No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୯ ଜୁନ ବୁଧବାର ) ରାୟଗଡ଼ :- ରାୟଗଡ଼ ଠାରେ ସକାଳ ବଜାର ଉଠା ଦୋକାନ ମାନଙ୍କ ସମୁଖରେ ପ୍ରବଳ ଜନ ଗହଳି ଦେଖି ବାକୁ ମିଳିଥିଲା ଆସନ୍ତା କାଲି ସାବିତ୍ରୀ ବ୍ରତ ପଡୁଥିବା ହେତୁ ଆଖ ପାଖ ଗ୍ରାମ ନିକଟରୁ ବ୍ୟବଶାୟୀ ମାନେ ବନଯାତ ଦ୍ରବ୍ୟ ପଣଷ, ବିଭିନ୍ନ ପ୍ରଜାତିର ଆମ୍ବ, ଖଜିରୀକୋଳି, କଦଳୀ, ଲେମ୍ବୁ, ତାଳ, ନଡ଼ିଆ,ସପୁରି, କୁଇନ ସପୁରି, ଦୋକାନ ମାନଙ୍କରେ ନାହିଁ ନଥିବା ଜନ ଗହଳି ଦେଖିବାକୁ ମିଳିଥିଲା !

ବିଶେଷ କରି ତାଳମୁଣ୍ଡା, ରେଗିଡି ସିଙ୍ଗି, ମୁନିସିଙ୍ଗି, ଉପର ସୁନାପୁରୁ, ନାରାୟଣପୁରୁ, ବଡତୁଣ୍ଡି,ତୁବୁରିସିଙ୍ଗି, ସାନତୁଣ୍ଡି, ବନାଲ, କଡ଼ ମାତାଲ,ତାଳ ସିଣ୍ଡିସିଙ୍ଗି,ଗ୍ରାମ ମାନଂକରୁ ଏହିସବୁ ଫଳ ମୂଳ ବିକ୍ରି କରିବାକୁ ଆଣିଥାନ୍ତି ରାୟଗଡ଼ ତଥା ଆଖ ପାଖ ପଂଚାୟତ ବାସୀ ଙ୍କ ଭିଡ଼ ଦେଖି ବାକୁ ମିଳିଥିଲା ! (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି)
No Result
View All Result