No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୦୫ ଜୁନ୍ , ଶନିବାର ) ଶେରଗଡ଼ :- ଶେରଗଡ଼ ବ୍ଲକ ରେ ଯୋଗଦେଲେ ନୂତନ ସିଡ଼ିପିଓ ।ମଙ୍ଗଳ ବାର ଦିନ ଶ୍ରୀମତୀ ଗୀତା ରାଉଳ ନୂତନ ସିଡ଼ିପିଓ ଭାବେ ଯୋଗ ଦେଇଛନ୍ତି ତାଙ୍କୁ କାର୍ଯ୍ୟାଳୟ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା କରିବା ସହ ପୂର୍ବରୁ ଦାୟିତ୍ୱ ରେ ଥିବା ସିଡ଼ିପିଓ ବିଜୟ ଲଷ୍ମୀ ନିଷଙ୍କାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ବିଜୟଲକ୍ଷ୍ମୀ ଙ୍କ ବିଦାୟ ସମୟରେ ଅଙ୍ଗନବାଡ଼ି କର୍ମୀ ମାନେ ଭାବବିହ୍ୱଳ ହୋଇ ପଡ଼ିଥିଲେ ।
ସେ ଜଣେ ମେଳାପୀ ପର ଉପକାରୀ ନିଷ୍ଠାବାନ ମଣିଷ ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ସ୍ମିତମୟୀ ପ୍ରଧାନ, ମିନତୀ ଜେନା,ବସନ୍ତି ଦେବୀ,କନକ ଲତା ବେହେରା,ଆଲୋକ ପାତ୍ର,ସୁପ୍ରଭା ନାୟକ,ଅନୁରାଧା ପାଢ଼ୀ,ଟୁନି ବିଷୋୟୀ, ମଞ୍ଜୁଲତା ପଟ୍ଟନାୟକ ବରିଷ୍ଠ କିରାଣୀ ଆଲୋକ ପାତ୍ର, କନିଷ୍ଠ କିରାଣୀ ସୁପ୍ରଭା ନାୟକ, ଅନୁରାଧା ପାଢ଼ୀ, ସୌମ୍ୟ ରଞ୍ଜନ ଙ୍କ ସହ ଅନ୍ୟ ଅଙ୍ଗନବାଡ଼ି କର୍ମୀ ଯୋଗ ଦେଇଥିଲେ। (ଶେଷଦେବ ସାହୁ, ସ୍ବତନ୍ତ୍ର ପ୍ରତିନିଧି )
No Result
View All Result