• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବିପ୍ଳବୀ ବୀର ପଣ୍ଡିତ ଗୋବିନ୍ଦ ରଥଙ୍କର ୧୦୪ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ“ପଣ୍ଡିତ ଗୋବିନ୍ଦ” ବିଷୟକ କବିତା ପାଠୋତ୍ସବ ତଥା ଆନ୍ତର୍ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
May 31, 2021
in ଓଡ଼ିଶା, କଟକ, ହୋମ୍
0
ବିପ୍ଳବୀ ବୀର ପଣ୍ଡିତ ଗୋବିନ୍ଦ ରଥଙ୍କର ୧୦୪ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ“ପଣ୍ଡିତ ଗୋବିନ୍ଦ” ବିଷୟକ କବିତା ପାଠୋତ୍ସବ ତଥା ଆନ୍ତର୍ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୩୦ ମେ ରବିବାର) ବାଙ୍କୀ :- ପଣ୍ଡିତ ଗୋବିନ୍ଦ ରଥ ପ୍ରତିଷ୍ଠାନ ତଥା ଆମେ ଓଡ଼ିଆ ଆମ ଓଡ଼ିଶାର ମିଳିତ ସହଯୋଗରେ ଓଡ଼ିଶାର ସୁଯୋଗ୍ୟ ସନ୍ତାନ, ବାଙ୍କୀ ମାଟିର ବିପ୍କବୀ ବୀର ପଣ୍ଡିତ ଗୋବିନ୍ଦ ରଥଙ୍କ ୧୦୪ ତମ ଶ୍ରାଦ୍ଧ ବାର୍ଷିକୀ ୱେବିନାର ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାରତ ବ୍ୟତୀତ ସିଂଗାପୁର, ଆମେରିକା ତଥା କାନାଡ଼ା ଭଳି ଦେଶ ମାନଙ୍କରୁ ଅନେକ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଯୋଗ ଦେଇ ପଣ୍ଡିତ ରଥଙ୍କର ରଚିତ କବିତା ଆବୃତ୍ତି କରିଥିଲେ ଏବଂ ଓଡ଼ିଶା, ଓଡ଼ିଆ ଭାଷା ସାହିତ୍ୟ ତଥା ସମାଜ ପ୍ରତି ରଥେ ଆପଣେଙ୍କର ଅବଦାନ ବିଷୟରେ ପୁଙ୍ଖାନୁପୁଙ୍ଖଆଲୋଚନା କରିଥିଲେ ।

ଏହି ପରିପ୍ରେକ୍ଷୀରେ ପଣ୍ଡିତ ରଥଙ୍କ ଜୀବନୀ ଉପରେ ଆଧାରିତ ଏକ ବୃତ୍ତଚିତ୍ର ସର୍ବ ସମକ୍ଷରେ ରଖା ଯାଇଥିଲା।ଆମେ ଓଡ଼ିଆ ଆମ ଓଡ଼ିଶାର ଆବାହକ ସୁସାହିତ୍ୟିକ ପ୍ରଶୀନ୍ତ ଭୂୟାଁ ସୁଦୂର କାନାଡ଼ାର ଟରଣ୍ଟୋ ସହରରୁ ଯୋଗ ଦେଇ ସଭା କାର୍ଯ୍ୟ ଆରମ୍ଭ ତଥା କରିଥିଲେ ଏବଂ କାନାଡ଼ାରୁ ସୁସାହିତ୍ୟିକ ଧୀରେନ୍ଦ୍ର କର ସ୍ୱାଗତ ସମ୍ଭାଷଣ ରଖିଥିଲେ। ନୂଆ ଦିଲ୍ଲୀରୁ ବିଶିଷ୍ଟ ଗାୟକ ସନ୍ତୋଷ ରାଉତ ଅତିଥି ମାନଙ୍କ ସ୍ୱାଗତରେ ଜୀବନ ସଙ୍ଗୀତ ପରିବେଷଣ କରିଥିଲେ।

ପ୍ରାରମ୍ଭିକ ଭାଷଣରେ ପଣ୍ଡିତ ଗୋବିନ୍ଦରଥ ପ୍ରତିଷ୍ଠାନର ଅଧ୍ୟକ୍ଷ, ପଣ୍ଡିତ ଗୋବିନ୍ଦ ରଥଙ୍କର ପ୍ରପୌତ୍ର, ଡ଼ଃ ପଦାରବିନ୍ଦ ରଥ, ବିପ୍କବୀ ବୀର ପଣ୍ଡିତ ଗୋବିନ୍ଦ ରଥଙ୍କ ଜୀବନ ବିଷୟରେ ସାମଗ୍ରୀକ ଭାବରେ ସଭାକୁ ଅବଗତ କରାଇ ତାଙ୍କ ବିଷୟରେ ଅନେକ ଅନାଲୋଚିତ ତଥ୍ୟ ସର୍ବ ସମକ୍ଷରେ ରଖିଥିଲେ। ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ସ୍ୱନାମଧନ୍ୟ ଲେଖକ ଦାଶ ବେନହୂର। ସେ ବିପ୍କବୀ ବୀର ପଣ୍ଡିତ ଗୋବିନ୍ଦ ରଥଙ୍କ ଜୀବନାଦର୍ଶ, ଜୀବନା ଯାତ୍ରା ଏବଂ ଓଡ଼ିଶା ତଥା ଓଡ଼ିଆ ଭାଷା ପାଇଁ ତାଙ୍କର ଅବଦାନ ସବୁକୁ ଅତି ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିଥିଲେ।

ସୁଦୂର ଆମେରିକାର ବୋଷ୍ଟନ୍ ସହରରୁ କବି ମନୋରମା ଚୌଧୁରୀ, ରାଉରକେଲାରୁ କବି ଶକୁନ୍ତଳା ଗୁପ୍ତା, କବି ସାନ୍ତ୍ୱନା ଦାଶ ପ୍ରମୁଖ ରଥେ ଆପଣେଙ୍କର ରଚିତ କବିତା ପାଠ କରିଥିଲେ। ଅତ୍ୟନ୍ତ ଖୁସିର କଥା ଯେ ଏହି କାର୍ଯ୍ୟକ୍ରମରେ ଅନେକ ଛାତ୍ର ମଧ୍ୟ ଯୋଗ ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଅମୃତେଶ ଖଟୁଆ, ଶୁଭ୍ରାଂଶୁ ଦାଶ ଏବଂ ଦେବାଶିଷ ସେନାପତି ରଥେ ଆପଣେଙ୍କ କବିତା ପାଠ କରିଥିଲେ। ପଣ୍ଡିତ ଗୋବିନ୍ଦ ରଥ ପ୍ରତିଷ୍ଠାନର ବାଙ୍କୀ ଶାଖା ତରଫରୁ କବି ବିଦ୍ୟାଧର ଖଟୁଆ, ପ୍ରଫୁଲ୍ଲ କୁମାର ସାହୁ ଏବଂ ଶକୁନ୍ତଳା ମଲ୍ଲିକ, ରଥେ ଆପଣେଙ୍କର ରଚିତ କବିତା ପାଠ କରିଥିଲେ ।

ସଭା ଶେଷ ହେବା ପୂର୍ବରୁ ପ୍ରତିଷ୍ଠିତ ଗାୟୀକା ବବି ଅନସୂୟା ଗୋବିନ୍ଦ ରଥଙ୍କ ରଚିତ ଫିଉଚର ସାହେବ ଆବୃତ୍ତି କରିଥିଲେ । ପରିଶେଷରେ ପ୍ରତିଷ୍ଠାନର ପରିଚାଳିକା ଟ୍ରଷ୍ଟୀ ପ୍ରତିଭା ନନ୍ଦ ଅତିଥି ମାନଙ୍କୁ ଧନ୍ୟବାଦ ଦେଇଥିଲେ । ପଣ୍ଡିତ ଗୋବିନ୍ଦ ରଥଙ୍କ ଭଳି ବିରଳ ବ୍ୟକ୍ତିତ୍ୱଙ୍କଦ୍ୱାରା ଲିଖିତ ପୁସ୍ତକ ମାନଙ୍କୁ ଆଧାର କରି ଏକ ଗ୍ରନ୍ଥାବଳୀ ପ୍ରକାଶ କରିବାକୁ ସଭାରେ ମତ ପ୍ରକାଶ ପାଇଥିଲା (ରିପୋର୍ଟ :ଗୌତମ ମିଶ୍ର)  

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ

ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ

September 12, 2026
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

September 12, 2026
ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ – ଉଲ୍ଲାସ ଜନସଚେତନତା ପଦଯାତ୍ରା

ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ – ଉଲ୍ଲାସ ଜନସଚେତନତା ପଦଯାତ୍ରା

September 12, 2026
ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

ଆଗକୁ ଆସୁଛି ଗଣେଶ ପୂଜା : ମୂର୍ତ୍ତି ନିର୍ମାଣରେ କାରିଗର ବ୍ୟସ୍ତ, ଗ୍ରାହକଙ୍କ ଅପେକ୍ଷାରେ ବ୍ୟବସାୟୀ

September 12, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ

ଗଞ୍ଜେଇ ସହ ଦୁଇ ଦେଶୀ ବନ୍ଧୁକ ଓ ହୋଣ୍ଡାଇ କାର ଜବତ, : ୪ କୁଖ୍ୟାତ ଅପରାଧି ଗିରଫ

September 12, 2026
ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ୨୪୭ ଜଣଙ୍କ ପଞ୍ଜିକରଣ : ଭିନ୍ନକ୍ଷମଙ୍କୁ ପ୍ରଦାନ କରାଗଲା ସହାୟକ ଉପକରଣ

September 12, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version