No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଜୁନ୍ , ଶୁକ୍ରବାର ) ନୂଆଗାଁ :- ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଯୋଗ୍ୟ ହିତାଧିକାରୀ ଙ୍କୁ ଘରେ ପ୍ରଦାନ କରାଯାଉଛି ଭତ୍ତା।ଦଶପଲ୍ଲା ବିଧାୟକ ଙ୍କ ନିର୍ଦ୍ଦେଶ କ୍ରମେ ନୂଆଗାଁ ବ୍ଲକ୍ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ ହରିପୁର ଗ୍ରାମ ପଞ୍ଚାୟତ ର ଯୋଗ୍ୟ ହିତାଧିକାରୀ ଙ୍କ ଘରକୁ ଯାଇ ଭତ୍ତା ପ୍ରଦାନ କରିଛନ୍ତି ।
ଭତ୍ତା ପ୍ରଦାନ ସମୟରେ ହରିପୁର ଗ୍ରାମ ପଞ୍ଚାୟତ ଅଫି ସର୍ ସୁଶାନ୍ତ କୁମାର ମଲ୍ଲିକ,ନାଏବ ସରପଞ୍ଚ ଅଭିମନ୍ୟୁ ସେଠୀ ଏବଂ ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
No Result
View All Result