• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କୋରାଇ କଂଗ୍ରେସ ପକ୍ଷରୁ ନୂତନ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ପଂଚାୟତ ନିର୍ବାଚନ ପାଇଁ ସାଙ୍ଗଠନିକ ସଭା

Proprietor Abhimanyu Maharana by Proprietor Abhimanyu Maharana
July 1, 2021
in ଓଡ଼ିଶା, ଯାଜପୁର, ହୋମ୍
0
କୋରାଇ କଂଗ୍ରେସ ପକ୍ଷରୁ ନୂତନ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ପଂଚାୟତ ନିର୍ବାଚନ ପାଇଁ ସାଙ୍ଗଠନିକ ସଭା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧ ଜୁଲାଇ ଗୁରୁବାର )କୋରାଇ :-  ଏଆଇସିସି ପକ୍ଷରୁ ପିସିସି ମହିଳା ସଭାନେତ୍ରୀଭାବେ କୋରାଇ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟିକା ପାର୍ଥିନୀ ବନ୍ଦିତା ପରିଡାଙ୍କୁ ନିଯୁକ୍ତ ଦିଆଯିବା ପରେ କୋରାଇ କଂଗ୍ରେସରରେ ଖୁସିର ଲହରି ଖେଳି ଯାଇଛି । ଏନେଇ କୋରାଇ କଂଗ୍ରେସ ପକ୍ଷରୁ ବ୍ଲକ ସଭାପତି ଅକ୍ଷୟକୁମାର ଜେନାଙ୍କ ଅଧ୍ୟକ୍ଷତାରେ ଦଳୀୟ କାର୍ଯ୍ୟାଳୟଠାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ନୂତନ ପିସିସି ସଭାନେତ୍ରୀ ଶ୍ରୀମତୀ ପରିଡାଙ୍କୁ ପୁଷ୍ପଗୁଚ୍ଛ ଦେଇ ଦଳୀୟ କର୍ମକର୍ତା ଓ ସଦସ୍ୟମାନେ ଉତ୍ସର୍ଗୀକୃତ ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ଅଗାମୀ ପଂଚାୟତ ନିର୍ବାଚନ ପାଇଁ କୋରାଇ ବ୍ଲକର ୨୮ ପଂଚାୟତର ସାଙ୍ଗଠନିକ ଆଲୋଚନା ହୋଇଥିଲା । କଂଗ୍ରେସ ପକ୍ଷରୁ ବ୍ଲକ ଦଖଲ ପାଇଁ ତୃଣମୂଳ ସ୍ତରରୁ ପ୍ରସ୍ତୁତି ହେବାକୁ ପଂଚାୟତର ସଭାପତିମାନଙ୍କୁ ପିସିସି ମହିଳା ସଭାନେତ୍ରୀ ଶ୍ରୀମତୀ ପରିଡା ପରାମର୍ଶ ଦେଇଥିଲେ । ସଭାପ୍ରାରମ୍ଭରେ ଦଳର ବରିଷ୍ଠନେତା ତଥା ପ୍ରାକ୍ତନ ପୌର ଉପାଧ୍ୟକ୍ଷ ପ୍ରମୋଦକୁମାର ପରିଡା କାର୍ଯ୍ୟସୂଚୀ ଅନୁଯାୟୀ ସ୍ୱାଗତ ଭାଷଣ ମାଧ୍ୟମରେ ସମସ୍ତ କଂଗ୍ରେସ କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇ ଥିଲେ । ଅନୁଷ୍ଠିତ ବୈଠକରେ ଶ୍ରୀମତୀ ପରିଡା ସ ମ୍ବଦ୍ଧନା ପରିପ୍ରେକ୍ଷୀରେ ମୁଁ ନୁହେଁ ମୋ’ କୋରାଇ ବାସୀ ଆଜି ଦଳୀୟ ଫୋରମରେ ସର୍ବୋଚ୍ଚସ୍ଥାନ ପାଇଛନ୍ତି ; ତେଣୁ ଦଳର ଭରଷା ଅନୁଯାୟୀ କଂଗ୍ରେସ ଦଳକୁ ଖାଲି କୋରାଇ ନୁହେଁ ସମଗ୍ର ରାଜ୍ୟରେ ସୁଦୃଢ ହେବା ଲାଗି ପ୍ରୟାଶ କରିବା ନିମନ୍ତେ କର୍ମୀ ଓ କର୍ମକର୍ତାଙ୍କ ସହଯୋଗ କାମନା କରିଥିଲେ ।

କୋରାଇର ଆରାଧ୍ୟ ଦେବୀ ଶିଙ୍ଖଚିଲାସ୍ଥ ମାଆ ହିଙ୍ଗୁଳା ଦେବୀଙ୍କ ଛଡା ଫୁଲ ଓ ଉତରୀୟ ଆଦି ପୁଷ୍ପଗୁଛଦେଇ କୋରାଇ ବ୍ଲକ ଉପସଭାପତି ମାର୍କଣ୍ଡ ମିଶ୍ର, ନିରଞ୍ଜନ ନାୟକ, ନୀଳମଣି ଜେନା, ସଂପାଦକ ଶ୍ୟାମସୁନ୍ଦର ଜେନା, ସେଖ ଆଥାରଉଦ୍ଦିନ, ସେନ ମୁସ୍ତକ ଅଲ୍ଲୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଘନଶ୍ୟମ ପଣ୍ଡା, ନବଘନ ମଲ୍ଲିକ, ମଣିଚରଣ ପଣ୍ଡା, ଅମୂଲ୍ୟ ରାଜ ପ୍ରମୁଖ କର୍ମକର୍ତା ଓ କର୍ମୀମାନେ ଶ୍ରୀମତୀ ପରିଡାଙ୍କୁ ସମ୍ବର୍ଦ୍ଧନା କରିବା ସହ ଏଆଇସିସି ନେତ୍ରୀ ସୋନିଆଁ ଗାନ୍ଧୀ, ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏଥି ସହିତ ଆଗାମୀ ୭ରୁ ୧୭ତାରିଖ ଯାଏ ଜନବିରୋଧି ସରକାର ଆନ୍ଦଳନ ସଂପର୍କରେ ଆଲୋଚନା କରାଯାଇଥିଲା । ଅନୁଷ୍ଠିତ ସଭାରେ ମହ୧ଦ ମକ୍‌ସୁଧ ହୋସେନ, ସୁଦର୍ଶନ ମହାନ୍ତି, ସତ୍ୟଜିତ ମଲ୍ଲିକ, ଗୋପାଳ ମହାନ୍ତି, ପ୍ରତାପ ପେରାଇ, ନୃସିଂହ ଚରଣ ମଲ୍ଲିକ, ଶାଶି ମାଝୀ, ଆଇନିଜୀବୀ ମୃତ୍ୟୁଞ୍ଜୟପ୍ରସାଦ ଦେବନାଥ, ଦୀଲିପ ରଥ, ପରୀକ୍ଷିତ ମଲ୍ଲିକ, ନରହରି କୁଅଁର, ସୁରେଶ ସାହୁ, ଗୋବିନ୍ଦ ଚନ୍ଦ୍ର ସାହୁ, ପୁରସ୍ତମ ବିଶ୍ୱାଳ, ସୂର୍ଯ୍ୟମଣି ମଲ୍ଲିକ ପ୍ରମୁଖ ୨୮ପଂଚାୟତର ସଭାପତି, ସଂପାଦକ, ବରିଷ୍ଠ କର୍ମକର୍ତା ଓ ସଦସ୍ୟମାନେ ଯୋଗଦେଇ କରୋନା ନିୟମାନୁଯାୟୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ବନ୍ଦାଳୋ ପଂଚାୟତର ଏକପ୍ରମୁଖ ଦଳର ବାରିଷ୍ଠନେତା ପ୍ରଫୁଲ୍ଲ ମିଶ୍ର ଦଳଛାଡି ଶ୍ରୀମତୀ ପରିଡାଙ୍କ ଉପରେ ଅସ୍ତାପ୍ରକଟକରି କଂଗ୍ରେସରେ ଯୋଗଦେଇଥିଲେ । ତାଙ୍କୁ ଦଳପକ୍ଷରୁ ପୁଷ୍ପଗୁଛଦେଇ ସ୍ୱାଗତ କରାଯାଇଥିଲା ବେଳେ ଜହ୍ନାପଂଚାୟତର ଦଳୀୟ ସଭାପତି ନବଘନ ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।      ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026
ଓଡିଶା ଗ୍ରାମୀଣ ବ୍ଯାଙ୍କ ପକ୍ଷରୁ ରକ୍ତଦାନ ଶିବିର…ଏହି ଶିବିର ରେ 15 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି

ଓଡିଶା ଗ୍ରାମୀଣ ବ୍ଯାଙ୍କ ପକ୍ଷରୁ ରକ୍ତଦାନ ଶିବିର…ଏହି ଶିବିର ରେ 15 ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି

May 2, 2026
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

କାଳବୈଶାଖୀର କରାଳ ରୂପ : ପ୍ରବଳ ଝଡ଼ ତୋଫାନ ସହ ବର୍ଷା : ବିଦ୍ୟୁତ ସେବା ବିଛିନ୍ନ – ବ୍ୟାପକ କ୍ଷୟକ୍ଷତି

May 2, 2026
ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

ନୟାଗଡ, ଆନ୍ତର୍ଜାତିକ ଶ୍ରମିକ ଦିବସ-୨୦୨୬

May 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version