No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୧ ଜୁନ ମଙ୍ଗଳବାର )ରଣପୁର :- ଓଡ଼ିଶା ହସ୍ତତନ୍ତ୍ରର ପୁର୍ବତନ ଚେୟାରମ୍ୟାନ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଲୋକପ୍ରେମୀ ସ୍ବର୍ଗତ ଚନ୍ଦ୍ରଶେଖର ମିଶ୍ର ( ବାବା ଭାଇନା ) ଙ୍କର ୨୧ ତମ ଶ୍ରାଦ୍ଧ ଦିବସ ପାଳିତ । ରଣପୁର ରେ ଏକ ବରିଷ୍ଠ ରାଜନେତା ହେବା ସଙ୍ଗେ ସଙ୍ଗେ ରଣପୁର ପାଇଁ ଅତୁଳନୀୟ ଅବଦାନ ରହିଛି ।
ବିଜୁବାବୁଙ୍କ ଅମଳରୁ ବିଜୁ ଜନତା ଦଳର ନେତା ଭାବେ ପରିଚିତ ଚେହେରା ଥିଲେ ବାବା ଭାଇନା । ଆଜି ତାଙ୍କର ଶ୍ରାଦ୍ଧ ଦିବସ ରେ ବିଜୁ ଜନତା ଦଳର ବରିଷ୍ଠ ରାଜନେତା ମହଲରୁ ବହୁ ରାଜନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ତାଙ୍କର ୨୧ ତମ ଶ୍ରାଦ୍ଧ ଦିବସ ଅବସରରେ ଓଡ଼ିଶା ତାଜା ନ୍ୟୁଜ ପକ୍ଷରୁ ଅଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।
No Result
View All Result