• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅନୀଲ ଅଗ୍ରୱାଲ ଫାଉଣ୍ଡେଶନ ପକ୍ଷରୁ ୫,୦୦୦ କୋଟି ଟଙ୍କାର ଆର୍ଥିକ ସହାୟତା

Proprietor Abhimanyu Maharana by Proprietor Abhimanyu Maharana
July 5, 2021
in ଓଡ଼ିଶା, ଦେଶ, ହୋମ୍
0
ଅନୀଲ ଅଗ୍ରୱାଲ ଫାଉଣ୍ଡେଶନ ପକ୍ଷରୁ ୫,୦୦୦ କୋଟି ଟଙ୍କାର ଆର୍ଥିକ ସହାୟତା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୫ ଜୁଲାଇ ସୋମବାର) ନୂଆଦିଲ୍ଲୀ :-  ଭାରତର ଅଗ୍ରଣୀ ପ୍ରାକୃତିକ ସମ୍ପଦ ଉତ୍ପାଦନକାରୀ ବେଦାନ୍ତ ଗ୍ରୁପ୍ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ଅନ୍ତର୍ଗତ ପୋଷଣ, ମହିଳା ଓ ଶିଶୁ ବିକାଶ, ସ୍ୱାସ୍ଥ୍ୟସେବା, ପଶୁ କଲ୍ୟାଣ ଏବଂ ତୃଣମୂଳସ୍ତରରେ ଖେଳର ବିକାଶ, କରୋନା ମହାମାରୀ ବିରୋଧରେ ଲଢ଼ି କରୋନା ମୁକ୍ତ ଗାଁ ଆଦି ଲକ୍ଷ୍ୟ ପୂରଣ ପାଇଁ ୫,୦୦୦କୋଟିର ସହାୟତା ଘୋଷଣା କରାଯାଇଛି । ଅନୀଲ ଅଗ୍ରୱାଲ ଫାଉଣ୍ଡେଶନ ପକ୍ଷରୁ ଆସନ୍ତା ୫ ବର୍ଷରେ ଏହି ଅନୁଦାନ ଯୋଗାଇ ଦିଆଯାଇଯିବ । ବେଦାନ୍ତ ସାମାଜିକ ଗୋଷ୍ଠୀ ସହିତ କମ୍ପାନୀର ବିକାଶକୁ ଗୁରୁତ୍ୱ ପ୍ରଦାନ କରିଥାଏ । ଅନୀଲ ଅଗ୍ରୱାଲ ଇତିମଧ୍ୟରେ ତାଙ୍କ ସମ୍ପତିର ୭୫ ପ୍ରତିଶତ ସମ୍ପତି ସାମାଜିକ ଏବଂ ଲୋକଙ୍କ ବିକାଶ କ୍ଷେତ୍ରରେ ଉପଯୋଗ କରିସାରିଛନ୍ତି ।

ସ୍ୱାସ୍ଥ ଗାଁ ଅଭିଯାନ ମେଗା ପ୍ରକଳ୍ପ ଅନ୍ତର୍ଗତ ସାମାଜିକ ଗୋଷ୍ଠୀର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ସମ୍ପନ୍ନ ହେବ । କୋଭିଡ୍‌ର ପ୍ରଭାବ ହ୍ରାସ ପାଇଁ ବେଦାନ୍ତ ପକ୍ଷରୁ ଆବଶ୍ୟକ ସେବା ଜାତୀୟସ୍ତରରେ ଯୋଗାଇ ଦିଆଯିବ । ଏହାଦ୍ୱାରା ନିଯୁକ୍ତି ସୁଯୋଗ ବୃଦ୍ଧି, ଯୁବବର୍ଗଙ୍କ ଦକ୍ଷତା ବୃଦ୍ଧି, ସ୍ଥାୟିତ୍ୱ ବୃଦ୍ଧି ସମ୍ପନ୍ନ ହେବା ସହିତ ଭାରତର ଆର୍ଥିକ ବିକାଶ ସମ୍ଭବ ହୋଇପାରିବ । କେପିଏମ୍‌ଜି ଅନୀଲ ଅଗ୍ରୱାଲ ଫାଉଣ୍ଡେଶନର ଅଂଶୀଦାର ଭାବେ ଏହି କାର୍ଯ୍ୟକ୍ରମରେ ମିଳିତ ଭାବେ ସହାୟତା ଯୋଗାଇ ଦିଆଯିବ । ଏହି ଅବସରରେ ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଲେ, ଆମେ ଦୀର୍ଘସ୍ଥାୟୀ ଏବଂ ଅନ୍ତର୍ଭୁକ୍ତିକରଣ ବିକାଶ ଗ୍ରାମୀଣ ଅଂଚଳରେ କରାଇବା ଲକ୍ଷ୍ୟ ନେଇ ଏହି ପ୍ରୟାସ ଆରମ୍ଭ କରିଛୁ ।

ଏହା ସାମ୍ପ୍ରତିକ ସମୟର ଆବଶ୍ୟକତା । ସ୍ୱସ୍ଥ ଗାଁ ଅଭିଯାନ ମାଧ୍ୟମରେ ଗ୍ରାମୀଣ କ୍ଷେତ୍ରରେ ଆବଶ୍ୟକ ସ୍ୱାସ୍ଥ୍ୟସେବା ସମାଧାନ ୧୦୦୦ ଗାଁରେ ଯୋଗାଇ ଦେବାକୁ ସକ୍ଷମ ହେବ । ବେଦାନ୍ତର ନନ୍ଦଘର ଫ୍ଲାଗଶିପ୍ ପ୍ରକଳ୍ପ ସହାୟତାରେ ୭ କୋଟି ଶିଶୁ ଏବଂ ୨ କୋଟି ମହିଳାଙ୍କ ବିକାଶ ଲକ୍ଷ୍ୟ ରଖାଯାଇଛି । ଏହା ମାଧ୍ୟମରେ ଆବଶ୍ୟକ ସ୍ୱାସ୍ଥ୍ୟସେବାର ଭିତିଭୂମି ସାମାଜିକ କ୍ଷେତ୍ରରେ କରାଯିବାର ଲକ୍ଷ୍ୟ ରହିଛି । ଏହାଦ୍ୱାରା ବେଦାନ୍ତ ସବୁବେଳେ ସରକାର ଏବଂ ଦେଶର ଲୋକଙ୍କ ସହିତ ଏଭଳି ସଙ୍କଟ ଜନକ ପରିସ୍ଥିତିରେ ଛିଡ଼ା ହୋଇଛି । ଆମେ ବିଶ୍ୱାସ କରୁଛୁ ଯେ, ଏହି ଅତିରିକ୍ତ ଇନ‘୍ରାଷ୍ଟ୍ରକଚର ଖୁବ୍ ଶୀଘ୍ର ସ୍ଥାପନା କରାଯିବ । ଏହାଦ୍ୱାରା ଭୟଙ୍କର ମହାମାରୀ ଭୂତାଣୁ ସଂକ୍ରମଣରୁ ମୁକ୍ତି ମିଳିବାର ମାର୍ଗ ପ୍ରଶସ୍ତ ହୋଇପାରିବ । ଏହା ସହିତ ବେଦାନ୍ତ ପକ୍ଷରୁ ଆବଶ୍ୟକ ମେଡ଼ିକାଲ ଇକ୍ୟୁପ୍‌ମେଂଟସ୍ ଆମର ବୀର କରୋନା ଯୋଦ୍ଧା ପାଲଟିଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ଯୋଗାଇ ଦିଆଯିବ ।

ଏଭଳି ସଙ୍କଟ ସମୟରେ ଯାହା ଆବଶ୍ୟକ ଆମେ ତାହା ଯଥା ସମ୍ଭବ ଯୋଗାଇ ଦେବାର ପ୍ରୟାସ କରିବୁ । ସ୍ୱାସ୍ଥ୍ୟ ଗାଁ ଅଭିଯାନ ଦ୍ୱାରା ଅନୀଲ ଅଗ୍ରୱାଲ ଫାଉଣ୍ଡେଶନ ସହାୟତାରେ ଦେଶର ୧୨ ରାଜ୍ୟର ୨୪ ଜିଲ୍ଲା ଏବଂ ୧୦୦୦ ଗାଁରେ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ । ଏହାଦ୍ୱାରା ୨ ନିୟୁତ ଲୋକଙ୍କ ଜୀବନଜୀବିକାର ବିକାଶ ସମ୍ଭବ ହେବ । ଜିଲ୍ଲାସ୍ତରରେ ଅକ୍ସିଜେନ୍ ଜେନେରେଶନ୍ ପ୍ଲାଂଟ୍‌, ଟେଲିମେଡ଼ିସିନ୍ ସର୍ଭିସ୍‌, ମେଡ଼ିକାଲ ଅପଗ୍ରେଡ଼େଶନ୍‌, ଡାଇଗ୍ନୋଷ୍ଟିକ୍ ଇନଫ୍ରାଷ୍ଟ୍ରକଚର, ମୋବାଇଲ୍ ମେଡ଼ିକାଲ ଭ୍ୟାନ୍‌, ଆମ୍ବୁଲାନ୍ସ୍ ଆଦି ସୁବିଧା ଆଦି ଯୋଗାଇ ଦିଆଯିବ । ସେହିପରି ଅଭିଜ୍ଞ ଡାକ୍ତର ବିଭିନ୍ନ ଜିଲ୍ଲାସ୍ତରୀୟ ହସ୍ପିଟାଲରେ ନିଯୁକ୍ତ କରାଯିବ ।

କୋଭିଡ୍‌-୧୯ର ପ୍ରଭାବ ହ୍ରାସ ପାଇଁ ସ୍ୱସ୍ଥ ଗାଁ ଅଭିଯାନ ଅନ୍ତର୍ଗତ ପ୍ରମୁଖ ନିବେଶ ରାଜ୍ୟ ସରକାର ଏବଂ ଜିଲ୍ଲାର ମିଳିତ ସହଯୋଗରେ କରାଯାଇ ଆବଶ୍ୟକ ସୁରକ୍ଷା ଏବଂ ସ୍ୱାସ୍ଥ୍ୟସେବା ସାମାଜିକସ୍ତରରେ ଉପଲବ୍ଧ କରାଯିବ । ସେହିପରି ଟିକାକରଣ ଅଭିଯାନ ସ୍ୱତନ୍ତ୍ର ମେଡ଼ିକାଲ ଶିବିର ଦ୍ୱାରା ଦୁର୍ଗମ ଅଂଚଳରେ ସମ୍ପନ୍ନ ହେବ । ଏହା ସହିତ ଜିଲ୍ଲା ହସ୍ପିଟାଲ ଏବଂ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ଗୁଣବତା ଚିକିତ୍ସା ଯୋଗାଇ ଦିଆଯିବ । ପଶୁ କଲ୍ୟାଣ ଯୋଜନା ଅନ୍ତର୍ଗତ ଅନୀଲ ଅଗ୍ରୱାଲ ଫାଉଣ୍ଡେଶନ ପକ୍ଷରୁ ଗୁହାଳ ସ୍ଥାପନ କରାଯିବ । ଫ୍ଲାଗ୍‌ଶିପ୍ ପ୍ରକଳ୍ପ ନନ୍ଦଘର ମାଧ୍ୟମରେ ମହିଳା ଏବଂ ଶିଶୁ ବିକାଶ କାର୍ଯ୍ୟକ୍ରମ ଦ୍ୱାରା ୭ କୋଟି ଶିଶୁ ଏବଂ ୨ କୋଟି ମହିଳାଙ୍କ ବିକାଶ ସମ୍ଭବ ହେବ । ୫୦୦୦ କୋଟି ଟଙ୍କାର ନିବେଶ କରାଯିବା ପାଇଁ ଏକ ରୋଡ୍ ମ୍ୟାପ୍‌ ପ୍ରସ୍ତୁତ କରାଯାଇ ଅନୀଲ ଅଗ୍ରୱାଲ ଫାଉଣ୍ଡେଶନ ଏବଂ ବେଦାନ୍ତର ମିଳିତ ଊଦ୍ୟମରେ ଭାରତର ଗ୍ରାମୀଣ ଅଂଚଳର ସାମାଜିକସ୍ତରରେ ଆତ୍ମନିର୍ଭର ଗୋଷ୍ଠୀ ସୃଷ୍ଟି କରାଯିବ ।

ଅନୀଲ ଅଗ୍ରୱାଲ ଫାଉଣ୍ଡେଶନ ପକ୍ଷରୁ ୫,୦୦୦ କୋଟି ଟଙ୍କାର ଆର୍ଥିକ ସହାୟତା

\

t

]\

a

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶକ୍ତିଶ୍ରୀ ସଶକ୍ତି କରଣ ସଚେତନତା କାର୍ଯ୍ୟକ୍ରମ

ଶକ୍ତିଶ୍ରୀ ସଶକ୍ତି କରଣ ସଚେତନତା କାର୍ଯ୍ୟକ୍ରମ

August 12, 2026
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠ କୁ ପଦଯାତ୍ରା

ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠ କୁ ପଦଯାତ୍ରା

August 12, 2026
ଭୁବନେଶ୍ୱରରେ ‘ବିକଶିତ ଭାରତ ୨୦୪୭’ ଭିଜନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱରରେ ‘ବିକଶିତ ଭାରତ ୨୦୪୭’ ଭିଜନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

August 12, 2026
ରଣପୁର ମାଟିର ପୁଅ ଜଗନ୍ନାଥ ମିଶ୍ରଙ୍କ ବିରଳ କୃତିତ୍ୱ

ରଣପୁର ମାଟିର ପୁଅ ଜଗନ୍ନାଥ ମିଶ୍ରଙ୍କ ବିରଳ କୃତିତ୍ୱ

August 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶକ୍ତିଶ୍ରୀ ସଶକ୍ତି କରଣ ସଚେତନତା କାର୍ଯ୍ୟକ୍ରମ

ଶକ୍ତିଶ୍ରୀ ସଶକ୍ତି କରଣ ସଚେତନତା କାର୍ଯ୍ୟକ୍ରମ

August 12, 2026
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠ କୁ ପଦଯାତ୍ରା

ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠ କୁ ପଦଯାତ୍ରା

August 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version