• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

କରୋନା କରିଛି ବାଟବଣା; ବଳକା ଧାନ ମଣ୍ଡିରେ ଦେବାକୁ ବାଧକ ସାଜୁଛି ନିୟମ

Proprietor Abhimanyu Maharana by Proprietor Abhimanyu Maharana
June 6, 2021
in ଓଡ଼ିଶା, ଯାଜପୁର, ହୋମ୍
0
କରୋନା କରିଛି ବାଟବଣା; ବଳକା ଧାନ ମଣ୍ଡିରେ ଦେବାକୁ ବାଧକ ସାଜୁଛି ନିୟମ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଜୁନ୍ , ଶନିବାର ) କୋରାଇ :-  କରୋନା ମହାମାରୀ ଲୋକଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି । ଉଜାଡି ବେଉଷା ,କେଢିନେଇ ଜୀବିକା । ଫଳରେ ଘରେ ରହିବାକୁ ବାଧ୍ୟ ହୋଇଥିବା ଲୋକେ ଚାଷକୁ ଆପଣେଇ ନେଇଛନ୍ତି । ତେଣୁ ପୂର୍ବ ବର୍ଷତୁଳନାରେ ଅଧିକ ଜମିରେ ଚାଷ ହୋଇଛି । ଏହି କ୍ରମରେ ଚଳିତ ରବି ଋତୁରେ କୋରାଇ ବ୍ଳକର ୧୭ଟି ପଂଚାୟତରେ ୩୯୦୦ଏକର ଜମିରେ ଡାଳୁଅ ଧାନ ଚାଷ କରାଯାଇଥିଲା । ଅମଳ ସମୟରେ ‘ୟସ’ବାତ୍ୟା ଯୋଗୁ ବିଚରା ଚାଷୀକୁ ବହୁ ଅସୁବିଧାର ସ୧ୁଖୀନ ହେବାକୁ ପଡିଥିଲା । କଷ୍ଟେ ମଷ୍ଟେ ଅମଳ କରି ନେଲା ସତ; କିନ୍ତୁ ବଳକା ଧାନକୁ ଏବେ ସରକାରୀ ମଣ୍ଡିରେ ଦେବାକୁ ନିୟମ ମାଧକ ସାଜିଛି । ଫଳରେ ଚାଷୀ ଧାନମଣ୍ଡିରେ ଦେଇନପାରୀ ଅଗଣାରେ ଭାଡିକରି ରଖିଛି । ଏବେ ବର୍ଷା ଲାଗିରହୁଥିବାରୁ ଜଳରେ ଭିଜିଯିବା ଆଶଙ୍କା ଉପୁଜିଛି । ବିକିବା ଓ ନଷ୍ଟ ହେବା ଆଶଙ୍କାରେ ଚାଷୀ ଦୋଛକିରେ ପଡିଛି । ସୂଚନାରଅନୁଯାୟୀ ଯେଉଁ ଚାଷୀ ଧାନ ଦେବାକୁ ପୂର୍ବରୁ ଅନ୍‌ଲାଇନ୍‌ରେ ନାମ ପଞ୍ଜିକୃତ କରିଥିବା ଚାଷୀଙ୍କ ଜମିମୁତାବକ ଧନା ଦେବାକୁବା ଲାଗି ମୋବାଇଲିରେ ବାର୍ତା ଆସିଛି । କିନ୍ତୁ ଜିଲା ପ୍ରଶାସନ ପ୍ରତିଦଫାରେ ଜଣେ ଚାଷୀ ସର୍ବାଧିକ ୪୦କ୍ୱିଂଟାଲ ଧାନଦେବାକୁ ନିଷ୍ପତି ହୋଇଛି ।

ପଂଜିକୃତ ଜମି ମୁତାବକ ଚାଷୀର ୪୦କ୍ୱାଂଟାଲରୁ ଅଧିକ ଧାନଦେବାକୁ ବାର୍ତା ଆସିଥିଲାହେଁ ମଣ୍ଡି ତତ୍ୱାବଧାରକ ୪୦କ୍ୱିଂଟାଲରୁ ଅଧିକ ଧାନ ନେଉନାହଁନ୍ତି । ଫଳରେ ବିଚରା ଚାଷୀ ଧାନ ଦେବାକୁ ନେଇ ଦ୍ୱନ୍ଦରେ ପଡିଯାଇଛି । ଏଭଳି ସ୍ଥିତ ଚାଷୀଙ୍କ ଲାଗି ଧନେଶ୍ୱର ସମବାୟ ସମିତିରେ ଉପୁଯିଛି । କୃଷିବିଭାଗ ସୂଚନା ଅନୁଯାୟୀ ଚଳିତ ରବି ଋତୁରେ ଧନେଶ୍ୱର ପଂଚାୟତରେ ୫୦ରୁ ଅଧିକ ଚାଷୀ ୫୭୫ଏକର ଜମିରେ ଡାଳୁଅ ଧାନ ଚାଷ କରିଥିଲେ । ବଳକାଧାନ ବିକ୍ରିପାଇଁ ମଧ୍ୟ ଅନଲାଇନରେ ପଂଜିକୃତ କରିଥିଲେ । ଧନେଶ୍ୱର କୃଷି ସମବାୟ ସମିତିରେେ ସେମାନଙ୍କ ଧାନ ବିକ୍ରିପାଇଁ ମୋବାଇଲିରେ ବାର୍ତା ଆସିଛି । ସମିତିକୁ ପ୍ରଥମ ପର୍ଯ୍ୟାୟରେ ମାତ୍ର ୨ଶହ କ୍ୱିଂଟାଲ ଧାନ କିଣା ଯିବାକୁ ପ୍ରଶାସନ ପକ୍ଷରୁ ଧାର୍ଯ୍ୟ କରାଯାଇଥିଲା । ଏଠାରେ ୫୦ଜଣ ଚାଷୀ କିପରି ଧାନ ଦେବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି । ଧାର୍ଯ୍ୟ ଅନୁଯାଇ ଜଣେ ଚାଷୀ ସର୍ବାଧିକ ୪୦କ୍ୱିଂଟାଲ ଧାନ ଦେଇ ପାରିବାକୁ ଥିଲା ବେଳେ ଯେଉଁ ଚାଷୀ ଜମିପଂଜିକୃତ ଅନୁଯାଇ ୪୦କ୍ୱିଂଟାଲରୁ ଅଧିକ ଧାନ ଦେବାକୁ ବାର୍ତା ଆସିଛି; ସମିତି ନିୟମଅନୁଯାୟୀ ୪୦କ୍ୱିଂଟାଲ ଧାନଦେବାପରେ ଅବଶିଷ୍ଟ ଧାନ କେମିତି ବିକିବ ସେନେଇ ଦ୍ୱନ୍ଦରେ ପଡ଼ିଛି । ଅବଶିଷ୍ଟ ଧାନ କଣକରାଯିବ ସେନେଇ ସମିତି କର୍ତୃପକ୍ଷ ସଠିକଭାବେ କହିପାରୁନାହଁନ୍ତି ।

ଏହି ସମବାୟ ସମିତି ପକ୍ଷରୁ ଆଜି ପ୍ରଥମ ପର୍ଯ୍ୟାୟରେ ଧାନ କିଣା ଆରମ୍ଭ ହୋଇଥିଲା ବେଳେ ମାତ୍ର ୫ଜଣ ଚାଷୀଙ୍କ ଠାରୁ ୨ଶହ କ୍ୱିଂଟାଲ ଧାନ କିଣା ହେବା ପରେ ସମିତିର ଧାର୍ଯ୍ୟହୋଇଥିବା କୋଟା ଶେଷ ହୋଇ ଯାଇଥିଲା । ଅବଶିଷ୍ଟ ଚାଷୀ ଧାନ ଦେଇ ପାରିନଥିବା ବେଳେ ଆଜି ଯେଉଁ ଚାଷୀ ଧାନ ଦେଇଛନ୍ତି; ତାଙ୍କ ଠାରୁ ମଧ୍ୟ ପଂଜିକୃତ ବାର୍ତା ଅନୁଯାଇ ସମ୍ପୂର୍ଣ୍ଣ ଧାନ କିଣା ହୋଇ ପାରି ନାହିଁ । ପ୍ରଶାସନର ଏଭଳି ପ୍ରଣିତ ନୀତିକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହା ଉପରେ ସରକାର ପୁନର୍ବିଚାର କରି ସମସ୍ତ ଚାଷୀଙ୍କ ଠାରୁ ପଂଜିକୃତ ଅନୁଯାଇ ସବୁ ଧାନ କିଣାଯିବା ପାଇଁ କୃଷକ ନେତା ବିଜୟକୁମାର ବୋଇତାଇ ଦାବି କରିଛନ୍ତି । ଏସମ୍ପର୍କରେ କୋରାଇ ବ୍ଲକ ସମବାୟ ସମ୍ପ୍ରସାଣ ଅଧିକାରୀ ପ୍ରଶାନ୍ତ କୁମାର କରକୁ ପଚାରିବାରୁ କୋରାଇ ବ୍ଲକ ୯ଟି ସମବାୟ ସମିତି ପାଇଁ ପ୍ରଥମ ପର୍ଯ୍ୟାୟରେ ଧାନ କିଣା ହେବା ପାଇଁ ୧୮୦୦କ୍ୱିଂଟାଲ ଧାର୍ଯ୍ୟକରା ଯାଇଥିଲା । ସେଥିରୁ ଧନେଶ୍ୱର ସମବାୟ ସମିତିରେ ଆଜି(ଶନିବାର) ପ୍ରଥମ ପର୍ଯ୍ୟାୟ ଧାନ କିଣା ଶେଷ ହୋଇ ଯାଇଛି । ପରବର୍ତି ଦ୍ୱିତୀୟ ପର୍ଯ୍ୟାୟ କିଣିବା ଲାଗି ଧାର୍ଯ୍ୟକରାଗଲେ; ପୁନର୍ବାର ଧାନ କିଣା ହେବ ବୋଲି ଶ୍ରୀ କର ପ୍ରତିକ୍ରିୟାରେ କହିଛନ୍ତି । ଜିଲା ଯୋଗାଣ ବିଭାଗ ଓ ଜିଲାପାଳ ଦୃଷ୍ଟି ଦେଇ ପଂଜିକୃତ ଅନୁଯାୟୀ ଚାଷୀଙ୍କ ଠାରୁ ସବୁ ଧାନ କ୍ରୟକରିବାକୁ ଚାଷୀଙ୍କ ପକ୍ଷରୁ ଦାବି ହେଉଛି । ( ରିପୋର୍ଟ – ରଶ୍ମିରେଖା ମଲ୍ଲିକ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସାରା ରାଜ୍ୟରେ ସାରର ଘୋର ଅଭାବ : ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ
ଚାଷୀ ହନ୍ତସନ୍ତ : ବିଜେଡି

ସାରା ରାଜ୍ୟରେ ସାରର ଘୋର ଅଭାବ : ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ
ଚାଷୀ ହନ୍ତସନ୍ତ : ବିଜେଡି

July 23, 2026
ଦଳ ବଦଳାଇଲେ, ଇତିହାସ ବଦଳେ ନାହିଁ ’

ଦଳ ବଦଳାଇଲେ, ଇତିହାସ ବଦଳେ ନାହିଁ ’

July 23, 2026
ପ୍ରଧାନମନ୍ତ୍ରୀ ଆବାସ ସାମ୍ନାରେ ରାହୁଲ ଗାନ୍ଧୀଙ୍କ ଉପରେ ଦିଲ୍ଲୀ ପୋଲିସ ଦମନଲୀଳା ପ୍ରତିବାଦରେ ନୟାଗଡ ଡିସିସି ମୋଦି-ଶାହ କୁଶପୁତ୍ତଳିକା ଦାହ

ପ୍ରଧାନମନ୍ତ୍ରୀ ଆବାସ ସାମ୍ନାରେ ରାହୁଲ ଗାନ୍ଧୀଙ୍କ ଉପରେ ଦିଲ୍ଲୀ ପୋଲିସ ଦମନଲୀଳା ପ୍ରତିବାଦରେ ନୟାଗଡ ଡିସିସି ମୋଦି-ଶାହ କୁଶପୁତ୍ତଳିକା ଦାହ

July 23, 2026
ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

ରାହୁଲ-ନବୀନ : ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ – ବାବୁ ସିଂହ

July 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସାରା ରାଜ୍ୟରେ ସାରର ଘୋର ଅଭାବ : ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ
ଚାଷୀ ହନ୍ତସନ୍ତ : ବିଜେଡି

ସାରା ରାଜ୍ୟରେ ସାରର ଘୋର ଅଭାବ : ପ୍ରଶାସନିକ ବିଫଳତା ଓ ସାର କଳାବଜାରୀ ଯୋଗୁଁ
ଚାଷୀ ହନ୍ତସନ୍ତ : ବିଜେଡି

July 23, 2026
ଦଳ ବଦଳାଇଲେ, ଇତିହାସ ବଦଳେ ନାହିଁ ’

ଦଳ ବଦଳାଇଲେ, ଇତିହାସ ବଦଳେ ନାହିଁ ’

July 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version