁଜ୍ ( ୦୯ ଜୁଲାଇ , ଶୁକ୍ରବାର ) ଭୁବନେଶ୍ୱର :-  ବେଦାନ୍ତ ଏହାର ଫ୍ଲାଗସିପ ପ୍ରୋଜେକ୍ଟ ନନ୍ଦଘର ମାଧ୍ୟମରେ ଏକ ସାମାଜିକ ପରିବର୍ତନ ଅଭିଯାନ ଆରମ୍ଭ କରିଛି ଏହାର ଲକ୍ଷ୍ୟ ହେଉଛି ସ୍ୱାସ୍ଥ୍ୟ, ଶିକ୍ଷା, ପୋଷଣ, ମହିଳା ସଶକ୍ତିକରଣ ଓ ପରିଛନ୍ନତା ପ୍ରଭୃତି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଧ୍ୟାନ ପ୍ରଦାନ କରିବା । ଏହି ଅଭିଯାନର ଶିରୋନାମାକୁ ଫରଏ ବେଟର କାଲ ରଖା ଯାଇଛି । ଏହା ଦ୍ୱାରା ଗ୍ରାମାଂଚଳ ଓ ସହରାଂଚଳ ମଧ୍ୟରେ ରହିଥିବା ବ୍ୟବଧାନକୁ ଦୂର କରାଯାଇ ପାରିବ । ଏହି ଅଭିଯାନର ଅଂଶ ଭାବରେ କଂପାନି ନନ୍ଦଘରର ଆଗଧାଡ଼ିର କର୍ମଚାରୀମାନଙ୍କ ପାଇଁ ପାଂଚୋଟି ଭିଡିଓ ଉନ୍ମୋଚନ କରିବ ଯେଉଁମାନେ ଗୋଷ୍ଠୀର ଉନ୍ନତି ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି । ଏହି ନନ୍ଦଘର ପ୍ରୋଜେକ୍ଟଟି ଅନିଲ ଅଗ୍ରୱାଲ ଫାଉଣ୍ଡେସନ ଆନୁକୂଲ୍ୟରେ ପରିଚାଳିତ ହେଉଛି । ଏହା କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ସହଯୋଗରେ ଅଙ୍ଗନୱାଡ଼ି ଇକୋସିଷ୍ଟମକୁ ପରିବର୍ତନ କରୁଛି । ମାକନାନ ୱାର୍ଲଡ ଗ୍ରୁପ ଦ୍ୱାରା ଏହି ଅଭିଯାନର ପରିକଳ୍ପନା ପ୍ରସ୍ତୁତ ହୋଇଛି, ଯେଉଁଥିରେ ଶିକ୍ଷା ଓ ନୂଆ ଶିକ୍ଷଣ ଢାଂଚାକୁ ଗ୍ରାମାଂଚଳ ସ୍ତରରେ ପ୍ରଣୟନ କରାଯାଇ ଏପରିକି ଲକଡାଉନ ସମୟରେ ପ୍ରାକ୍ ଶୈଶବକାଳୀନ ଶିକ୍ଷା ପ୍ରଦାନ କରାଯାଉଛି । ଏହି ମଡ୍ୟୁଲ ପୂବରୁ ସହରାଂଚଳରେ ପରିଚାଳିତ ହେଉଥିଲା, ବର୍ତମାନ ଏହାକୁ ନନ୍ଦଘର ମାଧ୍ୟମରେ ଗ୍ରାମାଂଚଳ ସ୍ତରରେ ଚାଲୁ କରାଯିବା ପାଇଁ ପ୍ରୟାସ କରାଯାଉଛି ।

ଅନ୍ୟ ଏକ ଭିଡିଓରେ ଗୋଷ୍ଠୀରେ ଉନ୍ନତ ସ୍ୱାସ୍ଥ୍ୟ ସେବାର ପ୍ରସାର ବିଷୟ ରଖାଯାଇଛି । ଯେଉଁ ସବୁ ଲୋକମାନଙ୍କ ପାଇଁ ଡାକ୍ତରୀ ସେବା ଅପହଂଚ ଥିଲା ସେହିସବୁ ଗ୍ରାମର ଲୋକମାନେ ଆଜି ନନ୍ଦଘର ମାଧ୍ୟମରେ ଏହି ସେବା ପାଇବାକୁ ସକ୍ଷମ ହୋଇ ପାରିଛନ୍ତି । କଂପାନି ଏହି ଭିଡିଓ ଗୁଡ଼ିକୁ ଏକାଧିକ ଜାତୀୟ ଟେଲିଭିଜନ ଚ୍ୟାନେଲ ସହିତ ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଟିଭିସି ଭାବରେ ପ୍ରସାରିତ କରିବ । ଡିଜିଟାଲ, ବାହ୍ୟ ଓ ଖୁଚୁରା ସକ୍ରିୟ ପ୍ଲାନ ଦ୍ୱାରା ସମର୍ଥିତ ଅଗ୍ରଣୀ ଚ୍ୟାନେଲ ଗୁଡ଼ିକରେ ଏହା ପ୍ରସାରିତ ହେବ । ଏହି ପଦକ୍ଷେପ ସଂପର୍କରେ ବେଦାନ୍ତ ସମ୍ବଳର ନିର୍ଦ୍ଦେଶକ, ଶ୍ରୀମତି ପ୍ରିୟା ଅଗ୍ରୱାଲ ହେବର, କହିଛନ୍ତ ିଯେ “ ସବୁ ମହିଳା ଓ ପିଲାମାନେ ସମାନ ଶିକ୍ଷା ସୁବିଧା ପାଇବା ଉଚିତ । ବେଦାନ୍ତ ନନ୍ଦଘର ଗ୍ରାମାଂଚଳର ମହିଳା ଓ ଶିଶୁ ମାନଙ୍କ ବିକାଶ ଲାଗି ସେମାନଙ୍କ ପାଇଁ ଉତମ ପୋଷଣ, ଶିକ୍ଷା, ସ୍ୱାସ୍ଥ୍ୟ ଯତ୍ନ ଓ ଦକ୍ଷତାର ବିକାଶ ପାଇଁ କାର୍ଯ୍ୟ କରୁଛି । ଯଦ୍ୱାରା ସେମାନେ ଆତ୍ମ ନିର୍ଭର ହୋଇ ପାରିବେ । ଏହି ଭିଡିଓ ନନ୍ଦଘରର ଆଗଧାଡ଼ିକ କର୍ମଚାରୀଙ୍କ ଅକ୍ଲାନ୍ତ ପରିଶ୍ରମର ପ୍ରମାଣ, ଯେଉଁମାନେ ତାଙ୍କର ଅଦ୍ୟମ ନିଷ୍ଠା ଦ୍ୱାରା ଏହି ସ୍ୱପ୍ନକୁ ବାସ୍ତବତାରେ ପରିଣତ କରୁଛନ୍ତିି ।” ଏହି ଭିଡିଓ ଅଭିଯାନ ପଛରେ ରହିଥିବା ଚିନ୍ତାଧାରା ସଂପର୍କରେ ପ୍ରଶୁନ ଯୋଶୀ, ସିଇଓ ଓ ସିସିିଓ ମାକନାନ ୱାର୍ଲଡ ଗ୍ରୁପ ଇଣ୍ଡିଆ କହିଛନ୍ତିଯେ ଏକ କାହାଣୀ ଧୀରେ ଧୀରେ ସମାଜରେ ପରିବର୍ତନ ଆଣିପାରେ ଓ ଏକ ସ୍ୱତନ୍ତ୍ର ସଂପର୍କ ଗଢିପାରେ । ଦେଶର ଆବଶ୍ୟକତା ପାଇଁ ଏହାର ଆବଶ୍ୟକତା ରହିଛି ।

ଏହି ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭ ସହିତ ଏକ ନୂଆ ସଂପର୍କ ସୃଷ୍ଟି ହୋଇ ପାରିବ । ୧୧ଟି ରାଜ୍ୟରେ ୨୩୦୦ରୁ ଅଧିକ ନନ୍ଦଘର ମାଧ୍ୟମରେ ଏହି ଅଭିଯାନ ବିଶ୍ୱ ପାଇଁ ଏକ ନୂତନ ବାର୍ତା ପ୍ରଦାନ କରିବ ଓ ଗ୍ରାମାଂଚଳର ମହିଳା ଓ ଶିଶୁ ମାନଙ୍କ ଜୀବନରେ ପରିବର୍ତନ ଆଣି ପାରିବ । ତୃଣମୂଳ ସ୍ତରେ ୭ କୋଟି ପିଲା ଓ ୨ କୋଟି ମହିଳାଙ୍କ ଜୀବନରେ ପରିବର୍ତନ ଆଣିବା ନନ୍ଦଘରର ଲକ୍ଷ୍ୟ । ନନ୍ଦଘର ପ୍ରକଳ୍ପରେ ମହିଳା ଓ ଶିଶୁ ମାନଙ୍କ ବିକାଶ ପ୍ରତି ଗୁରୁତ୍ୱ ଦିଆଯାଇଛି । ଯାହା ମଧ୍ୟରେ ପିଲାମାନଙ୍କ ପାଇଁ ଇ ଲର୍ଣ୍ଣୀଂ, ପ୍ରାଥମିକ ସ୍ୱାସ୍ଥ୍ୟ ସେବା, ମହିଳାମାନଙ୍କ ଅର୍ଥନୈତିକ ସଶକ୍ତିକରଣ, ସ୍ଥାନୀୟ ପ୍ରଶାସନିକ ବ୍ୟବସ୍ଥାର ସୁଦୃଢୀକରଣ ଓ ଅତ୍ୟାଧୁନିକ ଭିତିଭୂମିର ନିର୍ମାଣ ଭଳି ପ୍ରମୁଖ ଦିଗ ରହିଛି । ମହିଳା ଓ ପିଲାମାନଙ୍କ ପ୍ରତି ବିଶେଷ ଧ୍ୟାନ ପ୍ରଦାନ ପାଇଁ ନନ୍ଦଘର ଭୂମିକା ଗରୁତ୍ୱପୂର୍ଣ୍ଣ । ଏହା ମଧ୍ୟ କୋଭିଡ-୧୯ ବିରୁଦ୍ଧରେ ଲଢାଇ ଜାରି ରଖିଛି ଓ ଗୋଷ୍ଠୀ ମଧ୍ୟରେ ସଚେତନତା ସୃଷ୍ଟି କରୁଛି । ଏହି କେନ୍ଦ୍ର ଦ୍ୱାରା ଟୀକାକରଣ ବ୍ୟବସ୍ଥା ଓ ମହାମାରୀ ସମୟରେ କ୍ୱାରାଂଟାଇନ ବ୍ୟବସ୍ଥା କରାଯାଇଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Srusti Academy of Management and Technology Becomes an AI-Enabled Campus

ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି AI-ସକ୍ଷମ କ୍ୟାମ୍ପସ୍ ହେଲା AI କୁ ବ୍ୟବହାର କରି ଛାତ୍ରଛାତ୍ରୀ ନିଯୁକ୍ତି ଚୟନରେ ସଫଳ

July 28, 2026
Srusti Academy of Management and Technology Becomes an AI-Enabled Campus

Srusti Academy of Management and Technology Becomes an AI-Enabled Campus

July 28, 2026
ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ

ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ

July 28, 2026
ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ

ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ

July 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Srusti Academy of Management and Technology Becomes an AI-Enabled Campus

ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି AI-ସକ୍ଷମ କ୍ୟାମ୍ପସ୍ ହେଲା AI କୁ ବ୍ୟବହାର କରି ଛାତ୍ରଛାତ୍ରୀ ନିଯୁକ୍ତି ଚୟନରେ ସଫଳ

July 28, 2026
Srusti Academy of Management and Technology Becomes an AI-Enabled Campus

Srusti Academy of Management and Technology Becomes an AI-Enabled Campus

July 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version