ନୟାଗଡ଼ରେ ହତ୍ୟା ଅଭିଯୋଗ ଘଟଣା ସ୍ଥଳରେ ଟାଉନ ଥାନା ପୋଲିସର ଛାନଭିନ

ଓଡ଼ିଶା ତାଜା ନ୍ୟୁଜ (୩୧ ମଇ ସୋମବାର )ନୟାଗଡ଼ :- ବ୍ଲକ ଅନ୍ତର୍ଗତ କଇଥ ଗାଡ଼ିଆଗ୍ରାମର ସଭାପତି ବିଜୟ ନାୟକ(ଅଲେଖ)( ୪୨)ଙ୍କ ମୃତ ଦେହ ଘଡ଼ୁଆଳ ଛକ ନିକଟ ଏକ ଭଡାଘରୁ ଉଦ୍ଧାର ନେଇ ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ

ଘଡୁଆଳ ନିକଟରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ରାସ୍ତାର ଦୁଇ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଆରମ୍ଭ କରିଛି। ରିପୋର୍ଟ -ରାମକୃଷ୍ଣ ରଥ