No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଜୁନ୍ ଶୁକ୍ରବାର ) ବରଗଡ :- ବରଗଡ ବ୍ଲକ ସରସରା ଗ୍ରାମ ପଞ୍ଚାୟତ ସ୍ଥିତ ରେଙ୍ଗାଲପାଲି ଗ୍ରାମ କୈଳାସ ବିଶ୍ବାଳଙ୍କ ଧର୍ମପତ୍ନୀ ସୁଷମା ବିଶ୍ବାଳ ( ୪୮ ବର୍ଷ ବୟସରେ ) କିଡ଼ନି ଫେଲ ଯୋଗୁଁ ଅକାଳ ବିୟୋଗ ରେଙ୍ଗାଲପାଲି ରେ ହଠାତ ଅସୁସ୍ଥ ହେବାରୁ ବରଗଡ ରୁ ବୁର୍ଲା ଡାକ୍ତରଖାନା ଚିକିତ୍ସା ହେଉଥିଲେ । ତାଙ୍କ ଦେହ ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବର ଆପୋଲୋ ହସ୍ପିଟାଲ ନେଉଥିବାର ବାଟ ତାଙ୍କର ଅକାଳ ବିୟୋଗ ଘଟିଥିଲା ।
ସେ ଜଣେ ଧର୍ମ ପରାୟଣ ମହିଳା ଥିଲେ । ସେ ନିଜ ସ୍ବାମୀ ଓ ଗୋଟିଏ ପୁଅ,ଦୁଇଟି ଝିଅ ଓ ବିଶ୍ବାଳ ପରିବାର ବର୍ଗଙ୍କୁ ଛାଡି ଯାଇଛନ୍ତି । ଏକ ମାତ୍ର ପୁତ୍ର ରାଜା ବିଶ୍ବାଳ ମୁଖାଗ୍ନି ଦେଇଥିଲେ । ତାଙ୍କ ଅକାଳ ମୃତ୍ୟୁ ଯୋଗୁଁ ଆଖପାଖ ଗ୍ରାମରେ ଶୋକ ଖେଳାଇ ଦେଇଛି ।(ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result