• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ତତ୍କାଳ “କାର୍ଡଲେସ୍ ଇଏମ୍‌ଆଇ’ ବ୍ୟବସ୍ଥା ଅନ୍‌ଲାଇନ୍ ସପିଙ୍ଗ୍‌କୁ ସମ୍ପ୍ରସାରିତ

Proprietor Abhimanyu Maharana by Proprietor Abhimanyu Maharana
June 22, 2021
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ଗହଣା କ୍ଷେତ୍ରକୁ ସହଜ ଋଣ ପ୍ରଦାନ ଲାଗି ଗୋଦ୍‌ରେଜ୍ ସିକ୍ୟୁରିଟି ସଲ୍ୟୁସନ୍ସ ଓ ଆଇସିଆଇସିଆଇ ବ୍ୟାଙ୍କ ମଧ୍ୟରେ ସହବନ୍ଧନ
Share on FacebookShare on TwitterWhatsapp

 ନିୟୁତାଧିକ ପ୍ରାକ୍‌-ମଂଜୁରି ପ୍ରାପ୍ତ ଗ୍ରାହକ ତୁରନ୍ତ ଓ ଡିଜିଟାଲ୍‌ ମାଧ୍ୟମରେ ସେମାନଙ୍କ ଉଚ୍ଚ ମୂଲ୍ୟର କିଣାକିଣିକୁ ଇଏମ୍‌ଆଇରେ ପରିଣତ କରିପାରିବେ

 ୨୫୦୦ ଇ-କମର୍ସ ବ୍ରାଣ୍ଡ୍‌ରେ ସେମାନେ ସୁବିଧା ହାସଲ କରିପାରିବେ

 ଦେଶର ପ୍ରଥମ ବ୍ୟାଙ୍କ ଭାବେ ଏଭଳି ସୁବିଧା ପ୍ରଦାନ କରିବ

ଓଡ଼ିଶା ତାଜା ନ୍ୟୁଜ (୨୨ ଜୁନ୍‌ ମଙ୍ଗଳବାର )ଭୁବନେଶ୍ୱର :- ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଅନ୍‌ଲାଇନ୍ ସପିଙ୍ଗ୍ ପାଇଁ ତତ୍କାଳ କାର୍ଡଲେସ୍ ଇଏମ୍‌ଆଇ ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି । ଏହା ଦ୍ୱାରା ବ୍ୟାଙ୍କର ପ୍ରାକ୍‌-ମଂଜୁର ଗ୍ରାହକମାନେ ସୁବିଧାରେ ଅନ୍‌ଲାଇନ୍‌ରେ ମୂଲ୍ୟବାନ ସାମଗ୍ରୀଗୁଡ଼ିକୁ ସହଜ ଇଏମ୍‌ଆଇ ଜରିଆରେ କିଣିପାରିବେ । ନିଜର ମୋବାଇଲ୍ ଫୋନ୍ ଓ ପାନ୍‌କୁ ବ୍ୟବହାର କରି ମାତ୍ର କିଛି କ୍ଲିକ୍‌ରେ ଗ୍ରାହକମାନେ ପାଞ୍ଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତର କାବରାରକୁ ଇଏମ୍‌ଆଇରେ ପରିଣତ କରିପାରିବେ । ଇ-କମର୍ସ ୱେବ୍‌ସାଇଟ୍ ଓ ଆପ୍‌ର ଚେକ୍‌-ଆଉଟ୍ ବର୍ଗରେ ପ୍ରବେଶ କରି ନିଜର ପଞ୍ଜୀକୃତ ମୋବାଇଲ୍ ନମ୍ବର, ପାନ୍ ଓ ଓଟିପି ଦେଇ ସେମାନେ ଏହି ସୁବିଧା ହାସଲ କରିପାରିବେ । ଇଲେକ୍ଟ୍ରୋନିକ୍ସ, ହୋମ୍ ଆପ୍ଲାଏନ୍‌ସେସ୍‌, ଲାପ୍‌ଟପ୍‌, ମୋବାଇଲ୍ ଫୋନ୍‌, ଟ୍ରାଭେଲ୍‌, ଫେସନ୍ ଆପାରେଲ୍‌, ସ୍ପୋର୍ଟସ୍‌ ଓୟାର୍‌, ଶିକ୍ଷା ଓ ହୋମ୍ ଡେକର୍ ଆଦି କାରବାର ବେଳେ ଏହି ସୁବିଧା ହାସଲ କରାଯାଇପାରିବ । ରିଟେଲ୍ ଷ୍ଟୋର୍ କାରବାର ପାଇଁ ଏଭଳି ସୁବିଧା ଆରମ୍ଭ କରିବାର ସାତ ମାସ ପରେ ବ୍ୟାଙ୍କିଙ୍ଗ୍ ଶିଳ୍ପ କ୍ଷେତ୍ରର ପ୍ରଥମ ସଂସ୍ଥା ଭାବେ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଅନ୍‌ଲାଇନ୍ କାରବାର ପାଇଁ ଏହି ସୁବିଧାକୁ କାର୍ଯ୍ୟକାରୀ କରାଯାଇଛି ।

ଫ୍ଲେକ୍ସ ମନି ଓ ସପ୍ ସେ ଭଳି ଡିଜିଟାଲ୍ ଋଣ ପ୍ରଦାନକାରୀ ସଂସ୍ଥା ସହ ସହଯୋଗିତା ସ୍ଥାପନ କରି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଏହି ସୁବିଧାର ଶୁଭାରମ୍ଭ କରାଯାଇଛି । ବାଟା, ବଜାଜ୍ ଇଲେକ୍ଟ୍ରିକାଲ୍‌, କ୍ୟାରିୟର୍ ଲଞ୍ଚର୍‌, ଡି’ ଡେକର୍‌, ଡିକାଥଲନ୍‌, ଫ୍ଲିପ୍‌କାର୍ଟ, ନୋକିଆ, ରେମଣ୍ଡ, ଟାଟା କ୍ଳିକ୍ ଭଳି ୨୫୦୦ରୁ ଅଧିକ ବ୍ରାଣ୍ଡ୍‌ରେ ଗ୍ରାହକ ମାନେ ଏହି ସୁବିଧା ହାସଲ କରିପାରିବେ । ଏ ସମ୍ପର୍କରେ ସୁଦୀପ୍ତ ରାୟ, ମୁଖ୍ୟ-ଅସୁରକ୍ଷିତ ସଂପତ୍ତି, ଆଇସିଆଇସିଆଇ ବ୍ୟାଙ୍କ କହିଛନ୍ତି ଯେ, “ଆଇସିଆଇସିଆଇ ବ୍ୟାଙ୍କରେ ଆମ ଗ୍ରାହକମାନଙ୍କୁ ଅଭିନବ, ସୁବିଧା ଜନକ ଓ ଚିନ୍ତାମୁକ୍ତ ସେବା ଯୋଗାଇଦେବା ଉପରେ ଆମର ବିଶ୍ୱାସ ରହିଛି । ସେହି ଭାବନାକୁ ନେଇ ଗତ ଉତ୍ସବ ଋତୁରେ ଗ୍ରାହକମାନଙ୍କୁ ସ୍ପର୍ଶବିହୀନ, ଡିଜିଟାଲ୍ ଓ ସୁରକ୍ଷିତ ଭାବେ କାରବାର କରିବାର ସୁବିଧା ପ୍ରଦାନ କରିବା ପାଇଁ ଆମେ ରିଟେଲ୍ ଷ୍ଟୋର୍ ପାଇଁ କାର୍ଡଲେସ୍ ଇଏମ୍‌ଆଇ ସୁବିଧା ଆରମ୍ଭ କରିଥିଲୁ । ଏହାକୁ ଜବରଦସ୍ତ ସମର୍ଥନ ମିଳିବା ପରେ ଆମେ ଏହି ବ୍ୟବସ୍ଥାକୁ ଏବେ ଅନ୍‌ଲାଇନ୍ ସପିଙ୍ଗ୍ ପର୍ଯ୍ୟନ୍ତ ସମ୍ପ୍ରସାରିତ କରିଛୁ । ଏହା ଜରିଆରେ ଆମର ଗ୍ରାହକମାନେ ନିଜର ମୋବାଇଲ୍ ଫୋନ୍ ଓ ପାନ୍‌୍‌କୁ ବ୍ୟବହାର କରି ୨୫୦୦ରୁ ଅଧିକ ଇ-କମର୍ସ ମର୍ଚାଣ୍ଟଙ୍କ ସହ କାରବାର କରିପାରିବେ । ଏହି ନୂଆ ସେବା ଦ୍ୱାରା ନିୟାତୁଧିକ ଗ୍ରାହକ ଅଧିକ ମୂଲ୍ୟର ଜିନିଷର କିଣାକିଣିକୁ ସୁରକ୍ଷିତ ଓ ସୁବିଧାରେ, ତତ୍କାଳ ଓ ଡିଜିଟାଲ୍ ମାଧ୍ୟମରେ ଇଏମ୍‌ଆଇରେ ପରିଣତ କରିପାରିବେ ।’’

ଫ୍ଲେକ୍ସମନି ଟେକ୍ନୋଲୋଜିସ୍‌ର ପ୍ରତିଷ୍ଠାତା ଓ ସିଇଓ ୟେଜ୍‌ଦି ଲସ୍କାରି କହିଛନ୍ତି ଯେ, “ଆଇସିଆଇସିଆଇ ବ୍ୟାଙ୍କ ସହ ସହଯୋଗିତା ସ୍ଥାପନ କରିବା ଓ ସେମାନଙ୍କ ଗ୍ରାହକଙ୍କୁ ନିଜ ପସନ୍ଦର ଇ-କମର୍ସ ମର୍ଚାଣ୍ଟ ଓ ବ୍ରାଣ୍ଡ୍‌ରେ କାର୍ଡଲେସ୍‌ ଇଏମ୍‌ଆଇ ଜରିଆରେ କିଣାକିଣି କରିବାର ସୁବିଧା ପ୍ରଦାନ କରୁଥିବାରୁ ଆମେ ଅତ୍ୟନ୍ତ ଉଲ୍ଲସିତ । ଭବିଷ୍ୟତର କିଣାକିଣି ସମନ୍ୱିତ ଓ କାର୍ଡଲେସ୍‌ ଡିଜିଟାଲ୍ କ୍ରେଡିଟ୍ ଜରିଆରେ ହେବ ବୋଲି ଆଇସିଆଇସିଆଇ ବ୍ୟାଙ୍କର ରହିଥିବା ଲକ୍ଷ୍ୟକୁ ଆମେ ମଧ୍ୟ ବିଶ୍ୱାସ କରୁଛୁ । ଫ୍ଲେକ୍ସମନିର ଇନ୍‌ଷ୍ଟାକ୍ରେଡ୍ ପ୍ଲାଟ୍‌ଫର୍ମରେ ନିରବଚ୍ଛିନ୍ନ ଓ ସୁରକ୍ଷିତ ଭାବେ ମର୍ଚାଣ୍ଟ ସମନ୍ୱିତ ଅନୁଭୂତି ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକଙ୍କୁ ପ୍ରଦାନ କରାଯିବ ।’’ ସପ୍‌ସେର ସହ ପ୍ରତିଷ୍ଠାତା ଓ ସିଇଓ ପଲ୍ଲବ ଜୈନ କହିଛନ୍ତି ଯେ, “ସପ୍‌ସେରେ ଆମେ ଆମର ମର୍ଚାଣ୍ଟ ସହଯୋଗୀ ଓ ଗ୍ରାହକମାନଙ୍କ ପାଇଁ ଶ୍ରେଷ୍ଠ ମାନର ଇଏମ୍‌ଆଇ ସୁବିଧା ପ୍ରଦାନ କରିବାକୁ ଅତ୍ୟନ୍ତ ବ୍ୟାକୁଳ । ଆଇସିଆଇସିଆଇ ବ୍ୟାଙ୍କର ଅଭିନବ ଓ ପ୍ରଥମ ଧରଣର କାର୍ଡଲେସ୍ ଇଏମ୍‌ଆଇ ସୁବିଧା ପାଇଁ ସେମାନଙ୍କ ସହ ଯୋଡ଼ି ହେବାର ସୁଯୋଗ ପାଇଥିବାରୁ ଆମେ ଗର୍ବିତ । ଆଇସିଆଇସିଆଇ ବ୍ୟାଙ୍କ ଡିଜିଟାଲ୍ ଟିମ୍ ସହିତ କାର୍ଯ୍ୟ କରିବା ଉଲ୍ଲାସପୂର୍ଣ୍ଣ ଥିଲା ଓ ସେମାନେ ମଧ୍ୟ କିଣାକିଣି ଅନୁଭୂତିରେ ଉନ୍ନତି ଆଣିବାକୁ ସମାନ ଭାବେ ଉତ୍ସାହିତ ଥିଲେ ।’’ କାର୍ଡଲେସ୍ ଇଏମ୍‌ଆଇରେ ଅନ୍‌ଲାଇନ୍ ସପିଙ୍ଗ୍‌ରେ ଏହି ସବୁ ସୁବିଧା ମିଳିବ । ଡିଜିଟାଲ୍ ଓ ତୁରନ୍ତ ପ୍ରକ୍ରିୟାକରଣ ହେବ । ଗ୍ରାହକମାନେ ୭୦୦୦ ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତର କାରବାର ସୀମା ହାସଲ କରିପାରିବେ । ଗ୍ରାହକମାନେ ୩,୬,୯ ଓ ୧୨ ମାସର ଭଳି ନମନୀୟ ପରିଶୋଧ ସୁବିଧା ହାସଲ କରିପାରିବେ । ଭାରତରେ ଅନ୍ୟ କୌଣସି ବ୍ୟାଙ୍କ ଏହି ସୁବିଧା ପ୍ରଦାନ କରୁନାହାନ୍ତି । ଇଲେକ୍ଟ୍ରୋନିକ୍ସ, ହୋମ୍‌ ଆପ୍ଲାଏନ୍‌ସେସ୍‌, ଲାପ୍‌ଟପ୍‌, ମୋବାଇଲ୍ ଫୋନ୍‌, ଟ୍ରାଭେଲ୍‌, ଫେସନ୍‌, ସ୍ପୋର୍ଟସ୍ ଓୟାର୍ ଓ ହୋମ୍ ଡେକର୍ ଭଳି ୨୫୦୦ ବର୍ଗରେ ଏହି ସୁବିଧା ମିଳିବ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Srusti Academy of Management and Technology Becomes an AI-Enabled Campus

ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି AI-ସକ୍ଷମ କ୍ୟାମ୍ପସ୍ ହେଲା AI କୁ ବ୍ୟବହାର କରି ଛାତ୍ରଛାତ୍ରୀ ନିଯୁକ୍ତି ଚୟନରେ ସଫଳ

July 28, 2026
Srusti Academy of Management and Technology Becomes an AI-Enabled Campus

Srusti Academy of Management and Technology Becomes an AI-Enabled Campus

July 28, 2026
ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ

ରଣପୁର ଚକାଶିଳା କ୍ଷେତ୍ରରେ ନୀଳାଦ୍ରୀ ବିଜେ

July 28, 2026
ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ

ଡେଙ୍ଗାଝରୀ ଗ୍ରାମରେ ପାନୀୟ ଜଳ ସମସ୍ୟା ସମାଧାନ କଲେ, ସରପଞ୍ଚ

July 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Srusti Academy of Management and Technology Becomes an AI-Enabled Campus

ସୃଷ୍ଟି ଏକାଡେମୀ ଅଫ୍ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି AI-ସକ୍ଷମ କ୍ୟାମ୍ପସ୍ ହେଲା AI କୁ ବ୍ୟବହାର କରି ଛାତ୍ରଛାତ୍ରୀ ନିଯୁକ୍ତି ଚୟନରେ ସଫଳ

July 28, 2026
Srusti Academy of Management and Technology Becomes an AI-Enabled Campus

Srusti Academy of Management and Technology Becomes an AI-Enabled Campus

July 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version