• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଓ ଆଇବିଏର ସାମ୍ବାଦିକ ସମ୍ମିଳନୀ

Proprietor Abhimanyu Maharana by Proprietor Abhimanyu Maharana
May 31, 2021
in ଓଡ଼ିଶା, ଦେଶ, ବାଣିଜ୍ୟ, ହୋମ୍
0
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଓ ଆଇବିଏର ସାମ୍ବାଦିକ ସମ୍ମିଳନୀ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୩୧ ମଇ ସୋମବାର )ଭୁବନେଶ୍ୱର :-   ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ)ର ଅଧ୍ୟକ୍ଷ ଦୀନେଶ ଖାରା ଓ ଆଇବିଏର ଅଧ୍ୟକ୍ଷ ରାଜକିରଣ ରାୟ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁନୀଲ ମେହତା ଆଜି ଏକ ଯୁ୍‌ଗ୍ମ ସାମ୍ବାଦିକ ସମ୍ମଳିନୀରେ କୋଭିଡ୍ ମହାମାରୀର ମୁକାବିଲା ଲାଗି ବିଭିନ୍ନ ପ୍ରକାର ସହାୟତା ଓ ରାଷ୍ଟ୍ରୟତ ବ୍ୟାଙ୍କଗୁଡ଼ିକର ନୂଆ ଋଣ ଉତ୍ପାଦ ବିଷୟରେ ଘୋଷଣା କରିଛନ୍ତି । ୨୦୨୦-୨୧ର ଚତୁର୍ଥ ତ୍ରୟମାସରୁ ଅର୍ଥନୀତିରେ ସୁଧାର ହୋଇଥିବା ବେଳେ ଏପ୍ରିଲ୍ ୨୧ରୁ ପୁଣି ଥରେ ମହାମାରୀର ଅଭ୍ୟୁଦୟ ବ୍ୟକ୍ତିବିଶେଷଙ୍କ ଜୀବନ ଏବଂ ବ୍ୟବସାୟ ତଥା ଏସ୍‌ଏମ୍‌ଏସ୍‌ଇକୁ ନଗଦ ପ୍ରବାହ ପ୍ରଭାବିତ କରିଛି । କୋଭିଡ୍ ୧୯ ମହାମାରୀ ପୁଣି ଥରେ ଦେଖାଦେବା ଏବଂ ଏହାକୁ ନେଇ ସୃଷ୍ଟି ହୋଇଥିବା ବିଭ୍ରାଟର ମୁକାବିଲା କରିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନିମ୍ନ ଲିଖିତ ପଦକ୍ଷେପଗୁଡ଼ିକ ୫-୫-୨୦୨୧ରେ ଘୋଷଣା କରାଯାଇଥିଲା ।

ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ଜରୁରୀକାଳୀନ ଋଣ ସହାୟତା ଲାଗି ୫୦,୦୦୦ କୋଟି ଟଙ୍କାର ମିଆଦୀ ଲିକ୍ୱିଡିଟି ସୁବିଧା

ବ୍ୟକ୍ତିବିଶେଷ, କ୍ଷୁଦ୍ର ବ୍ୟବସାୟୀ ଓ ଏମ୍‌ଏସ୍‌ଏମ୍‌ଇଙ୍କ ଚାପଗ୍ରସ୍ତ ସଂପତିର ମୁକାବିଲା ଲାଗି ସମାଧାନ ଫ୍ରେମ୍‌ୱର୍କ ୨.୦ ।

କାର୍ଯ୍ୟକାରୀ ପୁଞ୍ଜି ସୀମାର ପୁନଃ ଅନୁଶୀଳନ ଇତ୍ୟାଦି । ଏମ୍‌ଏସ୍‌ଏମ୍‌ଇକୁ ସହାୟତା ପ୍ରଦାନ କରିବା, ଜୀବିକାର ସୁରକ୍ଷା ଓ ବ୍ୟବସାୟରେ ଦେଖାଦେଇଥିବା ବିଭ୍ରାଟକୁ ଦୂର କରିବା ଓ ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ଗୁରୁତ୍ୱପୂର୍ଣ୍ଣ ଫାଇନାନ୍ସ ଆବଶ୍ୟକତା ପୂରଣ କରିବା ଲାଗି ଭାରତ ସରକାର ସବୁଠୁ ସଫଳ ଇସିଏଲ୍‌ଜିଏସ୍ ସ୍କିମ୍‌ରେ ପରିବର୍ତନ ଘୋଷଣଶ କରିଛନ୍ତି ।

ଆଜି ଇସିଏଲ୍‌ଜିଏସ୍ ସ୍କିମ୍‌କୁ ବ୍ୟାପକ କରି ଇସିଏଲ୍‌ସିଜେଏସ୍ ୪.୦ରେ ହସ୍ପିଟାଲ, ନର୍ସିଂ ହୋମ୍‌, କ୍ଲିନିକ୍‌ଗୁଡ଼ିକ ସ୍ଥାପନ କରିବାକୁ ଥିବା ଅନସାଇଟ୍‌ ଅକ୍ସିଜେନ୍ ପ୍ଲାଂଟ୍ ଲାଗି ଏନ୍‌ସିଜିଟିସି ଜରିଆରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରାଯିବ ବୋଲି ଭାରତ ସରକାର ଘୋଷଣା କରିଛନ୍ତି । ଇସିଏଲ୍‌ଜିଏସ୍‌ର ଅବଧିକୁ ୨୦୨୧ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ସ୍କିମ୍‌ରେ ୨୦୨୧ ଡିସେମ୍ବର ୩୧ ପର୍ଯ୍ୟନ୍ତ ଆବଂଟନ ଲାଗି ଅନୁମତି ଦିଆଯାଇଛି । ଏଥିପାଇଁ ଏନ୍‌ସିଜିଟିସି ତରଫରୁ ପରିଚାଳନା ଗାଇଡ୍‌ଲାଇନ୍ ଜାରି କରାଯାଇଛି । ଏଥିପାଇଁ ରାଷ୍ଟ୍ରାୟତ ବ୍ୟାଙ୍ଗଗୁଡ଼ିକୁ: ୧) ସଂପ୍ରସାରିତ ଇସିଏଲ୍‌ଜିଏସ୍ ସ୍କିମ୍ ଲାଗୁ କରିବାକୁ ହେବ ୨) କୋଭିଡ୍ ଚିକିତ୍ସା ଲାଗି ଖର୍ଚ ବହନ କରିବା ଓ ସ୍ୱାସ୍ଥ୍ୟ ସେବା ଭିତିଭୂମିରେ ଉନ୍ନତି ଆଣଇବା ଲାଗି ବ୍ୟବସାୟିକ ସଂସ୍ଥାଗୁଡ଼ିକ ଲାଗି ଋଣ ଉତ୍ପାଦ ଉପଲବ୍ଧ କରାଯିବ । ୩) ଆରବିଆଇର ରିଜଲ୍ୟୁସନ ଫ୍ରେମ୍‌ୱର୍କ ୨.୦କୁ ଲାଗୁ କରିବା ଲାଗି ବ୍ୟବସ୍ଥା ଓ ପ୍ରକ୍ରିୟାର ବ୍ୟବସ୍ଥା କରିବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗାଇଡ୍‌ଲାଇନ୍ ଅନୁସାରେ ବ୍ୟାଙ୍କଗୁଡ଼ିକୁ କୋଭିଡ୍ ଋଣ ପୁସ୍ତିକା ଗଠନ କରିବାକୁ ହେବ । ଟିକା ନିର୍ମାତା, ଅକ୍ସିଜେନ୍ ଉତ୍ପାଦନ, ହସ୍ପିଟାଲ୍‌/ଡିସ୍‌ପେନ୍‌ସେରି, ପାଥୋଲୋଜି ଲ୍ୟାବ୍‌, ଭେଟିଂଲେଟର, ଅକ୍ସିଜେନ୍ ଉତ୍ପାଦନକାରୀ ଓ ଯୋଗାଣକାରୀ, ଟିକା ଆମଦାନିକାରୀ ଓ କୋଭିଡ୍ ସମ୍ପର୍କିତ ଔଷଧ ଲଜିଷ୍ଟିକ୍ ସଂସ୍ଥା ଓ ରୋଗୀଙ୍କ ଚିକିତ୍ସା ଲାଗି ନିମ୍ନ ଲିଖିତ ତିନି ପ୍ରକାର ଉତ୍ପାଦ ପ୍ରସ୍ତୁତ କରାଯାଇଛି । ୧) ଇସିଜିଏଲ୍‌ଏସ୍ ଅଧୀନରେ ଅକ୍ସିଜେନ୍ କାରଖାନା ସ୍ଥାପନ କରିବା ଲାଗି ୭.୫% ସୁଧ ହାରରେ ହସ୍ପିଟାଲ୍‌, ନର୍ସିଂ ହୋମ୍‌ଗୁଡ଼ିକୁ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରିବା । ଇସିଏଲ୍‌ଜିଏସ୍ ୪.୦ରେ ୧୦୦% ଗ୍ୟାରେଂଟି ଏନ୍‌ସିଜିଟିସିକୁ ସୁରକ୍ଷା ମିଳିବ । ୨) ସ୍ୱାସ୍ଥୃ ସେବା ଭିତିଭୂମି ସ୍ଥାପନ ଓ ସଂପ୍ରସାରିତ କରିବା ଓ ସ୍ୱାସ୍ଥ୍ୟ ସେବା ଉତ୍ପାଦ ନିମାଣ କରିବା ଲାଗି ସ୍ୱାସ୍ଥ୍ୟସେବା ସଂସ୍ଥାଗୁଡ଼ିକୁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ ଋଣ ଦେବା । ୩) ବେତନଭୋଗୀ, ଅଣ ବେତନଭୋଗୀ, ପେନ୍‌ସନ୍‌ଭୋଗୀମାନଙ୍କୁ କୋଭିଡ୍ ଚିକିତ୍ସା ଲାଗି ୨୫ ହଜାର ଟଙ୍କାରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଣ ସୁରକ୍ଷିତ ବ୍ୟକ୍ତିଗତ ଋଣ ପ୍ରଦାନ କରିବା ଏହି ସମସ୍ତ ସ୍କିମ୍‌କୁ ସରକାରୀ ବ୍ୟାଙ୍କଗୁଡ଼ିକୁ ରିହାତି ସୁଧ ହାରରେ ପ୍ରଦାନ କରିବେ ଏବଂ ତାହା କୋଭିଡ୍ ଋଣ ପୁସ୍ତିକାର ଅଂଶ ହେବ । ରିଜଲ୍ୟୁସନ୍ ଫ୍ରେମ୍‌ୱର୍କ ୨.୦ରେ ଋଣର ପୁନର୍ଗଠନ ଲାଗି ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଏହି ସବୁ ବ୍ୟବସ୍ଥା କରିବେ: ବ୍ୟବସାୟ ଋଣ-ତିନିଟି ବର୍ଗ ୧) ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ: କ୍ଷୁଦ୍ର ବ୍ୟବସାୟୀ ଓ ଏମ୍‌ଏସ୍‌ଏମ୍‌ଇକୁ ମିଳୁଥିବା ସାଧାରଣ ପୁନର୍ଗଠନ ସୁବିଧା ୨) ୧୦ ଲକ୍ଷ ଟଙ୍କାରୁ ଅଧିକ ୧୦ କୋଟି ଟଙ୍କାରୁ କମ୍‌ ୩) ୧୦ କୋଟି ଟଙ୍କାରୁ ଅଧିକ ବ୍ୟକ୍ତିବିିଶେଷଙ୍କୁ ଋଣ: ନିରବଚ୍ଛିନ୍ନ ପରିଚାଳନା ଲାଗି ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ ଏହି ସବୁ ରଣନୀତି ଗ୍ରହଣ କରିବେ:

 ଷ୍ଟାଣ୍ଡାର୍ଡ ଟେମ୍ପଲେଟ୍‌, ପୋର୍ଟାଲ୍ ଓ ଶାଖା ଭିତିକ ବ୍ୟବସ୍ଥା

 ପୁନର୍ଗଠନ ଲାଗି ମାନ ଭିତିକ ବ୍ୟବସ୍ଥା

 ସାଧାରଣ ଆବେଦନ ଓ ଅନୁଶୀଳନ ଫର୍ମାଟ

 ଷ୍ଟାଣ୍ଡାର୍ଡ ଓ ସହଜ କାଗଜପତ୍ର

 ସାଧାରଣ ଆଉଟ୍‌ରିଚ୍ ବ୍ୟବସ୍ଥା କୋଭିଡ୍‌-୧୯ ମହାମାରୀ ଦେଖାଦେବା ପରେ ପ୍ରଭାବିତ ହୋଇଥିବା ଋଣ ଗ୍ରହିତାଙ୍କ ଉପରୁ ଆର୍ଥିକ ପ୍ରଭାବ ଦୂର କରିବା ଲାଗି ପଦକ୍ଷେପ ଗ୍ରହଣ କରିବା ଲାଗି ସମସ୍ତ ରାଷ୍ଟ୍ରାୟ ବ୍ୟାଙ୍କ ଏକଜୁଟ ହେବା ଓ ଆଜିର ଘୋଷଣା ସଠିକ୍ ଦିଗରେ ଉଚିତ ପଦକ୍ଷେପ । ଆରବିଆଇର ରିଜଲ୍ୟୁସନ ଫ୍ରେମ୍‌ୱର୍କ ୨.୦ରେ ବ୍ୟକ୍ତିବିଶେଷ, ବ୍ୟବସାୟ ଓ ଏମ୍‌ଏସ୍‌ଏମ୍‌ଇ ଗ୍ରହଣ କରିଥିବା ଋଣର ପୁନର୍ଗଠନ ଲାଗି ଯୋଗ୍ୟ ଗ୍ରାହକଙ୍କ ନିକଟରେ ପହଂଚିବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ବିଷୟରେ ଏସବିଆଇର ଅଧ୍ୟକ୍ଷ, ଆଇବିଏର ଅଧ୍ୟକ୍ଷ ଓ ଆଇବିଏର ସିଇଓ ଆଲୋଚନା କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
ମହିଳା ଦିବସ ଅବସରରେ ଆଫସାର ହର୍ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ୯ଜଣ ମହିଳା ଚେଞ୍ଜମେକର ଏବଂ ୧୨ଜଣ ହର୍ ଓଡ଼ିଶା ଏକ୍ସିଲେନ୍ସ ଆୱାର୍ଡ଼ରେ ସମ୍ମାନିତ

AAFSA’s “Her Odisha” Program on the Occasion of International Women’s Day

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

ଶତାଧିକ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦେଲେ ବାଲେଶ୍ୱରର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା 

March 12, 2026
ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

ବରିଷ୍ଠ ସାମ୍ବାଦିକଙ୍କ ମାତୃ ବିୟୋଗ : ବାଚସ୍ପତିଙ୍କ ଶୋକ

March 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version