ଓଡ଼ିଶା ତାଜା ନ୍ୟୁଜ (୨୧ ଜୁନ୍ ସୋମବାର) ନୟାଗଡ଼ :- ୭ ତମ ଅନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ , ନୟାଗଡ଼ ଡାକମଣ୍ଡଳ ତରଫରୁ ,ଡାକ ଅଧିକ୍ଷକ ଭରତ କୁମାର ପାତ୍ର ଙ୍କ ଅଧକ୍ଷ୍ୟତା ରେ ପାଳିତ ହୋଇଯାଇଛି । ଏଥିରେ ସମସ୍ତ ଡାକ କର୍ମଚାରୀ ଯୋଗ ଅଭ୍ୟାସ କରିବା ସହିତ ପ୍ରତେକ ନିଜ ଜୀବନ ଚର୍ଯ୍ୟା ରେ ଯୋଗ କୁ ସାମିଲ କରିବା ପାଇଁ ଶପଥ କରିଥିଲେ ।














