• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ଦର୍ପନାରାୟଣପୁର ଗୋଡିମଡା ଅଞ୍ଚଳରୁ ଚୋରି ହୋଇଥିବା ସୁନା ଗହଣା ଜବତ : ୩ ଅଭିଯୁକ୍ତ ଙ୍କୁ ଗିରଫ କରିଛି ରଣପୁର ପୋଲିସ

Proprietor Abhimanyu Maharana by Proprietor Abhimanyu Maharana
July 1, 2021
in ଅପରାଧ, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ଦର୍ପନାରାୟଣପୁର ଗୋଡିମଡା ଅଞ୍ଚଳରୁ ଚୋରି ହୋଇଥିବା ସୁନା ଗହଣା ଜବତ : ୩ ଅଭିଯୁକ୍ତ ଙ୍କୁ ଗିରଫ କରିଛି ରଣପୁର ପୋଲିସ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧ ଜୁଲାଇ ଗୁରୁବାର ) ରଣପୁର,ରିପୋର୍ଟ ଅଭିମନ୍ୟୁ :- ଆଜି ନୟାଗଡ଼ ଜିଲ୍ଲା ରଣପୁର ଗତ ମଙ୍ଗଳବାର ଦିନ ରଣପୁର ବ୍ଲକ ଦର୍ପନାରାୟଣପୁର ଗୋଡିମଡା ଅଞ୍ଚଳରୁ ଚୋରୀ ହୋଇଥିବା ସୁନା ଗହଣା ସହିତ ତିନି ଅଭିଯୁକ୍ତ ଙ୍କୁ ଖୁବ କମ୍ ସମୟ ମଧ୍ୟରେ ଗିରଫ କରିଛି ରଣପୁର ପୋଲିସ । ଆଜି ନୟାଗଡ଼ ଜିଲ୍ଲା ଏସପି ଶ୍ରୀ ସିଦ୍ଧାର୍ଥ କଟାରିଆ ରଣପୁର ଥାନା ଗ୍ରସ୍ତ କରି ଏକ ସାମ୍ବାଦିକ ସମ୍ମିଳନୀରେ ରଣପୁର ପୋଲିସ ର ସଫଳତା ଓ ସାହାସିକତା କୁ ପ୍ରଶଂସା କରିବା ସହ ଉକ୍ତ କେସ୍ ବିଷୟରେ ସଂକ୍ଷିପ୍ତ ସୂଚନା ଦେଇଛନ୍ତି । ତେବେ ସୂଚନା ମୁତାବକ ବୃତ୍ତିଗତ ସୁନା ଓ ରୂପା ବ୍ୟବସାୟୀ ଅରୁଣ କୁମାର ସାହୁ ଙ୍କ ଠାରୁ ଗତ ମଙ୍ଗଳବାର ଦିନ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟି ନେଇଥିଲେ ଲୁଟେରା |

ଅରୁଣ ତାଙ୍କ ବଜାଜ ପ୍ଲାଟିନା ମୋଟରସାଇକେଲ ଦ୍ୱାରା ୨୫୦୦ ଗ୍ରାମ ରୂପା ଅଳଙ୍କାର ଏବଂ ୧୫୦ ଗ୍ରାମର ସୁନା ଅଳଙ୍କାର ସହିତ ଶଙ୍କେଇ ଗ୍ରାମକୁ ବ୍ୟବସାୟ କରିବାକୁ ଯାଇଥିଲା ବେଳେ ଗୋଡିମାଡା ଗ୍ରାମ ରାସ୍ତାରେ ତିନି ଜଣ ଲୁଟେରା ବଜାଜ ପଲସର 180 MC ନମ୍ବର ( OD / 25J 56144 ) ମୋଟରସାଇକେଲରେ ଆସି ବ୍ୟବସାୟୀ ଙ୍କ ଠାରୁ ସୁନା ରୁପା ଅଳଙ୍କାର ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ଉକ୍ତ ସୂଚନାନୁସାରେ ଅଭିଯୁକ୍ତ ମାନେ ଭୁଜାଲି ଦେଖାଇ ବ୍ୟବସାୟୀ ଙ୍କ ଠାରୁ ସୁନା ଓ ରୂପା ଅଳଙ୍କାର ଥିବା ବ୍ୟାଗ୍ ଟିକୁ ଲୁଟି ନେଇଥିଲେ ।

ରଣପୁର ପୋଲିସ ଷ୍ଟେସନରେ ଅଭିଯୋଗକାରୀ ଅଭିଯୋଗ କରିବା ପରେ ଅଭିଯୁକ୍ତ ଙ୍କ ବିରୁଦ୍ଧରେ ରଣପୁର PS କେସ୍ ନଂ 123 ଓ ଆଇପିସି ଧାରା 394/34 ଏକ ମାମଲା ରୁଜ୍ଜୁ ହୋଇଥିଲା । ଅଭିଯୋଗ କୁ ଆଧାର କରି ରଣପୁର ଥାନାର ଭାର ପ୍ରାପ୍ତ ଅଧିକାରୀ ଜ୍ୟୋତି ପ୍ରକାଶ ପଣ୍ଡା ତୁରନ୍ତ ତଦନ୍ତ ଆରମ୍ଭ କରିଥିଲେ । ତେବେ ତଦନ୍ତକାରୀ ଅଧିକାରୀ ଆଈଆଇସି ଜ୍ୟୋତି ପ୍ରକାଶ ପଣ୍ଡା ସମେତ ପୋଲିସ ଟିମ୍ ମଙ୍ଗଳବାର ରାତିରେ ତିନି ଅଭିଯୁକ୍ତ ଙ୍କ ଉପରେ ଚଢ଼ାଉ କରିଥିଲେ ।

ସେମାନଙ୍କ ଠାରୁ ଚୋରି ହୋଇଥିବା ସମସ୍ତ ସୁନା ରୁପା ଗହଣା ଜବତ କରିବା ସହ ଲୁଟ ପାଟ ରେ ବ୍ୟବହୃତ ମୋଟର ସାଇକେଲ , ଭୁଜାଲି ଭଳି ମରଣାତ୍ମକ ଅସ୍ତ୍ର ଜବତ କରିଛନ୍ତି । ଉକ୍ତ ଅଭିଯୁକ୍ତ ମାନେ ହେଲେ ବିନୋଦ ରାଉତ (୨୫ ବର୍ଷ ), ସୁଶାନ୍ତ ପ୍ରଧାନ ( ୨୪ ବର୍ଷ) , ସନ୍ତୋଷ କୁମାର ସାହୁ (୪୪ବର୍ଷ ) ଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ସୁଶାନ୍ତ ପ୍ରଧାନ ଠାରୁ ୩୬୭ ଗ୍ରାମର ରୂପା ଅଳଙ୍କାର ଏବଂ ୩୯ ଗ୍ରାମ ସୁନା ଅଳଙ୍କାର ଜବତ ହେବା ସହ ବଜାଜ ପଲସର180 ଏମସି OD 25J / 5614 ନାମରେ ପଞ୍ଜିକରଣ ହୋଇଥିବା ମୋଟର ସାଇକେଲ ଜବତ ହୋଇଛି ।

ଏବଂ ବିନୋଦ ରାଉତଙ୍କ ଠାରୁ ୩୫୦ ଗ୍ରାମ ରୂପା ଅଳଙ୍କାର ଏବଂ ୨୫ ଗ୍ରାମ ସୁନା ଅଳଙ୍କାର ସହିତ ଗୋଟିଏ ଭୁଜାଲି ଓ ଅଭିଯୁକ୍ତ ସନ୍ତୋଷ କୁମାର ସାହୁ ୧୫୬୦ ଗ୍ରାମ୍ ର ନୂଆ ରୂପା ଅଳଙ୍କାର ଏବଂ ୧୦୦ ଗ୍ରାମ ପୁରୁଣା ରୂପା ଅଳଙ୍କାର ଓ ୫୪ ଗ୍ରାମ୍ ର ସୁନା ଅଳଙ୍କାର କୁ ଜବତ କରିଛି ରଣପୁର ପୋଲିସ । ଲୁଟ କୁ ୨୪ ଘଣ୍ଟା ନପୁରୁଣୁ ରଣପୁର ପୋଲିସ ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ସମସ୍ତ ସୁନା ରୁପା ଅଳଙ୍କାର ଜବତ କରିଛି ବୋଲି ଆଜି ନୟାଗଡ଼ ଜିଲ୍ଲା ଏସପି ସିଦ୍ଧାର୍ଥ କଟାରିଆ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଶ୍ରୀଯୁକ୍ତ କଟାରିଆ ରଣପୁର ପୋଲିସ ର ବାହାଦୂରତା କୁ ପ୍ରଶଂସା କରିବା ସହ ରଣପୁର ps ପକ୍ଷରୁ ଖୁବ ଶୀଘ୍ର ଅପରାଧ ମୁକ୍ତ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ କାର୍ଯ୍ୟ କରିବ ବୋଲି ଜଣାଇଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

October 4, 2026
ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

October 4, 2026
Kandhamal Gram Sabhas Strengthen Community Commitment to End Child Marriage

କନ୍ଧମାଳ ଗ୍ରାମ ସଭାଗୁଡିକ ବାଲ୍ୟ ବିବାହରେ ପରିସମାପ୍ତି ଘଟାଇବାକୁ ଗୋଷ୍ଠୀ ପ୍ରତିବଦ୍ଧତା ସୁଦୃଢ କଲା

October 4, 2026
Kandhamal Gram Sabhas Strengthen Community Commitment to End Child Marriage

Kandhamal Gram Sabhas Strengthen Community Commitment to End Child Marriage

October 4, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଜୟନ୍ତୀ ପାଳିତ

October 4, 2026
ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

ହବିଷ୍ୟାଳୀ ବ୍ରତ ପାଇଁ ଅକ୍ଟୋବର ୬ ରୁ ଅନଲାଇନ ପଞ୍ଜିକରଣ

October 4, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version