No Result
View All Result
ଓଡ଼ିଶା ତାଜା ନ୍ୟୁଜ (୮ ଜୁଲାଇ ଗୁରୁବାର ) ନୟାଗଡ଼ :- ଅନ୍ତର୍ଜାତକ ମାନବିକ ଅଧିକାର ପରିଷଦର ନୟାଗଡ଼ ଜିଲ୍ଲା ବୋର୍ଡ଼ ଗଠିତ | ଜିଲ୍ଲାର ନୂତନ କାର୍ଯ୍ୟାଳୟକୁ ଶିବାଜୀ ନଗର ଠାରେ ଅନ୍ତର୍ଜାତିକ ମାନବିକ ଅଧିକାର ପରିଷଦର ର ସଭାପତି ମୀନକେତନ ପଟ୍ଟନାୟକ ଉଦଘାଟନ କରିବାସହ ଏହି ବୋର୍ଡ଼ର ଜିଲ୍ଲାରେ କାର୍ଯକ୍ରମ ସମ୍ପର୍କରେ ଅବଗତ କରିଥିଲେ |

ଏଥିରେ ନୟାଗଡ଼ ଜିଲ୍ଲା ବୋର୍ଡର ସଭାପତି ଭାବେ ଭବାନୀ ଶଙ୍କର ଦାସ, ସଂଯୁକ୍ତା ପଢିଆରି ନିଯୁକ୍ତ ହୋଇଥିବାବେଳେ ଉପ ସଭାପତି ଭାବେ ଯଯାତି କେଶରୀ ମହାପାତ୍ର, ସମ୍ପାଦକ ଭାବେ ଅନ୍ଵଅର ଅଲ୍ଲୀ ପ୍ରମୁଖ ନିଯୁକ୍ତ ହୋଇଛନ୍ତି | ଏହିକର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ | କୋଭିଡ ଆଇନ ଅନୁଯାୟୀ ଏହା ଅନୁଷ୍ଠିତ ହୋଇଥିଲା (ରିପୋର୍ଟ -ରାମକୃଷ୍ଣ ରଥ)
No Result
View All Result