• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ତିନି ରଥର ଚକ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ – ପୁରୀ

Proprietor Abhimanyu Maharana by Proprietor Abhimanyu Maharana
June 6, 2021
in ଓଡ଼ିଶା, ପୁରୀ, ହୋମ୍
0
ତିନି ରଥର ଚକ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ – ପୁରୀ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୦୬ ଜୁନ୍‌ ରବିବାର )ପୁରୀ :- ତିନି ରଥର ଚକ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ, ରୂପକାର ସେବକ ମାନେ ତିନି ରଥର କୋଣ ଗୁଜ ବା ସାଲ ଗୁଜରେ ରୂପ ଖୋଦେଇ କାର୍ଯ୍ୟ କରୁଛନ୍ତି, ତାଳଧ୍ଵଜ ରଥର-୧୬ ଟି, ନନ୍ଦିଘୋଷ ରଥର-୧୬ ଟି ଏବଂ ଦେବଦଳନ ରଥର-୧୨ ଟି କୋଣଗୁଜ ରେ ରୂପ କାର ସେବକ ମାନେ ସିଂହ ବିରାଳ ରୂପ ଖୋଦେଇ କାର୍ଯ୍ୟ ଜାରୀ ରଖି ଛନ୍ତି, ଏହି କୋଣଗୁଜ ଗୁଡିକରେ ନୃସିଂହ ମହାପ୍ରଭୁଙ୍କ ପୂର୍ଣ୍ଣ ଅବୟବ ରୂପ ଖୋଦେଇ ହେତୁ,ଅଧିକ ସମୟ ଲାଗୁଅଛି , ଗୁଜରେ ସଂହ ବିରାଳ ରୂପ ଖୋଦେଇ ପରେ,ଦୁଆର ଘଡା ପାଇଁ ନାଟ ଗୋଡ଼ ଖୋଦେଇ,ଚାରି ନାହାକା ଉଠିଲାପରେ ପଟାଗୁଜରେ ସିଂହବିରାଳ,ଗଜ ବିରାଳ,ନରବିରା- ଳ,ଖୋଦେଇ ଆରମ୍ଭ ହେବ ।

ତାଳଧ୍ଵଜ ଚାଳି :-

ଗତ କାଲି ସୁଦ୍ଧା ତାଳଧ୍ଵଜ ରଥର ୮ଟି ଚକ ଶେଷ ହୋଇଥିଲା ଦୁଇଟି ଚକ ଶେଷ ହୋଇ ତାଳଧ୍ଵଜ ରଥର ୧୦ ଟି ଚକର ନିର୍ମାଣ ଶେଷ ହଉଛି, ଏଥିସହ ଆଉ ଦୁଇଟି ଚକର ତୁମ୍ଵରେ ଅର ଫିଟିଙ୍ଗ ସରି ପଂଦାରୀ ଗାଡ଼ ଖୋଦେଇ ଚାଲିଛି, ଦୁଇ ଦୁଇଟି ଚକ ପାଇଁ ପଇରେ ବିନ୍ଧ ଖୋଦେଇ ଚାଲୁଅଛି।

ଦେବଦଳନ ଚାଳି :- 

ଗତକାଲି ସୁଦ୍ଧା ୮ଟି ଚକର ନିର୍ମାଣ ଶେଷ ହୋଇଥିଲା ।  ଚାରୋଟି ଚକ ର କାମ ଆରମ୍ଭ ହୋଇ ନବମ,ଦଶମ ଚକର ତୁମ୍ଵରେ ଅର ସଂଯୋଗ, ଅରରେ ସିଙ୍ଗଡ଼ା କଣ୍ଟା ଵାଡ଼ିଆ ସରି ଅର ସାଲ ସରିଅଛି, ପଂଦାରୀ ଗାଡ଼ ଖୋଳା ଚାଲିଛି, ପଇ ରେ ବିନ୍ଧକାମ ଶେଷ ପର୍ଯ୍ୟାୟରେ,ଆଉ ଦୁଇଟି ଚକର ତୁମ୍ଵରେ ଅରସଂଯୋଗ ପର ସିଙ୍ଗଡ଼ା କଣ୍ଟା ଯନ୍ତାଗାଡରେ ଵାଡ଼ିଆ ସରି ରଥ ଚାଲିକୁ ଆସିଅଛି ,

ନନ୍ଦିଘୋଷ ଚାଳି :-
 
ଗତକାଲି ସୁଦ୍ଧା ୧୦ ଟି ଚକର ନିର୍ମାଣ ଶେଷ ହୋଇଥିଲା,  ଚାରୋଟି ଚକ ପାଇଁ କାର୍ଯ୍ୟ ଆରମ୍ଭ ହୋଇ ୧୧ ତମ ଏବଂ୧୨ ତମ ଚକର ତୁମ୍ଵରେ ଅର ପଇ ସଂଯୋଗ ସରି ପଇ ରେ କଳସା କାମ ବା ପଇ ପଇ ବାନ୍ଧେଣି ପାଇଁ ଖାପ ଖୋଦେଇ ଶେଷ ପର୍ଯ୍ୟାୟରେ ,୧୩ତମ ୧୪ ତମ ଚକରେ ଅର ଫିଟିଙ୍ଗ ସରି ଅଛି, ପଇ ବିନ୍ଧ ଖୋଦେଇ ଜାରୀ ରହିଛି ।

କମାର ଶାଳ :-

ଦୋଳବେଦୀ ସ୍ଥ କମାର ଶାଳ ରେ ତିନି ରଥର ଓଝା ସେବକ ମାନେ ଚାରିନାହାକା ପାଇଁ ‘ଚଣାକ’ କଣ୍ଟା, ଛନ୍ଦା ଗୟଳ ପାଇଁ ଯୋଖା, ଦୁଆର ବନ୍ଧ ପାଇଁ ଆଗ ପାତେଳୀ,୧୦ଏମ, ଏମ ର ସିଙ୍ଗଡ଼ା କଣ୍ଟା ନିର୍ମାଣ ଜାରୀ ରଖିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୨୨ ମାର୍ଚ୍ଚରେ ଅନୁଷ୍ଠିତ ହେବ ସବୁଠାରୁ ବଡ଼ ଫାର୍ମା ଜାତୀୟ ସମ୍ମିଳନୀ “ଫାର୍ମା ଅନୱେଶନ – ୨୦୨୬”

୨୨ ମାର୍ଚ୍ଚରେ ଅନୁଷ୍ଠିତ ହେବ ସବୁଠାରୁ ବଡ଼ ଫାର୍ମା ଜାତୀୟ ସମ୍ମିଳନୀ “ଫାର୍ମା ଅନୱେଶନ – ୨୦୨୬”

March 11, 2026
International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026
ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

ରଣପୁରରେ ଧୁମଧାମରେ ପଞ୍ଚୁଦୋଳ ଯାତ୍ରା : ଯୋଗ ଦେଲେ ବାଚସ୍ପତି 

March 10, 2026
ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

ଦୋଳପୂର୍ଣ୍ଣିମା ଉପଲକ୍ଷେ ବାଦୀପlଲା ଉଦଯାପିତ

March 10, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୨୨ ମାର୍ଚ୍ଚରେ ଅନୁଷ୍ଠିତ ହେବ ସବୁଠାରୁ ବଡ଼ ଫାର୍ମା ଜାତୀୟ ସମ୍ମିଳନୀ “ଫାର୍ମା ଅନୱେଶନ – ୨୦୨୬”

୨୨ ମାର୍ଚ୍ଚରେ ଅନୁଷ୍ଠିତ ହେବ ସବୁଠାରୁ ବଡ଼ ଫାର୍ମା ଜାତୀୟ ସମ୍ମିଳନୀ “ଫାର୍ମା ଅନୱେଶନ – ୨୦୨୬”

March 11, 2026
International Women’s Day 2026 Observed with Service Initiative at Red Cross Bhawan

International Women’s Day 2026 Observed with Service Initiative at Red Cross Bhawan

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version