• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଶା ଓ ଆଙ୍ଗନବାଡ଼ି କର୍ମୀ ଙ୍କୁ ପିପି କିଟ ବଣ୍ଟନ ପାଇଁ ରାଜ୍ୟ ସରକାର ଙ୍କୁ ଅନୁରୋଧ କଲେ ନଳୀନ ରାୟ

Proprietor Abhimanyu Maharana by Proprietor Abhimanyu Maharana
June 27, 2021
in ଓଡ଼ିଶା, କଟକ, ଦେଶ, ହୋମ୍
0
ଆଶା ଓ ଆଙ୍ଗନବାଡ଼ି କର୍ମୀ ଙ୍କୁ ପିପି କିଟ ବଣ୍ଟନ ପାଇଁ ରାଜ୍ୟ ସରକାର ଙ୍କୁ ଅନୁରୋଧ କଲେ ନଳୀନ ରାୟ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୭ ଜୁନ୍‌ ରବିବାର) ବାଙ୍କୀ :- କରୋନା କୁ ରୋକ ଲଗେଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି।ରାଜ୍ୟ ସରକାର ତାଲା ବନ୍ଦ କରି କିଛିଟା କରୋନା କୁ ସଂକ୍ରମଣ ପାଇଁ ଚେକ କରିଛନ୍ତି।ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ମାଧ୍ୟମରେ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା କରିବା ପରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ଓ ସେମାନଙ୍କୁ ହୋମ ଆଇସୋଲେସନ ରେ ରଖା ଯାଇ ଚିକିତ୍ସା କରାଯାଉଛି ଆଶା ଓ ଆଙ୍ଗନବାଡ଼ି କର୍ମୀ ମାନେ ସେମାନଙ୍କ ତଥ୍ୟ ଓ ସ୍ୱାସ୍ଥ୍ୟ ର ସୂଚନା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅବଗତ ଦୈନିକ କରୁଛନ୍ତି।କରୋନା କୁ ପ୍ରତିରୋଧ କରିବା ପାଇଁ ସରକାର ଙ୍କ ପକ୍ଷରୁ ଲୋକମାନଙ୍କୁ କରୋନା ପ୍ରତିଷେଧକ ଟିକା ଚିକିତ୍ସାଳୟ ରେ ପ୍ରଦାନ କରାଯାଇଛି ଆଶା ଓ ଅଙ୍ଗନବାଡି କର୍ମୀ ମାନଙ୍କ ମାଧ୍ୟମରେ ଲୋକ ମାନଙ୍କୁ ଟିକା ପ୍ରଦାନ ପାଇଁ ଟୋକନ ପ୍ରଦାନ

ଘର ଘର ବୁଲି କରାଯାଉଛି।କିଛି ଦିନ ତଳେ ରାଜ୍ୟ ସରକାର ଆଶା ଓ ଅଙ୍ଗନବାଡ଼ି କର୍ମୀ ଙ୍କ ମାଧ୍ୟମରେ ଘର ଘର ବୁଲି ଅକ୍ସି ମିଟର ଓ ଥର୍ମସ୍କାନର ଦ୍ୱାରା ସ୍ୱାସ୍ଥ୍ୟ ତାପମାତ୍ରା ଓ ଅକ୍ସିଜେନ ସ୍ତର ମାପିବା ପାଇଁ ବିଧାୟକ ମାନଙ୍କ ଦ୍ୱାରା ବିଧାୟକ ଉନ୍ନୟନ ପାଣ୍ଠିରୁ ଥର୍ମସ୍କାନର ଓ ଥର୍ମସ୍କାନର ବଣ୍ଟନ କରାଯାଇଛି।ଆଶା ଓ ଅଙ୍ଗନବାଡି କର୍ମୀ ଦୈନିକ ବିଭିନ୍ନ ଘର ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଉକ୍ତ ମିସିନ ଦ୍ୱାରା କରି ଯାହାର କରୋନା ର ଲକ୍ଷଣ ପରିଲକ୍ଷିତ ହେଉଛି ସେମାନଙ୍କ ସ୍ୱାବ ଭ୍ରାମ୍ୟ ମାଣ ସ୍ୱାବ ସଂଗ୍ରହ ଗାଡି ରେ ଆଶା ଓ ଅଙ୍ଗନବାଡି କର୍ମୀ ଙ୍କ ସହଯୋଗ ରେ ସଂଗ୍ରହ କରାଯାଇ ସ୍ୱାବ ପରୀକ୍ଷା କରାଯାଇ ଓ କିଛି ବ୍ୟକ୍ତି ଚିକିତ୍ସା ଲୟ କୁ ଯାଇ ସ୍ୱାବ ପରୀକ୍ଷା କରାଉ ଛନ୍ତି।ଉକ୍ତ ଆକ୍ରାନ୍ତ ମାନଙ୍କୁ ଡାକ୍ତର ଙ୍କ ପରାମର୍ଶ ରେ ଔଷଧ ପ୍ରଦାନ କରାଯାଉଛି ଆଶା ଓ ଆଙ୍ଗନବାଡ଼ି କର୍ମୀ ଆକ୍ରାନ୍ତ ଙ୍କୁ ଔଷଧ

ଖାଇବା ପ୍ରଣାଳୀ ବୁଝାଉ ଛନ୍ତି। ଆଶା ଓ ଆଙ୍ଗନବାଡ଼ି କର୍ମୀ ବିଭିନ୍ନ ଲୋକ ଙ୍କ ସଂସ୍ପର୍ଶରେ ଆସୁଥିବା ଓ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଏବଂ କୋଭିଡ଼ ଆକାନ୍ତ ଙ୍କୁ ଔଷଧ ପ୍ରଦାନ କରୁଥିବା ସହ ଗାଁ ଗାଁ ରେ କରୋନା ସଚେତନତା କରୁଥିବା ରୁ ସେମାନଙ୍କୁ ପିପି କିଟ ସରକାର ପ୍ରଦାନ କରିବା ନିତ୍ୟାନ୍ତ ଆବଶ୍ୟକ ବୋଲି ବାଙ୍କୀ ର ସମାଜିକ କର୍ମୀ ନଳୀନ ରାୟ ସରକାର ଙ୍କୁ ଅନୁରୋଧ କରିଛନ୍ତି।କରୋନା ସଂକ୍ରମଣ କେବେ କାହାକୁ ଆକ୍ରାନ୍ତ କରିବ ତାହା କହି ହେବ ନାହିଁ ।ବିନା ପିପି କିଟ ରେ ଆଶା ଓ ଅଙ୍ଗନ ବାଡ଼ି କର୍ମୀ ଜନସାଧାରଣ ଙ୍କ ପାଖକୁ ଘର ଘର ବୁଲିବା ଓ ସେମାନଙ୍କ ସଂସ୍ପର୍ଶରେ ଆସିବା ବିପଦ

ସଙ୍କୁଳ ବୋଲି ସାମାଜିକ କର୍ମୀ ଶ୍ରୀ ରାୟ ସରକାର ଙ୍କୁ ଅବଗତ କରିବା ସହ ବାଙ୍କୀ ବିଧାୟକ ତଥା ରାଜ୍ୟ ଛାତ୍ର ବିଜେଡି ସଭାପତି ଙ୍କୁ ମଧ୍ୟ ଅନୁରୋଧ କରିଛନ୍ତି ଯେ ଆଶା ଓ ଅଙ୍ଗନବାଡ଼ି କର୍ମୀ ଙ୍କୁ ପିପି କିଟ ବଣ୍ଟନ ପାଇଁ ପ୍ରୟାସ କରିବା ପାଇଁ।ବାଙ୍କୀ ବିଧାୟକ ଶ୍ରୀ ତ୍ରିପାଠୀ ଆଶା ଓ ଅଙ୍ଗନବାଡ଼ି କର୍ମୀ ଙ୍କୁ ନିକଟରେ ଶାଢ଼ୀ ବଣ୍ଟନ କରିଥିଲେ ଏହା ସୁନ୍ଦର ପଦକ୍ଷେପ ଯଦି ଆଶା ଓ ଆଙ୍ଗନବାଡ଼ି କର୍ମୀଙ୍କୁ ପିପି କିଟ ବଣ୍ଟନ କରିବା ସହ ରାଜ୍ୟ ସରକାର ଙ୍କ ଦୃଷ୍ଟି ଗୋଚର ବାଙ୍କୀ ବିଧାୟକ ଶ୍ରୀ ତ୍ରିପାଠୀ କରି ରାଜ୍ୟ ର ସମସ୍ତ ଆଶା ଓ ଅଙ୍ଗନବାଡି କର୍ମୀ ଙ୍କୁ ପିପି କିଟ ବଣ୍ଟନ କରାଯାଇ ପାରିଲେ ବହୁ ଆଶା ଓ ଆଙ୍ଗନ ବାଡ଼ି କର୍ମୀ ଉପକୃତ ହେବା ସହ କରୋନା ସେମାନଙ୍କୁ ଆକ୍ରାନ୍ତ କରିପାରିବ ନାହିଁ ବୋଲି ଶ୍ରୀ ରାୟ ଅନୁରୋଧ କରିଥିଲେ।        ରିପୋର୍ଟ ଗୌତମ ମିଶ୍ର

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ

March 14, 2026
ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

ସାଇବର ଠକେଇ ୨ ଗିରଫ ୧୩ ଚେକବୁକ ୧୩ ପାସବୁକ ଜବତ

March 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

ଜ଼ିଲ୍ଲାସ୍ତରୀୟ ଆଶା ସମ୍ମିଳନୀ ୨୦୨୬ ଅନୁଷ୍ଠିତ

March 14, 2026
ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

ଗ୍ଯାସ ନମିଳିବା ଓ ସାମଗ୍ରୀର ଦରବୃଦ୍ଧିକୁ ନେଇ କଂଗ୍ରେସର ବିକ୍ଷୋଭ

March 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version