• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ଲେଙ୍କାଖାଲି ଚୋରୀ ଘଟଣାର ଫର୍ଦ୍ଦାଫାସ ୨୧ଭରି ଓଜନର ସୁନା ଅଳଙ୍କାର ଜବତ, ୪ ଗିରଫ

Proprietor Abhimanyu Maharana by Proprietor Abhimanyu Maharana
June 12, 2021
in ଅପରାଧ, ଓଡ଼ିଶା, ଗଞ୍ଜାମ, ହୋମ୍
0
ଲେଙ୍କାଖାଲି ଚୋରୀ ଘଟଣାର ଫର୍ଦ୍ଦାଫାସ ୨୧ଭରି ଓଜନର ସୁନା ଅଳଙ୍କାର ଜବତ, ୪ ଗିରଫ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜୁନ ଶନିବାର ) ହିଞ୍ଜିଳିକାଟୁ :- ଗତ ୭ ତାରିଖ ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଲେଙ୍କାଖାଲି ଗ୍ରାମରେ ଘଟିଥିବା ଚୋରୀ ଘଟଣାରେ ହିଞ୍ଜିଳି ପୁଲିସକୁ ମିଳିଛି ସଫଳତା । ଘଟଣାର ୪୮ ଘଂଟା ମଧ୍ୟରେ ଚୋରି ହୋଇଥିବା ପ୍ରାୟ ୨୧ ଭରି ଓଜନର ସୁନା ଅଳଙ୍କାରକୁ ଜବତ କରିବା ସହ ଚୋରୀ କରିଥିବା ୩ ଲୁଟେରାଙ୍କ ସମେତ ଚୋରୀ ସୁନା କିଣିଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି । ଗିରଫ ମାନେ ହେଲେ ପାଟପୁର ଥାନା ଡ଼େଙ୍ଗାଡ଼ି ଗ୍ରାମ ରାଜିବ ନଗର ସାହି ବାସିନ୍ଦା ଲକ୍ଷ୍ମଣ ଶିକାରୀଙ୍କ ଦୁଇ ପୁଅ କୃଷ୍ଣ ଶିକାରୀ ଓରଫ୍ ଆନନ୍ଦ (୩୫), ଜିତୁ ଶିକାରୀ ଓରଫ ଅରକ୍ଷିତ(୩୦), କବିସୂର୍ଯ୍ୟନଗର ଥାନା ଶାସନ ସାହି ବାସିନ୍ଦା ଜୁରିଆ ଦାସ (୪୮) ଓ ଚୋରୀ ସୁନା କିଣିଥିବା ଯୁବକ ଜଣକ ଧରାକୋଟ ଥାନା ସୁନାମୁହି ଗ୍ରାମ ନୁଆ ସାହିର ଗୋପାଳ କୃଷ୍ଣ ଜେନା (୫୩) । ଏ ନେଇ ହିଞ୍ଜିଳି ଥାନାରେ ନଂ- ୨୯୭/୨୧ରେ ଏକ ମାମଲା ରୁଜୁ କରି ଗିରଫ ୪ ଜଣଙ୍କୁ ଶୁକ୍ରବାର କୋର୍ଟ ଚାଲାଣ କରାଯାଇଥିବା ନେଇ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ମଲ୍ଲିକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ପୁଲିସ ସୁତ୍ରରୁ ପ୍ରକାଶ ଯେ, ଗତ ୭ ତାରିଖ ବିଳମ୍ବିତ ରାତି ପ୍ରାୟ ସାଢେ ୧ଘଂଟା ସମୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଲେଙ୍କାଖାଲି ଗ୍ରାମର ସୁକାନ୍ତ ଦଳାଇଙ୍କ ପରିବାର ରାତ୍ର ଭୋଜନ ସାରି ଘରର କବାଟ ଝରକା ବନ୍ଦ କରି ଘର ମଧ୍ୟରେ ଶୋଇଥିଲେ । ସେହି ଦିନ ରାତିରେ ପରିବାର ସଦସ୍ୟ ନିଘୋଢ ନିଦରେ ଶୋଇଥିବା ସମୟରେ ୩ ଦୁବୃର୍ତ ପାଟପୁର ଥାନା ଡ଼େଙ୍ଗାଡ଼ି ଗ୍ରାମ ରାଜିବ ନଗର ସାହି ବାସିନ୍ଦା ଲକ୍ଷ୍ମଣ ଶିକାରୀଙ୍କ ଦୁଇ ପୁଅ କୃଷ୍ଣ ଶିକାରୀ ଓରଫ୍ ଆନନ୍ଦ (୩୫), ଜିତୁ ଶିକାରୀ ଓରଫ ଅରକ୍ଷିତ(୩୦), କବିସୂର୍ଯ୍ୟନଗର ଥାନା ଶାସନ ସାହି ବାସିନ୍ଦା ଜୁରିଆ ଦାସ (୪୮) ସୁକାନ୍ତଙ୍କ ଘରେ ପଶି କବାଟ ତାଡ଼ି ଆଲମାରୀରେ ଥିବା ପ୍ରାୟ ୨୧ ଭରି ଓଜନର ସୁନା ଅଳଙ୍କାର ଓ ଅନ୍ୟାନ ଆସବାବ ପତ୍ର ଲୁଟି ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ ।

ଳେ ନିଦରୁ ଉଠି କବାଟ ଭଙ୍ଗାଯାଇଥିବା ସହ ଘରର ଆଲମାରୀ ଭାଙ୍ଗି କେହି ଦୁବୃର୍ତ ସୁନା ଅଳଙ୍କାର ଲୁଟି ନେଇଥିବା ଜାଣିପାରି ଘଟଣା ନେଇ ୮ ତାରିଖ ରାତିରେ ହିଞ୍ଜିଳି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ହିଞ୍ଜିଳି ଥାନାରେ ନଂ- ୨୯୭/୨୧ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ଘଟଣାର ୪୮ ଘଂଟା ମଧ୍ୟରେ ଚୋରୀ ଘଟଣାର ଫର୍ଦ୍ଦାଫାଶ କରିବା ସହ ଚୋରୀ ହୋଇଥିବା ୨ଟି ନାନୁ, ୪ଟି ଚେନ୍ , ୨୧ଟି ମୁଦି, ୩ହଳ କାନ ଫୁଲ, ୨ହଳ ଝିକା ଓ ଗୋଟିଏ ମଥାମଣି ସମୁଦାୟ ପ୍ରାୟ ୨୧ ଭରି ଓଜନର ସୁନା ଅଳଙ୍କାର ଜବତ କରିଛି । କୃଷ୍ଣ ଓ ଜିତୁଙ୍କୁ ପାଟପୁର ଥାନା ଡ଼େଙ୍ଗାଡ଼ି ଗ୍ରାମରୁ , ଜୁରିଆଙ୍କୁ କବିସୂର୍ଯ୍ୟନଗର ଥାନା ଓ ଚୋରୀ ସୁନା ଅଳଙ୍କାର କିଣିଥିବା ଅଭିଯୋଗରେ ଗୋପାଳଙ୍କୁ ଧରାକୋଟ ଥାନା ସୁନାମୁହି ଗ୍ରାମରୁ ଗୁରୁବାର ସନ୍ଧ୍ୟାରେ ଗିରଫ କରାଯାଇଥିଲା । ଗିରଫ ବ୍ୟକ୍ତିଙ୍କୁ ଧାରା ୪୫୭, ୩୮୦, ୪୧୧, ୩୪ ଆଇପିସିରେ ମାମଲା ରୁଜୁ କରି ଶୁକ୍ରବାର ସନ୍ଦ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ନେଇ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ମଲ୍ଲିକ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମଲ୍ଲିକ, ଆସିକା ପୁଲିସ ଉପଖଣ୍ଡ ଅଧିକାର ଉମାଶଙ୍କର ସିଂ, ହିଞ୍ଜିଳି ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ଏସଆଇ ରାଘବ ପ୍ରଧାନ, କନେଷ୍ଟବଳ ବସନ୍ତ ଉପାଧ୍ୟୟ, ସରୋଜ ରଣସିଂ ପ୍ରମୁଖ ଉପସ୍ଥିତ ଥିଲେ । ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଦାସଙ୍କ ନେତୃତ୍ୱରେ ଚଢାଉରେ ଥାନା ଏଏସଆଇ ରାଜନ ବିଷୋୟୀ, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ ଓ ପୁଲିସ ଫୋର୍ସ ଅଂଶ ଗ୍ରହଣ କରିଥିଲେ । ( ରିପୋର୍ଟ : ଶୁସାନ୍ତ ପ୍ରଧାନ ) 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 23, 2026
FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

ଭୁବନେଶ୍ୱରରେ “ଉତ୍କର୍ଷ ୨୦୨୬”  ଅଲ୍  ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି

ଧନକଉଡ଼ା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ଧନକଉଡ଼ା ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

June 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବରୁଣେଇ ହୋଟେଲରେ ମିଳୁଛି  ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

ବରୁଣେଇ ହୋଟେଲରେ ମିଳୁଛି ଅପମିଶ୍ରଣ ଖାଦ୍ୟ : ପ୍ରଶାସନ ଜାଣି ଶୁଣି ଅନ୍ଧ

June 23, 2026
FTII and NTWB (Govt. Of India) to Host “UTKARSH 2026” — All Odisha Business Summit in Bhubaneswar on 28 June 2026

ଭୁବନେଶ୍ୱରରେ “ଉତ୍କର୍ଷ ୨୦୨୬”  ଅଲ୍  ଓଡ଼ିଶା ବ୍ୟବସାୟ ସମ୍ମିଳନୀ ଆୟୋଜନ କରିବେ ଭାରତ ସରକାରଙ୍କ ଏଫଟିଆଇଆଇ ଏବଂ ଏନଟିଡବ୍ଲୁବି

June 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version