No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ କରୋନା କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ନୂଆଗାଁ ପଞ୍ଚାୟତ ର ବିଭିନ୍ନ ଗ୍ରାମ ଏଥିରୁ ବାଦ୍ ପଡ଼ିନାହିଁ । କରୋନା ମହାମାରୀ ଯୋଗୁଁ ଲୋକ ମାନେ ସଂକ୍ରମିତ ହେଉଥିବା ବେଳେ ନୂଆଗାଁ ବଜାର ,ପଞ୍ଚାୟତ,ଏବଂ ବିଭିନ୍ନ ଗ୍ରାମ ଗୁଡ଼ିକ ସାନି ଟାଇଜ କରାଯାଇନଥିଲା।ଯାହାକି ଜନସାଧାରଣ ରେ ଅସନ୍ତୋଷ ଦେଖାଦେଇଥିଲା ।
ପରିଶେଷରେ ନୂଆଗାଁ ଅଗ୍ନିଶମ ବିଭାଗ ପକ୍ଷରୁ ନୂଆଗାଁ ବଜାର କୁ ସାନି ଟାଇଜ କରାଯାଇଛି । ଅଗ୍ନିଶମ ବିଭାଗ ର କାର୍ଯ୍ୟ କୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି ।(ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
No Result
View All Result